Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତା ୨ରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାର୍ଚ୍ଚ ୨ରେ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାକୁ ୨ ଦିନ ପାଇଁ ଯାଇ ସେଠାରେ କାର୍ଯ୍ୟକ୍ରମ ସାରି ୨ ତାରିଖ ସକାଳ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଯିବେ । ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି…

ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ବାଦାମବାଡ଼ି ଥାନା ଅଞ୍ଚଳର ସ୍ନେହଲତା ଆପାର୍ଟମେଣ୍ଟରୁ ବାପ ଝିଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଫ୍ଲାଟ୍ ରେ ପଡିତିବା ଏକ ଖଟରୁଝିଅର ମୃତ ଦେହ ଉଦ୍ଧାର ହୋଇଥିବାବେଳେ, ବାପା ମାନସଙ୍କର ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ସ୍ନେହଲତା…

ବାଲୁକା କଳାରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ

ପୁରୀ: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ସାରା ଓଡିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ…

ବାଙ୍କୀରେ ବାଘୁଆ ମହୁମାଛି ଆକ୍ରମଣ; ଜଣେ ମୃତ ଓ ୩ ଆହତ

କଟକ: ଘଟିଯାଇଛି ଦୁଃଖଦ ଘଟଣା । ବାଘୁଆ ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଆଜି ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ ଦେଖାଯାଇଥିଲା। ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଛି । ୩ ଜଣ ଆହତ ହୋଇଛନ୍ତି । ସୂଚନାମୁତାବକ,…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମହାପ୍ରଭୁଙ୍କ ଦର୍ଶନ ସହ…

ବଦ୍ରିନାଥରେ ହିମସ୍ଖଳନ: ପୂର୍ବରୁ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ, ଅଣଦେଖା କଲେ ବାସିନ୍ଦା

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଚୀନ ସୀମା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବଦ୍ରିନାଥ ଧାମ ପୂର୍ବରୁ ମାନା ଗାଁ ନିକଟରେ ହିମସ୍ଖଳନ କାରଣରୁ ୫୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଗ୍ଲେସିୟରରେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ…

ଆସନ୍ତାକାଲିଠାରୁ ମ୍ୟୁଚୁଆଲ୍ ଫଣ୍ଡର ନୂତନ ନିୟମ ହେବ ଲାଗୁ

ମୁମ୍ବାଇ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଚଳିତ ବର୍ଷ ପ୍ରାରମ୍ଭରେ ମ୍ୟୁଚୁଆଲ୍ ଫଣ୍ଡ (MF) ଫୋଲିଓ ଏବଂ ଡେମାଟ୍ ଆକାଉଣ୍ଟ ପାଇଁ ନାମାଙ୍କନ ପ୍ରକ୍ରିୟା ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଥିଲା ​​। ଏବେ ନାମାଙ୍କନ ସମ୍ବନ୍ଧୀୟ ନିୟମର ହେବ ପରିବର୍ତ୍ତନ । ଏହା…

ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ୫ବର୍ଷ ପରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଛି ଉତ୍ତର କୋରିଆ । କରୋନା ମହାରମାରୀ ଆରମ୍ଭରୁ ହିଁ ବିଦେଶୀଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଥିଲେ କିମ ଜଙ୍ଗ ଉନ୍ । କରୋନା ପରେ ଅନେକ ବଦଳିଛି ବିଶ୍ବ, ହେଲେ ବଦଳିନଥିଲା ଉତ୍ତର କୋରିଆ ନିଷ୍ପତ୍ତି । ଏବେ ଦେଶର ପର୍ଯ୍ୟଟନ ବିକାଶ…

ବିହାରରେ ଆଗୁଆ ନିର୍ବାଚନ !

ନୂଆଦିଲ୍ଲୀ: ନୀତିଶଙ୍କ ପ୍ରଗତି ଯାତ୍ରା, ମୋଦିଙ୍କ ଗସ୍ତ । ବିହାରରେ ଆଗୁଆ ହେବ କି ଭୋଟ୍? ବିହାରରେ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଜୋରଦାର ଚର୍ଚ୍ଚା ହେଲାଣି। ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ…

ଆସିଲା ଇପିଏଫଓ ସଦସ୍ୟଙ୍କ ପାଇଁ ବଡ ଖବର, ମିଳିବ ଏତିକି ସୁଧହାର..

ଭୁବନେଶ୍ବର: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ବୋର୍ଡ ଶୁକ୍ରବାର ଦିନ ୨୦୨୪-୨୫ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ୮.୨୫ ପ୍ରତିଶତ ସୁଧ ହାର ବଜାୟ ରଖିଛି। ଏହାପୂର୍ବରୁ, ଫେବୃଆରୀ ୨୦୨୪ରେ ଇପିଏଫଓ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା, ଏହା…