Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୮୯ ଜଣ ଓଆରଏସଙ୍କୁ ନୂଆ ପୋଷ୍ଟିଂ କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ରାଜସ୍ୱ ସେବା (ଗ୍ରୁପ୍ ବି) କ୍ୟାଡର ଅଧିକାରୀଙ୍କ ଅଦଳବଦଳ କରିଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ୮୯ ଜଣ ଅଧିକାରୀଙ୍କ ବଦଳି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାଣନ୍ତୁ କିଏ, କେଉଁଠି...…

୩୫ ଛୁଇଁଲା ରାଜଧାନୀ ତାତି

ଭୁବନେଶ୍ବର: ଏବେଠୁ ଡରାଇଲାଣି ତାତି । ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର । ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଏବେ ପର୍ଯ୍ୟନ୍ତ ସବୁଠୁ…

ମାର୍ଚ୍ଚ ୧୦ ଯାଏଁ ମୁଲତବୀ ରହିଲା ଲୋକସଭା

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ଆୟକର ବିଲ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ନୂଆ ଆୟକର ବିଲ୍ ଉପସ୍ଥାପନା ପରେ ପରେ ଲୋକସଭାକୁ ମୁଲତବୀ ରଖାଯାଇଛି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଲୋକସଭା ମୁଲତବି ଘୋଷଣା…

ଆଗତ ହେଲା ନୂଆ ଆୟକର ବିଲ୍: କରଦାତାଙ୍କ ଲାଭ ନା କ୍ଷତି?

ନୂଆଦିଲ୍ଲୀ: ଏବେ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆୟକର ବା ଇନକମ୍ ଟ୍ୟାକ୍ସ ବିଲ୍ ଲୋକସଭାରେ ଆଗତ କରାଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନୂଆ ଆୟକର ବିଲକୁ ଉପସ୍ଥାପନ କରିଛନ୍ତି । ଯାହାକି ପୁରୁଣା ଆୟକର ଆଇନ  ୧୯୬୧କୁ ବଦଳାଇ ଅତି ସରଳ ଏବଂ…

ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ସନା ମହାକୁଡ଼ଙ୍କ ପ୍ରତିକ୍ରିୟା: କହିଲେ, ବିଜେଡି ସହ ଅଛି ରହିବି

ଭୁବନେଶ୍ୱର: ବିଜେଡି ହାରିବା ପରେ ଏବେ ଅଲାଗ ଅନ୍ଦାଜରେ ନଜର ଆସୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଦଳକୁ ପୁଣି ମଜଭୁତ୍ କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ନେତା, କର୍ମୀ ସମସ୍ତଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା କରୁଛନ୍ତି। ଆଜି ଗୃହ ବାହାରେ ଚମ୍ପୁଆ ବିଜେଡି ବିଧାୟକ…

କୋଟିପତି ରେମୁଣା ତହସିଲଦାର ଗିରଫ

ଭୁବନେଶ୍ୱର: କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ…

ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି… 

ନୂଆଦିଲ୍ଲୀ: ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତ ୧୮୦ଟି ଦେଶ ମଧ୍ୟରେ ୯୬ତମ ସ୍ଥାନରେ…

ଏବେଠୁ ଜଳାଇଲାଣି ତାତି: ୩୭ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ବର: ଏବେ ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ କମିବାକୁ ଲାଗିଲାଣି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଟିକେ ଟିକେ ଥଣ୍ଡା ଅନୁଭୂତ ହେଉଛି । ତା ସାଙ୍ଗକୁ ପୁଣି ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉଛି । ହେଲେ ସବୁଠୁ ଚିନ୍ତାର କଥା ହେଉଛି, ଡରାଇଲାଣି ଫେବୃଆରୀ ତାତି । ଖରା ଦିନ…

ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା OSRTC ବସ୍‌। ଫେବ୍ରୁଆରୀ ୫ରୁ ବସ୍‌ ସେବା ଆରମ୍ଭ ହୋଇଥିବା ଓଏସ୍‌ଆର୍‌ଟିସି ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି…

ସନାଙ୍କୁ ତାଗିଦ୍ କଲେ ନବୀନ; କହିଲେ, ‘କାହିଁକି ଆସିନଥିଲ?’

ଭୁବନେଶ୍ବର: ଆଜିଠୁ ବିଧାନସଭା ଆରମ୍ଭ ହେଉଥିବା ବେଳେ ଗୃହ ବାହାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୃହକୁ ପ୍ରବେଶ କରିବା ବେଳେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡଙ୍କୁ ଦେଖି ଚିହିଁକି ଉଠିଥିଲେ ନବୀନ । କାହିଁକି ପାର୍ଟି ମିଟିଙ୍ଗରେ ଯୋଗ ଦେଇନଥିଲେ ବୋଲି ପ୍ରଶ୍ନ କରି ଭରା…