Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତି ଖାଉଥିଲେ ରାସନ ଚାଉଳ

ଭୁବନେଶ୍ବର: ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତି ପାଉଥିଲେ ରାସନ ସୁବିଧା । ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିବା ନେଇ ଆଜି ଗୃହରେ  ମତ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ବିଧାୟକ…

ମାଟ୍ରିକ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌

ଭୁବନେଶ୍ଵର: ୧୦ମ ବୋର୍ଡ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌ । ଡ୍ରାଏ ରନ୍‌ ହେବା ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍‌ ଦେଖିପାରିବ ବୋର୍ଡ । ସବୁ ଷ୍ଟ୍ରଙ୍ଗ ରୁମ୍‌ରୁ ଲାଇଭ୍‌ ଫୁଟେଜ ଉପରେ ବୋର୍ଡ ନଜର ରଖିବ । ତେବେ ବର୍ଷା…

ସୁପ୍ରିମକୋର୍ଟରୁ ଆଶ୍ବସ୍ତି; ଗିରଫ ହେବେ ନାହିଁ ଆହ୍ଲାବାଦିଆ

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ। ଏହାରି ଭିତରେ ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ବିଚାରପତି ସୂର‌୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ…

ସିଏମ କିଷାନରେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ସିଏମ କିଷାନରେ ଏବେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଲୋକ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହ ଦେଓ । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ରହିଛନ୍ତି । ଏହା…

ସଙ୍କଟ ବେଳେ ଆଳୁ ଯୋଗାଇଥିଲା ୟୁପି, ପଞ୍ଜାବ: ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ଗତ କିଛି ମାସ ଧରି ଆଳୁ ବଜାର ସାଧାରଣ ଲୋକଙ୍କୁ ଅତିଷ୍ଟ କରିଥିବା ବେଳେ ଏବେ ବେଶ୍ ହାତସୁଆ ରହିଛି ଆଳୁ ଦର । ଆଳୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଆଳୁ…

‘ଆମେ ଯାହା ଚାହୁଁ ୫୫ ପ୍ରତିଶତ ଭାରତୀୟ ତାହା ହିଁ ଚାହାଁନ୍ତି’: ବାଂଲାଦେଶର ବଡ଼ ବୟାନ

ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଦିନ କହିଛି ଯେ ଭାରତରୁ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ତାଙ୍କ ଦେଶର ପ୍ରାଥମିକତା। "ଏହା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା," ମୁଖ୍ୟ ପରାମର୍ଶଦାତା…

୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଓଡିଶାକୁ ମିଳିଲା ସ୍ବର୍ଣ୍ଣ ପଦକ । ୨୩ ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ ରେ ମହିଳା ଟି-୪୭ ବର୍ଗରେ ୧୦୦ ମିଟରରେ ପାରା ଆଥଲିଟ୍‌ ଜୟନ୍ତୀ ବେହେରାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ତେବେ ବର୍ତ୍ତମାନ ତାମିଲନାଡୁ,…

‘ଭାରତ ପାଖରେ ପ୍ରବଳ ଟଙ୍କା ଅଛି, ଆମେ କାହିଁକି ପାଣ୍ଠି ଦେବୁ?’ ପ୍ରଶ୍ନ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ପାଖରେ ପ୍ରବଳ ଟଙ୍କା ରହିଛି । ପୁଣି ଆମେରିକା କାହିଁକି ଭାରତକୁ ୨୧ ମିଲିୟନ ଡଲାର ଦେବ ? ଭାରତରେ ମତ ଦାତାଙ୍କ ଭାଗୀଦାରୀ ବୃଦ୍ଧି ନେଇ ଡଜ୍ ଦ୍ବାରା ଘୋଷଣା କରାଯାଇଥିବା ପାଣ୍ଠି ଉପରେ କିଛି ଏପରି ମନ୍ତବ୍ୟ ରଖଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।…

ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍

ଭୁବନେଶ୍ଵର: ଭୁବନେଶ୍ବର ଏମ୍‌ସରେ ସିବିଆଇର ରେଡ୍‌ । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି ସିବିଆଇ । ସ୍କାମର ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ନେଇ ପ୍ରମାଣ ମିଳିଛି । ତେବେ ରେଡ୍‌ ବେଳେ…

ପ୍ରଶ୍ନକାଳରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବି ଚାଲିପାରିଲାନି ଗୃହ । ଗୃହ ଆରମ୍ଭରୁ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ଆଜି ବଜେଟ ଅଧିବେଶନର ୬ଷ୍ଠ…