Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୂର୍ବରୁ ନାଲି ରଙ୍ଗ ନଥିଲା ଦିଲ୍ଲୀର ଲାଲକିଲ୍ଲା, କାହିଁକି ବଦଳାଗଲା ଏହାର ରଙ୍ଗ?

ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲକିଲ୍ଲା ହେଉଛି ଭାରତର ଗର୍ବ। ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏଠାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଯେଉଁ ଦୁର୍ଗକୁ ଆପଣ ଲାଲ କହୁଛନ୍ତି, ତାହା ଦିନେ ଧଳା ରଙ୍ଗ ଥିଲା। ଆଜି ଆମେ…

ମହାକୁମ୍ଭର ମୁଖ୍ୟ ଆକର୍ଷଣ ଅକ୍ଷୟ ବଟ

ପ୍ରୟାଗରାଜ: ମହାକୁମ୍ଭର ମୁଖ୍ୟ ଆକର୍ଷଣ ପ୍ରୟାଗର ସଙ୍ଗମ କୂଳରେ ଅବସ୍ଥିତ ଅକ୍ଷୟ ବଟ । କାରଣ ଏହି ଗଛ ସହିତ ଜଡିତ ଅନେକ ଘଟଣା ରହିଛି, ଯାହା ପୁରାଣ କାଳ ସହିତ ଜଡିତ । ଆସନ୍ତୁ ଏହି ବିଷୟ ବିଷୟରେ ଜାଣିବା ।କୁହାଯାଏ ଯାଏ ଯେ, ଅକ୍ଷୟ ବଟ ପାଞ୍ଚ ହଜାର ପୁରୁଣା ।  ତ୍ରିବେଣୀ ସଙ୍ଗମ ନିକଟରେ…

ଦିଲ୍ଲୀରେ ରାହୁଲଙ୍କ ଏଣ୍ଟ୍ରି…କଂଗ୍ରେସକୁ କେତେ ଫାଇଦା?

ନୂଆଦିଲ୍ଲୀ: କମ୍ପୁଛି ଦିଲ୍ଲୀ ପ୍ରଚାର ମଇଦାନ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମୁହାଁମୁହିଁ। ଦିଲ୍ଲୀ ଦଙ୍ଗଲରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀରେ କଂଗ୍ରେସକୁ କେତେ ଫାଇଦା ଦେବ ରାହୁଲଙ୍କ କ୍ୟାମ୍ପେନିଂ?…

ଏଲଓସି ନିକଟରେ ଲାଣ୍ଡମାଇନ୍ ବିସ୍ଫୋରଣ, ୬ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରୀର ନୌଶେରା ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ଲ୍ୟାଣ୍ଡ ମାଇନ୍ ବ୍ଲାଷ୍ଟ ହୋଇଛି । ଏଥିରେ ଅତି କମରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସମସ୍ତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାଜୌରୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ଏହି ଗୁପ୍ତସେବା ନୀତି ପାଇଁ…

ପୁଣି ଆସୁଛି କାଲୁଆ ଶୀତ: କୁହୁଡି ନେଇ ଆଲର୍ଟ ଜାରି

ଭୁବନେଶ୍ବର: ପୁଣି ଶୀତରେ ଥରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ଶୀତର ପରିମାଣ କମିଥିବା ବେଳେ ରାତି ତାପମାତ୍ରା ଧୀରେ ଧୀରେ ବଢିଛି । ହେଲେ ଆସନ୍ତା ୧୭ରୁ ପୁଣି ଶୀତର ପ୍ରକୋପ ବଢ଼ିବ । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

‘ବିଏସକେଓ୍ବାଇରେ ହୋଇଛି ଦୁର୍ନୀତି, ଖୁବଶୀଘ୍ର ତଦନ୍ତ ହେବ’

ଭୁବନେଶ୍ବର: ପୂର୍ବ ସରକାରଙ୍କ ବିଏସକେଓ୍ବାଇ କାର୍ଡରେ ଦୁର୍ନୀତି ହୋଇଛି । ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବା ପରେ ଏହାକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷି କିଛି ଏପରି କହିଛନ୍ତି…

ଅନନ୍ୟ କଳାକୃତି; ମକର ସଂକ୍ରାନ୍ତି ଅବସରରେ ସାମ୍ନାକୁ ଆସିଲା କ୍ଷୁଦ୍ରତମ ସୁନାର ଗୁଡି

ହାଇଦ୍ରାବାଦ: ସାରା ଦେଶରେ ମକର ସଂକ୍ରାନ୍ତି ଧାର୍ମିକ ଉତ୍ସାହ ସହିତ ପାଳନ କରାଯାଉଛି । କୋଲକାତାର ବାବୁ ଘାଟରୁ ବାରାଣସୀର ଗଙ୍ଗା ଘାଟ ଏବଂ ହରିଦ୍ୱାରର ହର କୀ ପୌଡ଼ି ପର୍ଯ୍ୟନ୍ତ, ଭକ୍ତମାନେ ଶୀତକୁ ଖାତିର ନକରି ପବିତ୍ର ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି । ମଙ୍ଗଳବାର ଦେଶର ହଜାର ହଜାର…

ମାର୍ଚ୍ଚ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏବେ ମହାପ୍ରଭୁଙ୍କ ମକର ନୀତିକାନ୍ତି ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିବା ବେଳେ ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା…

ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ଜିଓ ସେବା ଆରମ୍ଭ

ନୂଆଦିଲ୍ଲୀ: ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ୫ଜି ସେବା ଆରମ୍ଭ କରିଛି । ଭାରତୀୟ ସେନାର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଓ ଟେଲିକମ୍ ଏବଂ ଭାରତୀୟ ସେନା ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ…