Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାହସ, ସରଳତା, ବିନମ୍ରତା ଏବଂ…

ରାଉରକେଲାରେ ଏନକାଉଣ୍ଟର, ୨ ହତ୍ୟା ଅଭିଯୁକ୍ତ ଆହତ

ରାଉରକେଲା: ରାଉରକେଲାର ଝିରପାଣି ନିକଟରେ ଡବଲ୍ ଏନକାଉଣ୍ଟର ହୋଇଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ପୋଲିସ୍ ଏନକାଉଣ୍ଟରରେ ଚୁନୁ ଓ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ…

ସିନେ ପରଦାରେ ଦେଖିବାକୁ ମିଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଆମିର କଲେ ଘୋଷଣା

ନୂଆଦିଲ୍ଲୀ: ଅଭିନେତା ଆମିର ଖାନ ଏବେ ପ୍ରଯୋଜନାରେ ବହୁତ ସକ୍ରିୟ ଅଛନ୍ତି। "ମିସିଂ ଲେଡିଜ୍" ଏବଂ "ହାପି ପଟେଲ" ପରେ ଆମିର ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଜଡିତ ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି। ଆମିର ଖାନ ତାଙ୍କ ପ୍ରଯୋଜନା କମ୍ପାନୀ ବ୍ୟାନରରେ ଦ୍ରୌପଦୀ ମୁର୍ମୁଙ୍କ…

ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…

ଭୁବନେଶ୍ବର: ସୁନା ଓ ରୁପା ଦରରେ ହ୍ରା ଅଳଙ୍କାର କ୍ରୟ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଆଶ୍ବସ୍ତିକର ଖବର । ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୩୫୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୩୩ ହଜାର ୭୦୦ ଟଙ୍କା ରହିଥିବାବେଳେ,…

Vigilance Raid:୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ

ଜଗତସିଂହପୁର:ଜଗତସିଂହପୁର ଜିଇଡିର କନିଷ୍ଠ ଯନ୍ତ୍ରୀ( Jr.Engineer (JE), GED, Jagatsinghpur) ସୋମା ଦାସ ଗାଁରେ ଷ୍ଟ୍ରିଟ ଲାଇଟ ସ୍ଥାପନ ପାଇଁ ଆକଳନ ପ୍ରସ୍ତୁତ କରିବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ (Odisha Vigilance)ହାତରେ ଧରାପଡିଛନ୍ତି ।…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି । ଘର ପଞ୍ଜୀକରଣ ଖର୍ଚ୍ଚ କମାଇବେ ସରକାର । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହର (PMAY- U 2.0) ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ବଡ଼ ରିହାତି ଘୋଷଣା କରିଛନ୍ତି ଓଡ଼ିଶା ସରକାର ।…

ଅବକାରୀ ବିଭାଗର ବଡ ଧରଣର ଚଢାଉ; ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ମିଳିତ ଏହି ଚଢ଼ାଉରେ ପ୍ରାୟ ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି…

PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି ଗସ୍ତ ଉଲ୍ଲେଖନୀୟ ହେବ। ସୋସିଆଲ ମିଡିଆରେ 'ଏକ୍ସ’ରେ ମୟୂରଭଞ୍ଜ ଗସ୍ତକୁ ନେଇ ଓଡ଼ିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି…

SIR Work Pressure: ଜୀବନ ହାରିଲେ ବିଏଲଓ; SIR କାର୍ଯ୍ୟ ପାଇଁ ସରକାରୀ ଚାପ ଅଭିଯୋଗ କଲେ ପରିବାର

ବୌଦ୍ଧ:SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ଘଟଣା ପରେ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି ଯେ, SIR କାର୍ଯ୍ୟର…

Leela Kshetra ‘Kankana Sikhari’:ନୂଆ ରୂପ ପାଇବ ଲୀଳାକ୍ଷେତ୍ର ‘କାଙ୍କଣଶିଖରୀ’

ବାଲୁଗାଁ: ନୂଆ ରୂପ ପାଇବ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଈରୀ ନିକଟସ୍ଥ ପ୍ରସିଦ୍ଧ କାଙ୍କଣଶିଖରୀ ।ଏ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଏହାର ଚତୁଃପାର୍ଶ୍ୱର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସମ୍ପର୍କରେ CSR…