Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନବ ଦାସ ହତ୍ୟା…ସତ ଲୁଚାଇବାକୁ ଷଡ଼ଯନ୍ତ୍ର !

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକୁ ନେଇ ସାମନାକୁ ଆସୁଛି ଗୋଟିଏ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ । ପ୍ରଥମେ ଏକାଧିକ ବନ୍ଧୁକରୁ ଗୁଳି ମାଡ ନେଇ ତଥ୍ୟ ଆସିବା ପରେ ଏବେ ସନ୍ଦେହ ବଢାଇଛି ନବ ଦାସଙ୍କ ରକ୍ତଭିଜା ସାର୍ଟ ପୋଡିଦେବା ଘଟଣା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା…

ଦିଲ୍ଲୀର ବଡ଼ ଦଙ୍ଗଲ

ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ସିଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ମହାମୁକାବିଲା । ଆପ ପୁଣି କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ଦଳ ଗଠନ ପରଠୁ ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରୁଛି । ବିଜେପି ୨୭ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ…

ସାନପଦର ଠାରେ ନୂଆ ପାସେଞ୍ଜର ହଲ୍ଟ; ଉପକୃତ ହେବେ ସ୍ଥାନୀୟ ଯାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଅବସ୍ଥିତ ସାନପଦର ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏହି ନୂତନ ପାସେଞ୍ଜର ହଲ୍ଟ ଅଞ୍ଚଳର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ସୁଗମତାକୁ ଉନ୍ନତ କରିବ ।…

ଇ-କେଓ୍ବାଇସି ବେଳେ ଧରାପଡିଲା ସତ: ଓଏଏସଠୁ ଆରମ୍ଭ କରି ଶିକ୍ଷକ..ସବୁ ଖାଉଥିଲେ ରାସନ୍

ଭୁବନେଶ୍ବର: ଗରିବ କଲ୍ୟାଣ ଯୋଜନା ନାଁ କେନ୍ଦ୍ର ସରକାର ଯୋଗାଇ ଆସୁଛନ୍ତି ମାଗଣା ରାସନ୍ । ହେଲେ ସରକାରୀ ଚାକିରୀରେ ଥାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି କିଛି ଲୋଭୀ ସରକାରୀ ବାବୁ । ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡରେ ଇ-କେୱାଇସି ଜଡିତ ହେଉଥିବା ବେଳେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ…

ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ

ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ…

୧ ଲକ୍ଷ ୧୧ ହଜାର ଟଙ୍କାରେ ନିଲାମ ହେଲା ଲଢ଼େଇରେ ହାରିଯାଇଥିବା କୁକୁଡ଼ା

ଅମରାବତୀ: ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଲଢ଼େଇ ବଡ଼ ଆକାରରେ ଆୟୋଜିତ ହୁଏ। ସମ୍ପ୍ରତିରେ କୁକୁଡା ଲଢେଇରେ ୧ କୋଟି ଟଙ୍କା ବାଜି ଲାଗିଥିବା ଖବର ସାମ୍ନାକୁ ଆସିଥିଲା। ଯାହା ଖବରର ଶୀର୍ଷ ବିନ୍ଦୁ ପାଲଟିଥିଲା। ଏହି କୁକୁଡ଼ା ଲଢ଼େଇରେ ଦୁଇଟି କୁକୁଡ଼ାଙ୍କ ମଧ୍ୟରେ ୧ କୋଟି ଟଙ୍କାର ବାଜି…

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ମାମଲା: ସଞ୍ଜୟକୁ ଆଜୀବନ କାରାଦଣ୍ଡ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତ ସଞ୍ଜୟକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସିଆଲଦ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ ଅଭିଯୁକ୍ତ ସଞ୍ଜୟ ଜେଲରେ ରହିବ ଏବଂ ୫୦ ହଜାର ଜରିମାନା ଦେବ । ଏଥିସହିତ ପୀଡିତାଙ୍କ ପରିବାରକୁ ୧୭…

୨୦୨୮ ସୁଦ୍ଧା ବଜାରକୁ ଆସିବ ଫ୍ଲାଇଙ୍ଗ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅଟୋ ସେକ୍ଟର କମ୍ପାନୀଗୁଡିକ ଅନେକ କାର, ସ୍କୁଟର, ସୋଲାର ଇଭି ଲଞ୍ଚ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏରୋସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ସରଲା ଆଭିଏସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ​​। ଭାରତ ଏକ୍ସପୋରେ ଏହି କମ୍ପାନୀ ଏକ…

କାଲିଠୁ କମିବ ଶୀତ..

ଭୁବନେଶ୍ବର: କାଲିଠୁ କମିବ ଶୀତ । ରାଜ୍ୟରେ ଆସନ୍ତାକାଲିଠୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ…

ଏଣିକି ମାତ୍ର ୨୦ ଟଙ୍କାରେ ୪ ମାସ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମୋବାଇଲ୍ ବ୍ୟବହାରକାରୀ ଦୁଇଟି ସିମ୍ କାର୍ଡ ବ୍ୟବହାର କରନ୍ତି। ଜୁଲାଇ ୨୦୨୫ ଠାରୁ ରିଚାର୍ଜ ପ୍ଲାନଗୁଡ଼ିକ ମହଙ୍ଗା ହୋଇଯିବାରୁ, କେତେକ ସମୟରେ ଦୁଇଟି ନମ୍ବର ରିଚାର୍ଜ କରିବା ବହୁତ କଷ୍ଟକର ହୋଇପଡ଼େ। ଯଦିଓ ଆମେ ସିମ୍ କାର୍ଡ ବହୁତ ବ୍ୟବହାର କରୁ। ତଥାପି…