Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣା; ଓସିଏକୁ ପରୋକ୍ଷରେ ଦୋଷ ଲଦିଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: କଟକ ବାରବାଟି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବା ରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ମନ୍ତ୍ରୀ…

ସ୍ପପ୍ନ ହୋଇଗଲା ଏଲନ ମସ୍କଙ୍କ ‘ଓପନ୍ ଏଆଇ’ କିଣା

ନୂଆଦିଲ୍ଲୀ: ଅଧା ରହିଗଲା ମସ୍କଙ୍କ ଓପନ୍ ଏଆଇ କିଣା ସ୍ବପ୍ନ । ସିଧା ସିଧା ମୁହ୍ଁରେ ପ୍ରସ୍ତାବକୁ ଏଡାଇ ଦେଲେ ମାଲିକ ସାମ୍ ଅଲ୍ଟମ୍ୟାନ୍ । ଦିନେ ଓପନ ଏଆଇ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ, ହେଲେ ଏବେ ଟେସଲାର ସିଇଓ ଏଲନ୍ ମସ୍କ ସେଇ ଓପନ୍ ଏଆଇକୁ କିଣିବାକୁ ମନସ୍ଥ କରିଛନ୍ତି । ହେଲେ…

ଓଡ଼ିଶାର ଅକ୍ଷୟ ଶକ୍ତିରେ ୧ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଇଚ୍ଛୁକ ଏଚଆଇଏଫ

ଭୁବନେଶ୍ୱର: ସରିଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ । ହେଲେ ଏବେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କର ସୁଅ ଛୁଟୁଛି । ଚିଲିର ଏଚଆଇଏଫ୍ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ…

ପଞ୍ଜାବ ଆପ ସରକାରରେ ହେବ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: କାହିଁକି ପଞ୍ଜାବ ଆପ୍ ନେତାଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ? ଦିଲ୍ଲୀ ବିପର୍ଯ୍ୟୟର ପ୍ରଭାବ ପଞ୍ଜାବ ରାଜନୀତି ଉପରେ ପଡ଼ିବା ନେଇ ରହିଛି କି ଆଶଙ୍କା? କଣ ରହିଛି ଆମ ଆଦମୀ ପାର୍ଟିର ପଞ୍ଜାବ ପ୍ଲାନ୍ ? ପଞ୍ଜାବ ଆପ୍ ସରକାରରେ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ବଦଳିବେ କି…

ବିଜେପି ନୁହେଁ ଦିଲ୍ଲୀରେ ଆପକୁ ହରାଇଦେଲା କଂଗ୍ରେସ !

ନୂଆଦିଲ୍ଲୀ: କଂଗ୍ରେସକୁ ବିରୋଧ କରି ରାଜନୀତିକୁ ଆସିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । କଂଗ୍ରେସ ସମର୍ଥନରେ ହିଁ ପ୍ରଥମ ଥର କ୍ଷମତାକୁ ଆସିଥିଲେ । ଆଉ ଏବେ କଂଗ୍ରେସର ବିରୋଧ ହିଁ ତାଙ୍କୁ କ୍ଷମତାରୁ ବେଦଖଲ କରିଛି । ଲୋକସଭା ନିର୍ବାଚନରେ ଉଭୟ ଆପ୍ ଓ କଂଗ୍ରେସ ଏକାଠି ଲଢିଥିଲେ, ତେବେ ବିଧାନସଭା…

ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହାକୁ ମିଶାଇ ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି । ଏହା ସତ୍ତ୍ବେ ଏବେ ସୁଦ୍ଧା ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ…

ପୁଣି ହେବ କି ହମାସ- ଇସ୍ରାଏଲ ଯୁଦ୍ଧ?, ଚେତାବନୀ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ବନ୍ଦ ରହିଥିବା ହମାସ- ଇସ୍ରାଏଲ ଯୁଦ୍ଧ ଏବେ ପୁଣି ମୁଣ୍ଡ ଟେକିଲାଣି । ଦୀର୍ଘ ଦିନର ଯୁଦ୍ଧ ପରେ ଲାଗିଥିବା ଅସ୍ତ୍ରବିରତି ଉଠିବା ନେଇ ଏବେ ଆଶଙ୍କା ସୃଷ୍ଟି ହେଲାଣି । ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରୁଥିବା ଅଭିଯୋଗ କରି ହମାସ ବନ୍ଧକଙ୍କ…

ଆରମ୍ଭ ହେଲା ‘ଅରୁଣିମା ୨୦୨୫’; ପ୍ରଥମ ଦିନରେ ୭୪୫ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ (ଟିଏସ୍‌ଏସ୍‌ଇଜେଡ୍‌) ଦ୍ୱାରା ‘ଅରୁଣିମା ୨୦୨୫’ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ…

ଟ୍ବିନ ସିଟିରେ କଡ଼ାକଡି ଚେକିଂ: ମଦ ପିଇ ଗାଡି ଚଳାଇଲେ ଦେବାକୁ ପଡିବ ଏତିକି…

ଭୁବନେଶ୍ୱର: ଏବେ ସାବାଡ ହେବେ ଅମାନିଆ ଓ ମଦୁଆ ଡ୍ରାଇଭର । କାରଣ ଏମାନଙ୍କୁ ଧରିବାକୁ ଟ୍ବିନ ସିଟିରେ ଯୋରଦାର ହୋଇଛି ଚେକିଂ । ଉଭୟ ସହରର ଗଳି କନ୍ଦିରେ ଜଗି ରହିଛନ୍ତି ପୋଲିସ ଅଧିକାରୀ । ଯେଉଁମାନେ ଅମାନିଆ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବା ନିୟମକୁ ଯାହାର ଖାତିର ନାହିଁ ସେମାନଙ୍କ ଉପରେ କଡା…

ପାଞ୍ଜିରେ ଭୁଲ ତଥ୍ୟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ପଞ୍ଜିକା ସମନ୍ବୟ ନେଇ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିଥିଲେ।…