Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆମେରିକାରୁ ଫେରିଲେ ଭାରତୀୟ! ଦେଶାନ୍ତର ପାଇଁ କାହିଁକି ବ୍ୟବହାର ହେଲା ସାମରିକ ବିମାନ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରେ ରହୁଥିବା ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନୁଯାୟୀ ଫେବୃଆରୀ ୩ ତାରିଖରେ ଆମେରିକୀୟ ସୈନ୍ୟ ବିମାନ C-17 ଅବୈଧ ପ୍ରବାସୀମାନଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଛି।…

ଫେବୃଆରୀ ପ୍ରଥମରୁ ତାତିରେ ସିଝୁଛି ସାରା ଓଡ଼ିଶା, ଆଗକୁ କେତେ ?

ଭୁବନେଶ୍ୱର: ଫେବୃଆରୀ ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା। ଆଗକୁ ମାଡି ଆସୁଛି ପ୍ରଚଣ୍ଡ ଖରା। ମାଘ ମାସରେ ନାହିଁ ଶୀତ। ହଠାତ୍ ବଢିଯାଇଛି ତାପମାତ୍ରା। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି ତାପମାତ୍ରା। ରାଜ୍ୟରେ ୩ ରୁ ୪ ଡିଗ୍ରୀ ଅଧିକ…

ରାଉରକେଲାରେ ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍

ରାଉରକେଲା: ଟ୍ରାକ୍ ଛାଡ଼ି ମାଲବାହୀ ଟ୍ରେନ୍ ବସ୍ତି ଭିତରକୁ ପଶିଯାଇଛି । ରାଉରକେଲା ବାସନ୍ତୀ କଲୋନୀ ମାଲଗୋଦାମ ନିକଟରେ ଘଟିଛି ଏହି ଅଘଟଣ । ତିନିଟି ବଗି ଲାଇଚ୍ୟୁତ ହୋଇ ବସ୍ତି ଭିତରକୁ ପଶି ଯାଇଥିଲା । ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟବଶତଃ ଦୁର୍ଘଟଣାରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ଭୋଟିଂ। ନୂଆ ସରକାର ଗଠନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ମୋଟ ୭୦ଟି ଆସନର ୬୯୯ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଦିଲ୍ଲୀର ୭୦ଟି ଆସନରେ ମୋଟ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେଥିମଧ୍ୟରୁ ୭୨…

ମନମୋହନ ସିଂହଙ୍କ ସ୍ମାରକ ପାଇଁ ସ୍ଥିର ହେଲା ସ୍ଥାନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମୃତିରେ ରାଜଧାନୀ ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରାଯିବ । ସରକାର ଏଥିପାଇଁ ଜାତୀୟ ସ୍ମାରକୀ ପରିସରରେ ୧.୫ ଏକର ଜମି ସଂରକ୍ଷିତ କରିଛନ୍ତି । ଏହି ସ୍ଥାନଟି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ…

ଯମୁନା ପାଣିରେ ବିଷ ମିଶାଇବା ବୟାନ; କେଜ୍ରିଓ୍ବାଲଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବୃଆରୀ ୫ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ​​ଆମ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ । ଏହା ଭିତରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଘାଟିରେ ଓଲଟିଲା ବସ୍, ୨୪ ଆହତ

ମୋହନା: ଘାଟିରେ ଓଲଟିଛି  ଏକ ଯାତ୍ରୀବାହୀ ବସ୍‌। ଏହି ବସରେ ୨୪ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ, ୪ ଜଣ ଗୁରୁତର ଅଛନ୍ତି। ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା…

ଥାନା ଅଧିକାରିଣୀଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ

ଭଦ୍ରକ: ପୋଲିସ ଥାନା ଅଧିକାରିଣୀଙ୍କ ବେକରୁ ସୁନା ଚେନ ଟାଣି ନେଲେ ଦୁର୍ବୁର୍ତ୍ତ । ଘଟଣା ଘଟଛି ଭଦ୍ରକ ସହର ସ୍ଥିତ ପରିବା ମାର୍କେଟରେ । ପରିବା ମାର୍କେଟ ନିକଟରେ ସାଧା ପୋଷକରେ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଥାନା ଅଧିକାରିଣୀ ମୋନାଲିସା କର । ଦୁଇ ଜଣ ଦୁର୍ବୁର୍ତ୍ତ ମୋଟରସାକେଲରେ…

ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ଆକ୍ରମଣ, ୩ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି  ଦେଖ ଦେଇଛି ନକ୍ସଲ ହିଂସା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚି ରହୁଛନ୍ତି…

ରେଳ ୱାଗନରୁ ୧୨ ବୋମା ଜବତ ଘଟଣା; ଦୁଇ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ୧୨ଟି ଅଫୁଟା ବୋମା ଜବତ ଘଟଣା । ନିଲମ୍ବିତ ହେଲେ ଦୁଇ କର୍ମଚାରୀ । କାର୍ଯ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ,…