Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବ୍ରହ୍ମପୁତ୍ର ଉପରେ ସବୁଠୁ ବଡ଼ ଡ୍ୟାମ କରିବ ଚୀନ, ଭାରତ ଉପରେ ପଡିପାରେ ଏହି ପ୍ରଭାବ

ନୂଆଦିଲ୍ଲୀ: ଚୀନ୍ ବିଶ୍ୱର ବୃହତ୍ତମ ଡ୍ୟାମ ନିର୍ମାଣ କରିବାକୁ ଯାଉଛି। ଯେଉଁ ଡ୍ୟାମ ଭାରତ ସୀମା ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହେବ ବୋଲି କୁହାଯାଉଛି। ଚୀନ୍ ଏହି ପ୍ରକଳ୍ପକୁ 'ସବୁଠାରୁ ବଡ ପ୍ରକଳ୍ପ' ବୋଲି ବିବେଚନା କରିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୩୭ ବିଲିୟନ ଡଲାର…

ପୁଣି ଓଡ଼ିଶା ଆସିବେ ଆଉ ୨ ବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ । ଏହା ଭିତରେ ଓଡିଶା ମଧ୍ୟ ରହିଛି । ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ଏବେ ଶିମିଳିପାଳ ଛାଡି ଚାଲିଯାଇଥିବାବେଳେ, ପୁଣି ଆଉ ଦୁଇ ଟି ବାଘ ଓଡିଶା…

ନୂଆ ବର୍ଷରୁ ହେବନି ଶ୍ରୀମନ୍ଦିରରେ ଧାଡି ଦର୍ଶନ: ମନ୍ତ୍ରୀ

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ…

ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି, ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା

ଭୁବନେଶ୍ବର: ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା। ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା…

ଭାରତରେ କେବଳ ସ୍ୱତନ୍ତ୍ର ଲୋକଙ୍କୁ ମିଳିଥାଏ ନୀଳ ନମ୍ବର ପ୍ଲେଟ୍, ଜାଣନ୍ତୁ ବିଶେଷତା

ଭୁବନେଶ୍ବର: ଆପଣ ଜାଣିଛନ୍ତି କି, ଭାରତର କେତେକ ଗାଡିରେ ନୀଳ ନମ୍ବର ପ୍ଲେଟ୍ ମଧ୍ୟ ବ୍ୟବହାର ହୁଏ | ଏହି ନୀଳ ନମ୍ବର ପ୍ଲେଟ୍ ଗାଡି ଗୁଡିକ ରାସ୍ତାରେ କମ୍ ଦେଖାଯାଏ,ଏହି କାରଣରୁ ୯୯% ଲୋକ ଏହି ବିଷୟରେ ଜାଣନ୍ତି ନାହିଁ | ମୁଖ୍ୟତଃ ଆମ ଦେଶରେ ବ୍ୟକ୍ତିଗତ ଯାନରେ ଧଳା ରଙ୍ଗର ନମ୍ବର…

୧ କେଜିରୁ ଉର୍ଦ୍ଧ୍ବ ଓଜନର ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ

ନୂଆପଡା: ପୁଣି ଖଡ଼ିଆଳ ବନ ବିଭାଗକୁ ସଫଳତା । ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମର…

ଆସନ୍ତା ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଡିସେମ୍ବର ୨୮ ରାତି ୧୦ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ତା' ପରଦିନ ଫେରିଯିବେ ବୋଲି ପାର୍ଟି ଷ୍ଟେଟ ୟୁନିଟ୍ ଇନଚାର୍ଜ ବିଜୟପାଲ ସିଂ ତୋମାର ଗୁରୁବାର ଦିନ…

‘ପୁଷ୍ପା ୨’ ଦଳାଚକଟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ଡିସେମ୍ବର ୨୬ରେ ହାଇଦ୍ରାବାଦର ବନ୍‌ଜାରା ହିଲ୍‌ରେ ଥିବା ତେଲେଙ୍ଗାନା ରାଜ୍ୟ ପୋଲିସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଟଲିଉଡ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ, ନିର୍ମାତା, ଅଭିନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।…

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡା ଜବାବ: କହିଲେ, କିଏ ଲେଖିକି ଦେଇଥିବେ…

ଗଞ୍ଜାମ: ନବୀନଙ୍କ ବିଜେପି ମିଛୁଆ ଆକ୍ଷେପକୁ କଡା କାଉଣ୍ଟର କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଗଞ୍ଜାମ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା  ବେଳେ ନବୀନଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରି କହିଛନ୍ତି, ୨୪ ବର୍ଷ ଧରି ନବୀନ ବାବୁ…

କେବଳ ଭାଗ୍ୟଶାଳୀ ଲୋକମାନେ ଏହିପରି ସ୍ୱପ୍ନ ଦେଖନ୍ତି, ଯାହା ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ

ଭୁବନେଶ୍ବର: ନିଜର ସ୍ୱପ୍ନରେ ଦେଖାଯାଇଥିବା ପ୍ରତ୍ୟେକ ଜିନିଷ ଆପଣଙ୍କୁ ଭଲ ଏବଂ ଖରାପ ସମୟକୁ ସୂଚାଇଥାଏ | ଏହି ସ୍ୱପ୍ନଗୁଡ଼ିକର ଅର୍ଥ ସ୍ୱପ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି | କିଛି ସ୍ୱପ୍ନ ଭଲ ସୂଚନା ଦିଏ ସମସ୍ତେ ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି କିନ୍ତୁ କିଛି ସ୍ୱପ୍ନ…