Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରାୟ ୨୦ ହଜାର ସରକାରୀ ଅଧିକାରୀ ଫେରାଇଲେ ରାସନ କାର୍ଡ଼

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ନେଉଥିବା ଅଯୋଗ୍ୟ ହିତାଧିକାରୀ ଭାବେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ…

ବିଶ୍ବର ସବୁଠୁ ବଡ ଡିଫେନ୍ସ ସେଣ୍ଟର ତିଆରି କରୁଛି ଚୀନ

ବେଜିଂ: ଭାରତର ପଡୋଶୀ ଦେଶ ଚୀନ ତିଆରି କରୁଛି ଆମେରିକାକୁ ପଛରେ ପକାଇବା ପରି ପ୍ରତିରକ୍ଷା କେନ୍ଦ୍ର। ବିଜିଙ୍ଗରୁ ୩୦ କିମି ଦୂରରେ ନିର୍ମାଣ ହେଉଛି ଏହି ଡିଫେନ୍ସ ସିଷ୍ଟମ। ଏହା ଆମେରିକା ପ୍ରତିରକ୍ଷା କେନ୍ଦ୍ର ପେଣ୍ଟାଗନ ଠାରୁ ୧୦ ଗୁଣ ବଡ ହେବ ବୋଲି ସୂଚନା ଦେଇଛି ଆମେରିକା ଗୁଇନ୍ଦା…

ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହେଲେ ସତ୍ୟବ୍ରତ ରାଉତ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସଚିବ ଭାବରେ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ…

ଏବେ ଗୋଟିଏ କ୍ଲିକରେ ଡାଉନଲୋଡ ହେବ ନେଟଫ୍ଲିକ୍ସର ପୂରା ସିଜିନ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ବ୍ୟବହାରକାରୀଙ୍କ ପାଇଁ ଏକ ସାନଦାର ଅପଡେଟ୍ ଆସିଛି । ଏବେ ପୂରା ସିଜନ କେବଳ ଗୋଟିଏ ଟ୍ୟାପରେ ଡାଉନଲୋଡ୍ କରାଯାଇପାରିବ । ପୂର୍ବରୁ ଏହି ଫିଚର କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ଆଇଓଏସ୍ ୟୁଜରମାନେ ମଧ୍ୟ ଏହାର ଲାଭ ପାଇବେ…

ଇତିହାସରେ ପ୍ରଥମ; ରାଷ୍ଟ୍ରପତି ଭବନରେ ହେବ ୨ ସିଆରପିଏଫଙ୍କ ବିବାହ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ବିବାହର ଧ୍ବନି  ପ୍ରତିଧ୍ୱନିତ ହେବାକୁ ଯାଉଛି। ମଧ୍ୟପ୍ରଦେଶର ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ମହିଳା…

ଦେଢ ଲକ୍ଷରେ ଏହି ସବୁ ସ୍ପୋର୍ଟସ୍ ବାଇକ କିଣି ପାରିବେ ..

ଭୁବନେଶ୍ବର : ଯୁବକମାନଙ୍କ ମଧ୍ୟରେ ସ୍ପୋର୍ଟସ୍ ବାଇକ୍ ପାଇଁ ଏକ ଭିନ୍ନ କ୍ରେଜ୍ ରହିଛି । ଯଦି ଆପଣ ଏକ ସ୍ପୋର୍ଟସ୍ ବାଇକ୍ କିଣିବାକୁ ଚାହୁଁଛନ୍ତି ଯାହା ଆପଣଙ୍କର ପ୍ରତିଦିନ ବ୍ୟବହାର ପାଇଁ ଉପଯୁକ୍ତ ହେବ ଓ ସ୍ପୋର୍ଟସ୍ ବାଇକର ମୂଲ୍ୟ କମ୍ ରହିଥିବ । ତେବେ ଏହି ସବୁ ବାଇକ୍ ଆପଣ କିଣି ପାରିବେ…

କଣାସ ହଇଜା; ‘ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ବଡ଼ ପରିତାପର ବିଷୟ’

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ସ୍ଥିତିରେ ପହଁଚିଛି । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି ।…

ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା-ଅନୀଲ ମାମଲା । ତଥାକଥିତ ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢିଲା । ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ଆଗୁଆ ଜାମିନ ଖାରଜ କରିଛନ୍ତି ।…

କର୍କଟ ରୋଗୀଙ୍କ ପାଇଁ ନୂଆ ବରଦାନ ‘ଫ୍ଲାସ୍ ରେଡିଓଥେରାପି’

ଭୁବନେଶ୍ବର: ଫ୍ଲାସ୍ ରେଡିଓଥେରାପି, କର୍କଟ ରୋଗର ଚିକିତ୍ସା କ୍ଷେତ୍ରର ବଡ଼ ଉପଲବ୍ଧି । ଫ୍ଲାସ୍ ରେଡିଓଥେରାପି ନାମକ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବର୍ତ୍ତମାନ ମାତ୍ର ଗୋଟିଏ ସେକେଣ୍ଡରେ ବିକିରଣ ଦିଆଯାଇପାରିବ । ଏହି ନୂତନ ପଦ୍ଧତିରେ ଚିକିତ୍ସା ଶୀଘ୍ର ହେବା ସହ ଚିକିତ୍ସାକୁ…

ସୁନ୍ଦରଗଡରେ ଫୁଟିଲା ଗୁଳି, ଯୁବକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡର ଲେଫ୍ରିପଡାରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ । ତେବେ ଏହି ଗୁଳିମାଡ ବ୍ୟବସାୟିକ ଶତୃତା କାରଣରୁ…