Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଉପକୂଳରେ ବର୍ଷା ସହ ଗୁଳୁଗୁଳି, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଉପକୂଳରେ ବର୍ଷା ସହ ଗୁଳୁଗୁଳି ଜାରି ରହିଛି। ଆଜି ପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

ଚନ୍ଦ୍ରିକା ମୃତ୍ୟୁ ଘଟଣା: ଡାକ୍ତରୀ ଛାତ୍ରୀଙ୍କ ଘରେ ଖୋଳତାଡ଼ କରିବ ବାରଙ୍ଗ ପୋଲିସର ଟିମ୍‌

ମୟୂରଭଞ୍ଜ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା। ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍। ରାଇଦାଣ୍ଡିଆ ସ୍ଥିତ ଚନ୍ଦ୍ରିକାଙ୍କ ଘରକୁ ଯାଇ କରିବେ ପଚରାଉଚରା। ଚନ୍ଦ୍ରିକାଙ୍କ ବାପା, ମା’, ଭାଇ ଏବଂ ମାମୁ ଝିଅକୁ କରିବେ ପଚରାଉଚରା। ତଦନ୍ତକାରୀ ଅଧିକାରୀ ସହିତ ୪ ଜଣ ରାଇଦାଣ୍ଡିଆ…

ସରପଞ୍ଚ ଚାମେଲି ଓଝା ଘଟଣା; ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ ଏହା କ’ଣ ନାରୀଙ୍କୁ ସମ୍ମାନ…

ଭୁବନେଶ୍ବର: ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ସେ ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଇରାନ୍‌-ଆମେରିକା ଶାନ୍ତି ଡିଲ୍‌; ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଦେଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଡିଲ୍‌ ସୂଚନା ପରେ ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ହ୍ରାସ ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ ପ୍ରାୟ ୪% ହ୍ରାସ ପାଇ ବ୍ୟାରେଲ ପ୍ରତି $83.96 ରେ ପହଞ୍ଚିଛି।…

Nationalist Citizens Party, ଜାଣନ୍ତୁ କଣ ଏହି ଦଳ; ଯେଉଁଠି ‘ବୁଡ଼’ ପକାଇବେ ଟିଏମସିର ବିଦ୍ରୋହୀ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିରେ ସୃଷ୍ଟି ହୋଇଥିବା ବଡ଼ ଧରଣର ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ମମତା ବାନାର୍ଜୀଙ୍କ ଦଳର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏକାଠି ହୋଇ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ' (ଏନସିପିଆଇ) ରେ ସାମିଲ…

TMC Crisis: ଟିଏମସିରେ ବଡ଼ ବିଦ୍ରୋହ, Nationalist Citizens Partyରେ ସାମିଲ ହେବେ ବିଦ୍ରୋହୀ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବା ଟିଏମସିରେ ଏକ ବଡ଼ ବିଦ୍ରୋହ ମୁଣ୍ଡ ଟେକିଛି। ଦଳର ପ୍ରାୟ ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏବେ ତ୍ରିପୁରାର ଆଞ୍ଚଳିକ ଦଳ 'ନ୍ୟାସନାଲିଷ୍ଟ ସିଟିଜେନ୍ସ…

US Iran Peace Deal: ଆମେରିକା ଓ ଇରାନ ଯୁଦ୍ଧ ରୋକିବାରେ କେଉଁସବୁ ମୁସଲିମ ଦେଶର ରହିଛି ବଡ଼ ଭୂମିକା?

ଓ୍ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ଅନ୍ତ ଘଟିଛି। ଉଭୟ ଦେଶ ଐତିହାସିକ ଶାନ୍ତି ଚୁକ୍ତି ପାଇଁ ସହମତି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦର ସମାଧାନ କରିବାରେ ବିଶ୍ୱର ପ୍ରମୁଖ ମୁସଲିମ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା…

US-Iran Peace Deal: ଆମେରିକା ଓ ଇରାନ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି, ଖୋଲିବ ହର୍ମୁଜ ପ୍ରାଣାଳୀ!

ନୂଆଦିଲ୍ଲୀ: ଶେଷରେ ରାଜି ହେଲେ ଆମେରିକା ଏବଂ ଇରାନ। ଯୁଦ୍ଧ ବିରତି ପାଇଁ ସାରା ବିଶ୍ୱ ଅନାଇ ବସିଥିଲା ଶେଷରେ ଏବେ ସତ ହେବାକୁ ଯାଉଛି। ଦୀର୍ଘ ଦିନର ବିବାଦ ଓ ଯୁଦ୍ଧ ପରିସ୍ଥିତି ପରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଶାନ୍ତି ଚୁକ୍ତି ସମ୍ପନ୍ନ ହୋଇଛି। ଆମେରିକା ରାଷ୍ଟ୍ରପତି…

ପ୍ଲେନ ଟଏଲେଟ୍ ପାଲଟିଲା ଟ୍ରେଜେରୀ, ସାଉଣ୍ଡ ସିଷ୍ଟମରେ ଲୁଚାଇ ରଖିଥିଲେ ୨୪ ସୁନା ବିସ୍କୁଟ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣକାରୀମାନେ ବିଦେଶରୁ ଆମଦାନି ହୋଇଥିବା ସୁନାକୁ ଲୁଚାଇବା ପାଇଁ ଭିନ୍ନ ଭିନ୍ନ କୌଶଳ ବ୍ୟବହାର କରନ୍ତି। କେତେକ ପୋଷାକରେ ଏହାକୁ ଲୁଚାଇ ରଖନ୍ତି, ତ ଆଉ କେତେକ ଖାଦ୍ୟ ଏବଂ ପ୍ରସାଧନ ସାମଗ୍ରୀରେ। କିନ୍ତୁ, ଦୁବାଇରୁ ଗୁଜରାଟ ଯାଉଥିବା ଜଣେ ବ୍ୟକ୍ତି ଏକ ବିମାନର…

Cyber fraud: ପେଟ୍ରୋଲ ଟାଙ୍କିରେ ତେଲ ପକାଇ କ୍ୟୁଆର୍ କୋଡ୍ କଲେ ସ୍କାନ,ସେପଟେ ଉଡ଼ିଗଲା ୯୫ ହଜାର ଟଙ୍କା

ଭୁବନେଶ୍ବର:ଧଉଳି ଅଞ୍ଚଳରେ ବଡ଼ ସାଇବର ଠକେଇ ଅଭିଯୋଗ । ଶୁକ୍ରବାର ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ତେଲ ପକାଇବା ପରେ ପେମେଣ୍ଟ ଦେବା ସମୟରେ କ୍ୟୁଆର୍ ସ୍କାନିଂ କରିଥିଲେ କିନ୍ତୁ ଆକଆକାଉଣ୍ଟରୁ କଟିଗଲା ୯୫ ହଜାର ଟଙ୍କା । ସୂଚନାଥାଉକି, ବାଳକାଟି ଫାଣ୍ଡି ଅଠରଘରିଆ ସାହିର ସୁନାକର ସାହୁ…