Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡୁଡୁମା ଜଳପ୍ରପାତ ନିକଟରେ ୧୫୦ ଫୁଟ ତଳକୁ ଖସିଲା କାର୍

କୋରାପୁଟ: ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସିଲା କାର୍, ଦୁଇ ଜଣ ଗୁରୁତର । ବାଲେଶ୍ବରରୁ କାର୍ ଯୋଗେ ଡୁଡୁମା ଜଳପ୍ରପାତ ବୁଲିଯିବା ବେଳେ ଡୁଡୁମା ନିକଟରେ ଭାରସାମ୍ୟ ହରାଇ କାରଟି ତଳକୁ ଖସିପଡିଛି । ଦୁଇ ପର୍ଯ୍ୟଟକ ହେଲେ ପରଜିତ ଦାସ ଓ ସୁନେନ୍ଦୁ ସାହୁ। ସ୍ଥାନୀୟ ଲୋକେ ସେମାନଙ୍କୁ…

ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫ ବଢାଇବାର ସହଜ ଉପାୟ..

ଭୁବନେଶ୍ବର: ଆଜିକାଲି ସମସ୍ତଙ୍କ ଜୀବନରେ ସ୍ମାର୍ଟଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ବ୍ୟକ୍ତିଗତ କାମ ହେଉ ଅବା ବୃତ୍ତିଗତ କାର୍ଯ୍ୟ ପାଇଁ, ସବୁବେଳେ ସ୍ମାର୍ଟଫୋନ୍ ସାଥିରେ ରଖନ୍ତି । ତେବେ ସ୍ମାର୍ଟଫୋନ୍ ବ୍ୟାଟେରୀ କେତେ ସମୟ ରହିବ ତାହା ଆପଣ କିପରି ବ୍ୟବହାର କରୁଛନ୍ତି ତାହା ଉପରେ…

ଗୁଡ଼ି ସୂତା ଲାଗି କଟିଲା ବେକ ଓ ମୁହଁ

କଟକ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ଏକ ନିଆରା ପରମ୍ପରା । ହେଲେ ଏବେ ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା କାରଣରୁ ଅନେକ ବିପଦ ମୁହଁରେ ପଡୁଛନ୍ତି । ସେହିଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି କଟକରୁ । ଅଘଟଣ । ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ…

କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଠାରେ ଏକ ନବ ନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ…

ଜାମିନ ପାଇଁ ସୁପ୍ରିମକୋର୍ଟରେ ପୂଜା ଖେଡକର…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନିଲମ୍ବିତ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକର ଅନ୍ତରିଣ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ହାଜର ହୋଇଛନ୍ତି। କାରଣ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା…

ବଜାରକୁ ଆସୁଛି ଦୁନିଆର ସବୁଠାରୁ ପତଳା ସ୍ମାର୍ଟଫୋନ୍ !

ନୂଆଦିଲ୍ଲୀ: ଓପୋର ଆଗାମୀ ସ୍ମାର୍ଟଫୋନ୍ 'Oppo Find N5' କିଛି ଦିନ ହେବ ଖବରରେ ରହିଛି । ନିକଟରେ କମ୍ପାନୀ ସ୍ସଷ୍ଟ କରିଛି ଯେ,  ଫେବୃଆରୀରେ ଚାଇନାରେ ଏହା ଲଞ୍ଚ କରିବ। ଓପୋ ଦାବି କରିଛି ଯେ, Oppo Find N5 ଦୁନିଆର ସବୁଠାରୁ ପତଳା ଫୋଲଡେବଲ୍ ଫୋନ୍ ହେବ । ମନେକରାଯାଉଛି ଯେ ଫୋନକୁ…

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ

କଟକ: ମ୍ୟାଟ୍ରିକ୍ ହେଉ କିମ୍ବା ଦ୍ବାଦଶ ପରୀକ୍ଷା ଅନେକ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା ଉପରେ ଏବେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ‌ବୋର୍ଡ । ତେବେ ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ । ବୋର୍ଡ…

ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାରେ ଏବେ ଆଉ ହେବନି ଅଶ୍ଳୀଳ ନୃତ୍ୟ । ଆଉ ନାଚି ପାରିବେନି ଆଇଟମ ଡ୍ୟାନ୍ସର । ଆଜି ଖଣ୍ଡଗିରି ଯାତ୍ରା କମିଟି ଏବଂ କମିଶନରେଟ ପୁଲିସ ମଧ୍ୟରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ ଯାତ୍ରା ଜଗତ ଅଶ୍ଲୀଳତା ଭିତରେ…

ଧରାପଡିଲା ୪୦୦ ସ୍କୁଲକୁ ବୋମା ଧମକ ଦେଉଥିବା ବ୍ୟକ୍ତି, ଗଭୀର ଷଡଯନ୍ତ୍ର କରୁଥିବା ସନ୍ଦେହ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀର ପ୍ରାୟ ସମସ୍ତ ସ୍କୁଲକୁ ବୋମା ଧମକ ଆସୁଥିଲା। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣା ପଛରେ କେହି ବଡ ବ୍ୟକ୍ତି ନୁହେଁ ବରଂ ଜଣେ ଛାତ୍ର ଥିଲା। ତେବେ ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ କହିଛି ଯେ ବୋମା ଧମକ ପଠାଇବା…

ଅଡୁଆରେ ଫେସବୁକ ସଂସ୍ଥାପକ, ମେଟାକୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଫଳାଫଳ ଉପରେ ମେଟା ସିଇଓ ମାର୍କ ଜୁକରବର୍ଗ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ଅଡୁଆରେ ଫେସବୁକ ସଂସ୍ଥାପକ। ମାର୍କଙ୍କ ଭୁଲ ବୟାନ ଦେବାର କିଛି ଦିନ ପରେ, ସଂସଦୀୟ କମିଟି କହିଛି ଯେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନଙ୍କୁ ସମନ କରିବ। ଏନେଇ ସଂସଦର…