Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଲିଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ମୟୂରଭଞ୍ଜ: ଶିମିଳିପାଳ ଅଭ୍ୟାରଣ୍ୟରେ କଳାବାଘ ଶିକାର ହେବାପରେ ଏବେ ତତ୍ପର ହୋଇ ଉଠିଛି ପ୍ରଶାସନ । ଶିମିଳିପାଳ ଉପରେ ନଜର ରଖିବାକୁ ବନବିଭାଗ ଓ ପୋଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । ଏହି ଟାକ୍ସ ଫୋର୍ସରେ ଆର୍ମ ଫୋର୍ସକୁ ମଧ୍ୟ ସାମିଲ କରାଯାଇଛି । ତେବେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ

ସୁକମା: ଛତିଶଗଡରେ ସୁରକ୍ଷାବଳଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ସଫା ହେଲେ ୧୨ ମାଓବାଦୀ । ବିଜାପୁର ଓ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା । ଯାହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାବଳ । ଯେଉଁଥିରେ ଟଳିଛନ୍ତି ୧୨…

ବିଭୁପ୍ରସାଦ ତ୍ରିପାଠୀ ଓ ୧୨ ଜଣଙ୍କୁ ‘ବରିଷ୍ଠ ଆଇନଜୀବୀ’ର ସ୍ୱୀକୃତି

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇନଜୀବୀ ତଥା ନିଖିଳ ଓଡିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ବିଭୁ ପ୍ରସାଦ ତ୍ରିପାଠୀଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରିଛନ୍ତି । ଏ ସଂପର୍କରେ କଟକର ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ଶ୍ରୀଯୁକ୍ତ…

ସିମେଣ୍ଟ ପ୍ଲାଣ୍ଟରେ ଭୁଶୁଡିଲା କୋଇଲା ହପର୍, ଏକାଧିକ ଶ୍ରମିକ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ବଡ ଦୁର୍ଘଟଣା ଘଟିଛି । କୋଇଲା ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଆଜି ସନ୍ଧ୍ୟା ସମୟରେ ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ ୩ ରୁ ୪ ଜଣ କାର୍ଯ୍ୟରତ ଶ୍ରମିକ…

ବନ୍ଦ ହେବ କଟକରେ ଥିବା ୨ଟି ମାଇନର କମ୍ପୋଷ୍ଟ ସେଣ୍ଟର

କଟକ: କଟକରେ ବନ୍ଦ ହେବ ୨ଟି ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ । କଟକ ସହରରେ ଥିବା ୧୩ଟି ମାଇନର କମ୍ପୋଷ୍ଟ ସେଣ୍ଟର (ଏମସିସି) ମଧ୍ୟରୁ ୨ଟି କୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେଲେଙ୍ଗା ବଜାର ଓ ସତୀଚୌରା ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟରେ…

୨୯୦ ଦିନରେ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇ କରି ପୂର୍ବତଟ ରେଳପଥ ରେକର୍ଡ ସୃଷ୍ଟି କରିଛି

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୯୦ ଦିନ ମଧ୍ୟରେ ଉଲ୍ଲେଖନୀୟ ଦ୍ରୁତ ଅଗ୍ରଗତିରେ ୨୦୦.୧୩ ନିୟୁତ ଟନ୍ ପଣ୍ୟ ପରିବହନ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଯାହାକି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି । ଏହି ସଫଳତା ଭାରତୀୟ ରେଳ ଇତିହାସରେ ଯେକୌଣସି ରେଳ ଜଣ ଦ୍ୱାରା ସର୍ବାଧିକ ପଣ୍ୟ…

ପୋଲିସ ଆଗରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ପୋଲିସ ପକ୍ଷରୁ ଆତ୍ମନିର୍ଭରଶୀଳ ନୀତି ଏବଂ ସହଯୋଗ କରାଯାଉଥିବାରୁ ନକ୍ସଲମାନେ ଧିରେ ଧିରେ ନିଜ ସଂଗଠନରୁ ବିମୁଖ ହୋଇ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷିରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କଲେ ଜଣେ ମହିଳା ନକ୍ସଲ । ଆତ୍ମସମର୍ପଣ କରିଥିବା ମହିଳା ଜଣକ ହେଲେ…

ଅଷ୍ଟମ ବେତନକୁ କମିଶନକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ । ଗୁରୁବାର କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗକୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମାରେ ଏକ ବିରାଟ ବୃଦ୍ଧି ଘଟିବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଗତ ୧୦ ବର୍ଷ…

ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର: ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବେ ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ । ଚଳିତ ଜାନୁଆରୀ ମାସରୁ ହିଁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ରାଜ୍ୟ ସଂସ୍କୃତି ବିଭାଗ…

ମହାନଯୋଦ୍ଧା ନାଗା ସାଧୁ ; ମହାରଣା ପ୍ରତାପଙ୍କ ସହ ମିଶି ମୋଗଲସେନା ବିରୁଦ୍ଧରେ କରିଥିଲେ ଯୁଦ୍ଧ

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତ ମାଟିରେ ସନାତନ ଧର୍ମ ଅକ୍ଷୁର୍ଣ୍ଣ ରହିଛି। ଏଥିପାଇଁ ଅନେକ ବଳିଦାନ ଦିଆଯାଇଛି। ଯେଉଁଥିରେ ନାଗା ସାଧୁ ଏବଂ ସନ୍ୟାସୀ ମଧ୍ୟ ରହିଛନ୍ତି । ନାଗା ସାଧୁମାନେ ତପସ୍ବୀ କିନ୍ତୁ ଯେତେବେଳେ ଆବଶ୍ୟକ ହୁଏ, ସେମାନେ ଦେଶ ତଥା ଧର୍ମର ସୁରକ୍ଷା ପାଇଁ ଅସ୍ତ୍ର…