Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚୂଡାନ୍ତ ପର୍ଯ୍ୟାୟରେ ଐତିହାସିକ ବାଲିଯାତ୍ରା ଉତ୍ସବ ପ୍ରସ୍ତୁତି, ଏଥର ସ୍ଥାନ ପାଇଛି ୭ଟି ଆନ୍ତର୍ଜାତୀୟ ଷ୍ଟଲ

କଟକ: ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୫ ତାରିଖ ସଂଧ୍ୟା ୫ଟା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ କରିବେ । ଏନେଇ ଆଜି…

‘ଇରେଡା’ ପକ୍ଷରୁ ଶ୍ରୀମନ୍ଦିରକୁ ଆହୁରି ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ…

କେଉଁ ଆପ୍ ଅଧିକ ସୁରକ୍ଷିତ ଏବଂ ଗୋପନୀୟ ?

ସମଗ୍ର ବିଶ୍ୱରେ ମେସେଜିଂ ଆପ୍ ଦୃଷ୍ଟିରୁ ହ୍ୱାଟସ୍ ଆପ୍ ଏକ ବଡ଼ ସ୍ଥିତି ହାସଲ କରିଛି। ସମଗ୍ର ବିଶ୍ୱରେ ପ୍ରାୟ ୨.୯ ବିଲିୟନ ଲୋକ ଏହା ମାଧ୍ୟମରେ ଯୋଗାଯୋଗ କରନ୍ତି। ଏହାର ସହଜ-ବ୍ୟବହାର ଇଣ୍ଟରଫେସ୍, ଗ୍ରୁପ୍ ଚାଟ୍ ଏବଂ ମିଡିଆ ଅଂଶୀଦାର ସୁବିଧା ଏହାକୁ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ…

ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ ଲୋକସଭା ନିର୍ବାଚନରେ ବିଜେପିକୁ ନାକେଦମ୍ କରିଥିଲା । ରାଜ୍ୟର ପିଆଜ ବେଲ୍ଟର ମୋଟ୍ ୧୩ଟି ସିଟରୁ…

ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ ଅପଡେଟ୍: ଫେବୃୟାରୀ ୨୧ରୁ ଆରମ୍ଭ…

କଟକ: ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପାଇଁ ଆସନ୍ତା ଫେବୃୟାରୀ ୨୧ରୁ ପରିକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ।  ଏନେଇ ବୋର୍ଡ ପକ୍ଷରୁ ପ୍ରେସ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆରଆଇ

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆରଆଇ) । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଅଭିଯୁକ୍ତ ଆରଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି । ଖବର ମୁତାବକ, ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ କୃଷି ଜମିକୁ…

ବଢିଲା ଜୟନାରାୟଣଙ୍କ ଅଡୁଆ

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା। ପ୍ରଥମେ ହାଇକୋର୍ଟ ଓ ଏବେ ସୁପ୍ରିମକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି। ସମ୍ବଲପୁରରେ ମହିଳା ଆଇଆଇସିଙ୍କୁ ମାଡ ଘଟଣାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଜୟନାରାୟଣ। ହେଲେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ବି…

ଭରତପୁର ମାମଲା: ଘଟଣାସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବାନ୍ଧବୀଙ୍କୁ ମାଡ ମାରିବା ଘଟଣାରେ, ଘଟଣା ସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ । ଭରତପୁର ଥାନା ସହିତ ମୂଳ ଘଟଣା ଘଟିଥିବା ସ୍ଥାନ ପରିଦର୍ଶନ କରିବେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ଆସନ୍ତା ୧୯ ତାରିଖ ଅପରାହ୍ନ ୩ଟାରେ…

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ଟାଇଟଲ?

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ 'ଲାପତା ଲେଡିଜ୍'ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ ପରିବର୍ତ୍ତନ ହୋଇଛି। 'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ…

ୟୁପିପିଏସସି ମୁଖ୍ୟାଳୟରେ କାହିଁକି ତେଜୁଛି ଛାତ୍ର ଆନ୍ଦୋଳନ?

ପ୍ରୟୋଗରାଜ: ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଆନ୍ଦୋଳନ ଚତୁର୍ଥ ଦିନରେ…