Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି, ୪ ଆହତ

ଭଞ୍ଜନଗର: ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି। ଅତିରିକ୍ତ ଏସ୍‌ପି ଓ ତାଙ୍କ ପତ୍ନୀଙ୍କ ସହ ୪ ଆହତ ହୋଇଥିବା ସୂଚନା ମିଳିଚି। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ କୌଣସି…

ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ପ୍ରତ୍ୟାହାର। ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଅତିରିକ୍ତ ସୁରକ୍ଷା ପ୍ରତ୍ୟାହାର କରିବାକୁ ପଞ୍ଜାବ ପୋଲିସ ନିଷ୍ପତ୍ତି ନେଇଛି। ଦିଲ୍ଲୀ ପୋଲିସର…

ଏଟିଏମ୍ ଲୁଟ୍: ଟଙ୍କା ସହ ତାଡ଼ି ନେଲେ ମେସିନ୍

ଭୁବନେଶ୍ବର: ଟଙ୍କା ସହ ତାଡ଼ି ନେଇଗଲେ ଏଟିଏମ୍। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗର ସ୍ଥିତ ଏସବିଆଇ ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ। ଏଟିଏମ ମେସିନ୍ ତାଡି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ସୂଚନା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନବିନ ଆରମ୍ଭ କରିଛି ।…

ଓଡ଼ିଶା ସୀମାରେ ହାଇ ଆଲର୍ଟ, ମାଓବାଦୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ମାଓଦମନ ଲାଗି ରାଜ୍ୟ ପୋଲିସର ନିରନ୍ତର ପ୍ରୟାସ ଜାରି ରହିଛି। କିଛି ଦିନ ପୂର୍ବେ ଓଡିଶା ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିଲେ। ଏହାପରେ ପରେ ଅନେକ ସ୍ଥାନରୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ନିରନ୍ତର ମାଓ ବିରୋଧୀ ଅପରେସନ ହେଉଛି। ମାଓ…

ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ

ଭୁବନେଶ୍ୱର: ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ।ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ମୃତ ମାଓବାଦୀ ଜଣଙ୍କ କଟକ ନିଆଳିର ଆଲୋକ ଓରଫ୍‌ ମୁନ୍ନା ବୋଲି ଜଣାପଡିଛି। ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ…

ଏପରି ବନାନ୍ତୁ’ ଅଁଳା ଗୁଣ୍ଡ ଆଚାର’

ଭୁବନେଶ୍ବର: ଶୀତ ଦିନରେ ଅଁଳା ବଜାରରେ ଅଧିକ ମିଳିଥାଏ । ଏହି ଅଁଳାରୁ ଅଁଳା ଗୁଣ୍ଡ ଆଚାର ବନାନ୍ତୁ । ଫଳରେ ବର୍ଷସାରା ଏହି ଅଁଳା ଆଚାର ଖାଇ ପାରିବେ । ଏହି ଆଚାର ପାଟିକୁ ସୁଆଦିଆ ଲାଗିବା ସହ ଖାଦ୍ୟ ଭଲ ହଜମ ହେବ । ସାମଗ୍ରୀ: ଅଁଳା- ଏକ କିଲୋ, କାଗଜିଲେମ୍ବୁ- ଚାରିଟା , ଗୋଲମରିଚ- ଦୁଇ…

ଲଗାନ୍ତୁ କାକୁଡି ଫେସପ୍ୟାକ୍; ମୁହଁର ଉଜ୍ୱଳତା ବଢିବ

ଭୁବନେଶ୍ବର: କାକୁଡି ଆମ ତ୍ୱଚା ପାଇଁ ବହୁତ ଭଲ । ଆପଣ ଜାଣିଛନ୍ତି କି, କାକୁଡିର ଫେସପ୍ୟାକ୍ ଲଗାଇବା ଦ୍ବାରା ମୁହଁରେ ବ୍ରଣ ସମସ୍ୟା ଦୂର ହୁଏ, ତ୍ୱଚା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କାକୁଡି ଫେସପ୍ୟାକ୍ - କାକୁଡି ରସରେ ବେସନ…

ତାମିଲ ମାଟିରୁ ଆରମ୍ଭ ହୋଇଥିଲା ଲୌହ ଯୁଗ: ଏମ କେ ଷ୍ଟାଲିନ

ଚେନ୍ନାଇ: ତାମିଲ ମାଟିରୁ ଲୌହ ଯୁଗର ଆରମ୍ଭ ହୋଇଥିଲା। ଏବେ ଏବେ ତାମିଲନାଡୁରେ ହୋଇଥିବା ଖନନରେ ଏହା ଜାଣିବାକୁ ମିଳିଥିବା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ତାଙ୍କ କହିବା ମୁତାବକ ଦକ୍ଷିଣ ଭାରତରେ ୫,୩୦୦ ବର୍ଷ ପୂର୍ବରୁ ଲୁହାର ପ୍ରଚାଳନ ଆରମ୍ଭ ହୋଇଥିଲା।…

ମହାକୁମ୍ଭରେ ଚା ଦେଉଛି ରୋବଟ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ଏହି ଧାର୍ମିକ ଆୟୋଜନରେ ଦେଖିବାକୁ ମିଳୁଥିବା ବେଳେ ସୃଷ୍ଟି ହୋଇଛି ଅଧ୍ୟାତ୍ମ ପରିବେଶ। ଏହାରି ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ମହାକୁମ୍ଭରେ ବ୍ୟବହାର ହେଉଥିବା ଟେକ୍ନୋଲୋଜୀ।…

ଓସ୍କାର ଦୌଡରେ ପ୍ରିୟଙ୍କାଙ୍କ ସର୍ଟ ଫିଲ୍ମ ‘ଅନୁଜା’

ନୂଆଦିଲ୍ଲୀ: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ଏବଂ ଗୁରୁତ୍ଵପୂର୍ଣ୍ଣ ପୁରସ୍କାର ଭାବରେ ଜଣାଶୁଣା । ତେବେ  ଚଳିତବର୍ଷର ନୋମିନେଶନ ତାଲିକା ଘୋଷଣା  କରାଯାଇଛି। ବିଶେଷ କଥା ହେଉଛି ହିନ୍ଦୀ ଚଳଚ୍ଚିତ୍ର 'ଅନୁଜା' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ…