Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି: ୧୦ ବର୍ଷରେ କମିଛି ଟିକସ ବୋଝ

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ କମିଛି ମଧ୍ୟବିତ୍ତଙ୍କ ଆୟକର । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାରୁ କମ୍ ଉପାର୍ଜନ କରୁଥିବା ବ୍ୟକ୍ତିମାନଙ୍କ ଉପରୁ ଟିକସର ବୋଝ ହାଲୁକା ହୋଇଛି ।  …

ମୃତ୍ୟୁ ଏମିତି ବି ଆସେ…ପିଲାଙ୍କ ଆଗରେ ଭାଷଣ ଦେବା ବେଳେ ଟଳି ପଡିଲେ ଶିକ୍ଷକ

ବଲାଙ୍ଗୀର: ବାସ୍ତବରେ ମୃତ୍ୟୁ ଯେ କେଉଁଠି କେତେବେଳେ ଆମ ହାତ ଟାଣିନେବ, ତାହା କାହାକୁ ବା ଜଣା । ସେମିତି ପିଲାଙ୍କ ଆଗରେ ଶିଶୁ ଦିବସ ଅବସରରେ ଭାଷଣ ଦେଉ ଦେଉ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ । ଭାଷଣ ଦେବାବେଳେ ଅଚାନକ ଟଳିପଡିଲେ । ପରେ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ…

ଚାଷୀଙ୍କ ପାଇଁ ଖୁସି ଖବର: ଡିସେମ୍ବରରୁ ମିଳିବ ୩୧୦୦ ଟଙ୍କା

ଭୁବନେଶ୍ବର: ଚାଷୀଙ୍କୁ ମିଳିବ ବୋନସ୍ । ଧାନ କିଣାରେ ୮୦୦ ଟଙ୍କା ଇନପୁଟ ସବସିଡି ସହିତ ମୋଟ ୩୧ଶହ ଟଙ୍କା ଆସନ୍ତା ଡିସେମ୍ବର ୮ରୁ ଦେବେ ରାଜ୍ୟ ସରକାର । ଏନେଇ ଆଜି ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ରାଜଧାନୀରେ ବାୟୁ ପ୍ରଦୂଷଣ ସଙ୍ଗୀନ୍, ୨୦୦ରୁ ଊର୍ଦ୍ଧ୍ୱ ବିମାନ ସେବା ବିଳମ୍ବ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାନ ସଂଗୀନ ସ୍ଥିତିରେ ପହଞ୍ଚିଛି। ଦିନକୁ ଦିନ ଖରାପ ହୋଇ ଚାଲିଛି ଦିଲ୍ଲୀ ବାୟୁ ଗୁଣବତ୍ତା। ଦିଲ୍ଲୀ ସହରର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ୪୨୯ ରହିଥିବା ରେକର୍ଡ କରାଯାଇଛି। ଗତକାଲି ଓ ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ ନିମ୍ନସ୍ତରକୁ ଖସି…

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବେ ମୋଦୀ

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦୀ l ଡୋମିନିକା ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ପାଇବେ ମୋଦୀ l ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ l କୋଭିଡ ବେଳେ…

ବିଦେଶରେ ରାଜ୍ କରୁଛି ଭାରତରେ ନିର୍ମିତ ଆଇଫୋନ୍, ବଜାରରେ ବଢିଛି ଆପଲ୍ କ୍ରେଜ୍

ଆପଲ୍ ଆଇଫୋନ୍ ପାଇଁ କ୍ରେଜ୍ ଏପରି ଯେ ନୂଆ ଆଇଫୋନ୍ ଆସିବା ମାତ୍ରେ ଲୋକମାନେ ଫୋନ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ଯେ ଆପଲ୍ ସ୍ମାର୍ଟଫୋନ୍ ରପ୍ତାନୀର ପୂର୍ବ ରେକର୍ଡଗୁଡିକ ଭାଙ୍ଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ…

ଭାରତରେ କିଏ ନିୟନ୍ତ୍ରଣ କରନ୍ତି ପରମାଣୁ ଅସ୍ତ୍ର ?

ନୂଆଦିଲ୍ଲୀ: ଦୁନିଆରେ ଏପର୍ଯ୍ୟନ୍ତ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଆଣବିକ ଆକ୍ରମଣ କରିଛି। ଏବଂ ସେହି ପରମାଣୁ ଆକ୍ରମଣ ୧୯୪୫ ମସିହାରେ ହୋଇଥିଲା ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ଦୁଇଟି ସହର ନାଗାସାକି ଏବଂ ହିରୋସିମା ଉପରେ ଲିଟିଲ୍ ବଏ ଏବଂ ଫ୍ୟାଟ୍ ମ୍ୟାନ୍ ନାମକ…

୯୦ ବର୍ଷ ମଧ୍ୟରେ ଆଇଆରସିରେ ତୃତୀୟ ଓଡ଼ିଆ: ପ୍ରଫେସର ମନୋରଞ୍ଜନ ପରିଡ଼ା ଭାରତୀୟ ସଡ଼କ କଂଗ୍ରେସର ସଭାପତି ନିର୍ବାଚିତ

ଭୁବନେଶ୍ୱର: ପ୍ରଫେସର ମନୋରଞ୍ଜନ ପରିଡ଼ା ଭାରତୀୟ ସଡ଼କ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂଆଦିଲ୍ଲୀ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା ନଭେମ୍ବର ୧୧ ରେ  ଆଇଆରସି ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୟୁସିଇ ବୁର୍ଲାର…

ନଭେମ୍ବର ୨୦ରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ, ୧୫ ତାରିଖରୁ ଚାଷୀଙ୍କୁ ମିଳିବ ଟୋକେନ

ଭୁବନେଶ୍ୱର: ଖୁବ ଶୀଘ୍ର ହେବ ଧାନ ସଂଗ୍ରହ। ବ୍ୟବସ୍ଥିତ ଭାବରେ ନଭେମ୍ବର ୨୦ ରୁ ଆରମ୍ଭ ହେବ ଏହି ପ୍ରକ୍ରିୟା। ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ  ଆରମ୍ଭ ହେବ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ…

ଏନଏସି ଅଫିସ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେଡ଼ି କର୍ମୀ

ନୂଆପଡ଼ା: ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ। କିଛି ବିଜେଡ଼ି କର୍ମୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି  ନୂଆପଡ଼ା ଜିଲ୍ଲାରେ। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟା ସମୟରେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ…