Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ଉନ୍ନତି ପାଇଁ ୧ କୋଟି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅବସରରେ ଗସ୍ତ କରିଥିଲେ। ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଶିକ୍ଷା…

ରାଜଧାନୀରେ ନାବାଳିକାଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ଘଟାଇଥିବା ମୋ ବସ୍ ଡ୍ରାଇଭର ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁର୍ଘଟଣା ଘଟାଇଥିବା ମୋ ବସ୍ ଡ୍ରାଇଭରକୁ ଗିରଫ କଲା ନନ୍ଦନକାନନ ଥାନା ପୋଲିସ । ଗିରଫ ହୋଇଥିବା ଡ୍ରାଇଭର ଜଣକ ହେଲେ ନୃସିଂହ ସେଠୀ । ଡ୍ରାଇଭରଙ୍କୁ ଗିରଫ ସହ ଦୁର୍ଘଟଣା ଘଟାଇଥିବା ମୋ ବସ୍ ସିଜ୍ କଲା ପୋଲିସ । ସୂଚନାଯୋଗ୍ୟ, ଆଜି ସକାଳୁ ୧୩ ବର୍ଷର…

କୁମ୍ଭମେଳା ଦଳାଚକଟା ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ହେମା ମାଳିନୀ

ନୂଆଦିଲ୍ଲୀ: ଜାନୁଆରୀ ୨୯ ତାରିଖରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଘଟି ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଲଗାତାର ରାଜନୈତିକ ବୟାନବାଜି ଜାରି ରହିଛି । ମଥୁରାର ବିଜେପି ସାଂସଦ ହେମା ମାଳିନୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏହା…

କୁମ୍ଭମେଳା ଦଳାଚକଟା ଘଟଣା; ‘ମୃତଦେହ ସବୁ ପାଣିରେ ପକାଯାଇଛି’

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ୨୦୨୫ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି ଯେ, ଯେ କୌଣସି ସ୍ଥାନରେ ଏତେ ବଡ଼ ଭିଡ଼ କିପରି ହୋଇପାରେ । ମହାକୁମ୍ଭ ଦଳାଚକଟା ପୀଡିତଙ୍କ ମୃତଦେହ ନଦୀରେ…

ଖୁବଶୀଘ୍ର ‘ମାସିକ ଟୋଲ ଟ୍ୟାକ୍ସ ସ୍ମାର୍ଟ କାର୍ଡ’ ପ୍ରଚଳନ କରିବେ ସରକାର, ମିଳିବ ବଡ ଆଶ୍ବସ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ମାସିକ ଟୋଲ ଟ୍ୟାକ୍ସ ସ୍ମାର୍ଟ କାର୍ଡ’ ପ୍ରଚଳନ କରିବାକୁ ବିଚାର କରୁଛନ୍ତି । ଏହି ସ୍ମାର୍ଟ କାର୍ଡ ଦେଶର ସମସ୍ତ ଟୋଲ ପ୍ଲାଜାରେ ବୈଧ ହେବ ଏବଂ କାର୍ଡଧାରକଙ୍କୁ ଟୋଲ ଟ୍ୟାକ୍ସରେ ମଧ୍ୟ ଛାଡ଼ ମିଳିବ । ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ବିଶେଷକରି ବାଣିଜ୍ୟିକ…

ଫେବ୍ରୁଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା, କପି ରୋକିବ ୫ ସ୍ତରୀୟ ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରେସମିଟ୍‌ କରିଛି CHSE। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ  ଚାଲିବ । ୧…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ କଳା ପତକା ବିରୋଧ ପ୍ରଦର୍ଶନ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ ମୋହନ୍ ଭାଗବତଙ୍କୁ ବିରୋଧ କରିବା ସମୟରେ ମିଥ୍ୟା…

ଦିଲ୍ଲୀର ୧୨ ସିଟରେ ଆପ୍-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ନେତାଙ୍କର ସରିଲା ଏବେ ଜନତାଙ୍କ ପାଳି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ୍ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଦିଲ୍ଲୀ ଦଖଲ କରିବାକୁ ଜୋରଦାର ପ୍ରଚାର କରିଛନ୍ତି । ଦିଲ୍ଲୀରେ ମୁଖ୍ୟତଃ ଆପ୍ ଓ ବିଜେପି ମଧ୍ୟରେ ଟକ୍କର ହେଉଥିବା କୁହାଯାଉଛି । ତେବେ ଏମିତି…

ଦିଲ୍ଲୀରେ ପଞ୍ଜାବୀ, ବଣିଆ ଭୋଟର ହେବେ କିଙ୍ଗମେକର !

ନୂଆଦିଲ୍ଲୀ: କାହିଁକି ଗତ ୬ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରୁଛି ବିଜେପି? କୁହାଯାଏ, ପୂର୍ବାଞ୍ଚଳୀ, ଦଳିତ ଓ ସଂଖ୍ୟାଲଘୁ ଭୋଟ୍ ବିଜେପି ପରାଜୟ ପଛର କାରଣ । ତେବେ ୧୯୯୯, ୨୦୧୪, ୨୦୧୯ ଓ ୨୦୨୪ରେ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିଛି ବିଜେପି । ପଞ୍ଜାବୀ, ବଣିଆ ଓ…

ଓଡ଼ିଶାରେ ଷୋଡଶ ଅର୍ଥ କମିଶନ, ରାଜ୍ୟକୁ ମିଳିପାରେ ସ୍ଵତନ୍ତ୍ର ଅନୁଦାନ

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ। ଷୋଡ଼ଶ ଅର୍ଥ କମିଶନ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବା ସହିତ ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା କରିବେ। ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାକୁ ଥିବା ସୂଚନା ମିଳଛି । ନୀତି…