Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାରିପଦାରୁ ୧.୫ କୋଟି ବର୍ଷ ତଳର ଜୀବାଶ୍ମ ଠାବ

ମୟୂରଭଞ୍ଜ: ବାରିପଦାରେ ଚାଞ୍ଚଲ୍ୟ ଜିନିଷ ସାମ୍ନାକୁ ଆସିଛି। ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି। ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା। ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର…

ହିଟୱେଭ ପାଇଁ ଖୋର୍ଦ୍ଧାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି

ପୁରୀ/ଖୋର୍ଦ୍ଧା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବର୍ତ୍ତମାନ ମୌସୁମୀ ଆସିଥିଲେ ମଧ୍ୟ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କେତେକ ଜିଲ୍ଲା ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି…

କିପରି ଶେଷ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ, କିଏ କରିଥିଲା ଚୁକ୍ତି?

ନୂଆଦିଲ୍ଲୀ: ଫ୍ରାନ୍ସର ଐତିହାସିକ ଭର୍ସେଲ୍ସ ପ୍ରାସାଦ ପୁଣି ଥରେ ବିଶ୍ୱର ସବୁଠାରୁ ବଡ଼ କୂଟନୈତିକ ପରିବର୍ତ୍ତନର ସାକ୍ଷୀ ହୋଇଛି। ମାସ ମାସ ଧରି ଉତ୍ତେଜନା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏକ ଐତିହାସିକ ଶାନ୍ତି ଚୁକ୍ତିନାମାରେ…

G7 ରେ ସାମିଲ ଦେଶଗୁଡିକ କ’ଣ ଲାଭ ପାଆନ୍ତି, ଭାରତର ପ୍ରବେଶ ଦେଶ ଉପରେ କ’ଣ ପ୍ରଭାବ ପକାଇବ?

ନୂଆଦିଲ୍ଲୀ: ଫ୍ରାନ୍ସର ଇଭିଆନ-ଲେସ୍-ବେନ୍ସରେ G7 ଶିଖର ସମ୍ମିଳନୀ 2026 ଚାଲିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ଅତିଥି ଭାବରେ ଯୋଗ ଦେଉଛନ୍ତି। G7 ହେଉଛି ବିଶ୍ୱର ସାତଟି ବୃହତ୍ ବିକଶିତ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଯାହା ବିଶ୍ୱ ଅର୍ଥନୀତି,…

Brahmani River: ବ୍ରାହ୍ମଣୀରେ ନାହିଁ ପାଣି; କଲୋନୀକୁ ଜଳଯୋଗାଣ ଠପ୍‌, କଷ୍ଟରେ ୧ ଲକ୍ଷ ୧୫ ହଜାର ପାଇପ୍‌…

ତାଳଚେର:ବ୍ରାହ୍ମଣୀ ନଦୀରେ ପାଣି ନ ଥିବାରୁ ତାଳଚେରର ୨୬ଟି କଲୋନୀ ଅଞ୍ଚଳକୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ପାଣି ଯୋଗାଣ ବନ୍ଦ ହେବା ଦ୍ବାରା ୧ ଲକ୍ଷ ୧୫ ହଜାର ପାଇପ୍‌ ସଂଯୋଗଧାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଳଚେରରେ ୮ଟି କୋଇଲା ଖଣିର କର୍ମଚାରୀମାନଙ୍କ…

Hormuz Reopen: ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ରେଟ୍… ହର୍ମୁଜ୍ ଖୋଲିବା ପରେ ଆପଣଙ୍କ ପକେଟ୍ ଉପରେ କିପରି…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟକୁ ଫେରିଛି ଶାନ୍ତି । ଆମେରିକା ଏବଂ ଇରାନ ମଧ୍ୟରେ ୧୪ ସୂତ୍ରୀ ଯୁଦ୍ଧବିରତି ଚୁକ୍ତି ହୋଇଛି । ଏହାପରେ ବିଶ୍ୱ ଶକ୍ତି ସୁରକ୍ଷା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହରମୁଜ୍ ପ୍ରଣାଳୀ ଖୁବ୍…

ଆମେରିକାରେ ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ବ୍ଲାକମେଲ୍ !

ନୂଆଦିଲ୍ଲୀ: ଆମେରିକାରେ ଚାକିରି କରି ସେଠାରେ ସ୍ଥାୟୀ ଭାବେ ରହିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟ ଆଇଟି ପ୍ରଫେସନାଲ୍‌ମାନଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ଭାରତୀୟ ଟେକିଙ୍କୁ ଆମେରିକାରୁ ତଡ଼ିଦେବାର ଧମକ ଦେଇ ପ୍ରାୟ ୮୧ ଲକ୍ଷ ଟଙ୍କା ମାଗିବା ଅଭିଯୋଗ ହୋଇଛି ଏକ ଆମେରିକୀୟ ଆଇଟି…

ଉଦ୍ଧବଙ୍କ ଦଳ ବିଭାଜନ ସ୍ପଷ୍ଟ: ବୈଠକରେ ଯୋଗଦେଇଥିଲେ ମାତ୍ର ୩ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ର ରାତନୀତିରେ ମହାଡ୍ରାମା। ଉଦ୍ଧବ ଠାକରେଙ୍କୁ ଲାଗିଛି ବଡ଼ ଝଟକା। ଗୁରୁବାର ଉଦ୍ଧବଙ୍କ ଶିବସେନା (ୟୁବିଟି)ସାଂସଦଙ୍କ ବୈଠକ ଡକାଇଥିଲା। ଏହି ବୈଠକ ଆରମ୍ଭ ହେବା ମାତ୍ରେ ଉଦ୍ଧବଙ୍କୁ ଲାଗିଲା ଝଟକା। କାରଣ ବୈଠକରେ ମାତ୍ର ତିନି ଜଣ ଶିବସେନା ସାଂସଦ ଯୋଗ ଦେଇଥିଲେ। ୯…

ଚାମେଲି ବିବାଦ ମାମଲା: ଶେଷରେ ମୁହଁ ଖୋଲିଲେ ବିଡିଓ ଓ ବିଧାୟକ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ। ବିନା ଅନୁମତିରେ କିଛି ଲୋକ ମୋ ଚାମ୍ବର ଭିତରେ ପଶିଥିଲେ। ମୋ…

ଅଠରନଳାରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା, ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ ଟଙ୍କା…

ପୁରୀ: ଆରମ୍ଭ ହୋଇଛି ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ । ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ ହୋଇଛି । ଅଠରନଳାରୁ ବଡ଼ଦାଣ୍ଡ, ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା । ବଡ଼ଦାଣ୍ଡ ସମେତ, ମୁଖ୍ୟ ରାସ୍ତାର ସମସ୍ତ କୋଠାକୁ ସମାନ ରଙ୍ଗରେ ଉପସ୍ଥାପିତ…