Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଫେରା ରାଇଜରେ ସରପଞ୍ଚ ବାବୁ: ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର: ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏଇ ଚିତା ଥିଲା କାଲି ତୋ ପାଦ ଅଳତା… ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା… ଜଳେ ଲୋ ଜଳି ପାଇଁଶ ହୁଏ ଏ ସଳିତା ଲୋ… ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏ ଥିଲା ସେ ଦିନର କ୍ୟାମେରା ପଛର କାହାଣୀ । ଆଉ ଏବେ…

ହ୍ବାଟ୍ସଆପର ନୂଆ ପେମେଣ୍ଟ ଫିଚର: ଏବେ ଆଉ ଦେବାକୁ ପଡିବନି ପିନ୍…

ନୂଆଦିଲ୍ଲୀ: ହ୍ୱାଟ୍ସଆପ ଖୁବ୍ ଶୀଘ୍ର ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ପରେ, ହ୍ୱାଟସଆପ ମାଧ୍ୟମରେ ଅନଲାଇନ ପେମେଣ୍ଟ କାରବାର କରିବା ସହଜ ହୋଇଯିବ । ଏଣିକି ଆଉ ପେମେଣ୍ଟ କରିବା ପୂର୍ବରୁ ବ୍ୟବହାରକାରୀଙ୍କୁ ବାରମ୍ବାର ପିନ୍ ଲେଖିବାକୁ ପଡ଼ିବ…

ସହିପାରିଲେନି ସ୍ତ୍ରୀଙ୍କ ନିର୍ଯାତନା!, ମମି..ବାପା ସରି….. କହି ଝୁଲି ପଡିଲେ ପୁଣି ଆଉ ଜଣେ ଆଇଟି ଇଞ୍ଜିନିୟର

ଆଗ୍ରା: ପୁଣି ସ୍ତ୍ରୀଙ୍କ ଠାରୁ ଅତିଷ୍ଠ ହୋଇ ଆଉ ଜଣେ ଆଇଟି ଇଞ୍ଜିନିୟର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ସମାନ ଢଙ୍ଗରେ ଏକ ଭିଡିଓ ଜାରି କରି ନିଜ ଜୀବନ ହାରିଲେ ଆଗ୍ରାର ଆଇଟି କମ୍ପାନୀ କର୍ମଚାରୀ ମାନବ ଶର୍ମା । ବେକରେ…

୭୦ ଘଣ୍ଟା ପରେ ଏମିତି ଧରାପଡ଼ିଲା ପୁଣେ ଦୁଷ୍କର୍ମ ଅଭିଯୁକ୍ତ

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବସ୍ ଷ୍ଟାଣ୍ଡରେ ଛିଡା ସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳିଛି। ତେବେ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ସାର୍ଟ ବଦଳାଇବା…

୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ଗିରଫ…

ଜୀବନ ହାରିଲେ ଆଉ ଜଣେ ଅତୁଲ, ସହି ପାରିଲେନି ସ୍ତ୍ରୀର ନିର୍ଯାତନା

ଆଗ୍ରା: ଜୀବନ ହାରିଲେ ଆଉ ଜଣେ ଅତୁଲ। ବେଙ୍ଗାଲୁରୁ ପରେ ଏବେ ଆଗ୍ରା। ସହି ପାରିଲେନି ସ୍ତ୍ରୀର ନିର୍ଯାତନା। ବାପା ମାଆଙ୍କୁ କ୍ଷମା ମାଗି ଆତ୍ମହତ୍ୟା କଲେ ଆଇଟି କର୍ମଚାରୀ। ବେଙ୍ଗୁଲୁରୁର ବହୁ ଚର୍ଚ୍ଚିତ ଅତୁଲ ସୁଭାଷଙ୍କ ପରି ଉତ୍ତରପ୍ରଦେଶର ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଯାହାକୁ…

ଆଇଏମଏଫ୍ ଓ ବିଶ୍ୱ ବ୍ୟାଙ୍କ କଣ? ପ୍ରତିଷ୍ଠାନଗୁଡ଼ିକରୁ ଓହରିଯିବ କି ଆମେରିକା..

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ଏବଂ ବିଶ୍ୱ ବ୍ୟାଙ୍କ ସମେତ ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକରୁ ବାହାରି ଯାଇପାରେ ଆମେରିକା। ଆଇଏମଏଫ୍ ଏବଂ ବିଶ୍ୱ ବ୍ୟାଙ୍କରୁ ଆମେରିକାର ସମ୍ଭାବ୍ୟ ପ୍ରତ୍ୟାହାରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜି-୨୦ ବୈଠକଗୁଡିକରେ ଆମେରିକାର ଅର୍ଥ…

ଅଲବିଦା ବାଦଶାହା: ଅନ୍ତିମ ଯାତ୍ରାରେ ଉତ୍ତମ ମହାନ୍ତି

ଭୁବନେଶ୍ଵର: ଉଠିଲା କୋକେଇ, ଗୋବର ପାଣି ପକାଇ ଝାଡ଼ୁ କଲେ ବୋହୂ ତୃପ୍ତି । ସାଙ୍ଗରେ ଅଛନ୍ତି ପରିବାରର ଅନ୍ୟ ସଦସ୍ୟ । ଅନ୍ତିମ ଯାତ୍ରାରେ ବାହାରିଲେ ଉତ୍ତମ ମହାନ୍ତି । ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର । ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଉଛି ।…

ୟୁରୋପୀୟ କମିଶନର ଉପାଧ୍ୟକ୍ଷଙ୍କୁ ଭେଟିଲେ ୨କେନ୍ଦ୍ର ମନ୍ତ୍ରୀ; ଗବେଷଣା ଏବଂ ଦକ୍ଷତା ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ୟୁରୋପୀୟ କମିଶନର ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁଙ୍କୁ ଭେଟିଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆ…

ଭୋଟର ତାଲିକାରେ ହେରଫେର୍ କରିବା ଲାଗି ବଙ୍ଗଳାକୁ ଏଜେନ୍ସି ପଠାଇଛି ବିଜେପି: ମମତା

କୋଲକାତା: ହରିୟାଣା ଏବଂ ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗରେ ଭୋଟର ତାଲିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟର ତାଲିକାରେ ହେରଫେର ପାଇଁ ବିଜେପି ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି। ଚେତାବନୀ ଦେଇ ମମତା କହିଛନ୍ତି ଯେ ଯଦି…