Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚାରିଧାମ ଯାତ୍ରା ସମୟରେ ୨୫୦ରେ ପହଞ୍ଚିଲା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ତୀର୍ଥଯାତ୍ରାରେ ସ୍ବାସ୍ଥ୍ୟାବସ୍ଥା ଖରାପ କାରଣରୁ ଚଳିତ ବର୍ଷ ୨୪୦ ରୁ ଅଧିକ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଯୋଗେ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କ ମଧ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ଅତ୍ୟଧିକ ଉଚ୍ଚତା, ଅମ୍ଳଜାନ ଅଭାବ ଏବଂ…

ମଣିପୁର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ସଫା

ଇମ୍ଫାଲ : ଅଶାନ୍ତ ପାଲଟିଛି ମଣିପୁର।  ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଛି ସଂଘର୍ଷ। ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି୧୧ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ…

ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ ଆକ୍ସନ

ଭୁବନେଶ୍ୱର: ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଆକ୍ସନ ନିଆଯିବ ବୋଲି ଓଡିଶା ସରକାର କର୍ମଚାରୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବଦଳି ଏବଂ ପୋଷ୍ଟିଂ ପାଇଁ କୌଣସି ଅଧିକାରୀଙ୍କ…

ଅଯୋଧ୍ୟାର ମୂଳଦୁଆକୁ ଦୋହଲାଇଦେବୁ, ଖଲିସ୍ତାନୀ ଆତଙ୍କବାଦୀର ଧମକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ। ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ସେ ଧମକ ଦେଇଛି। ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଉଥିବା ଜଣାପଡିଛି। ଶିଖ୍ ଫର…

ନିର୍ବାଚନ ଦିନେ ଅଧିକାଂଶ ଆମେରିକୀୟ ଦେଖୁଥିଲେ ପର୍ଣ୍ଣ: ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ଆମେରିକାରେ ଭୋଟ୍ ଦେବା ଦିନ ଲୋକମାନେ ଇଣ୍ଟରନେଟରେ କ’ଣ ଦେଖୁଥିଲେ? ଏହି ବିଷୟକୁ ନେଇ ଏକ ରିପୋର୍ଟ ଆସିଛି, ଯେଉଁଥିରେ ବହୁତ ରୋଚକ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ନଭେମ୍ବର ୫ ତାରିଖରେ ଆମେରିକୀୟ ଲୋକମାନେ ପର୍ଣ୍ଣ ଭିଡିଓ ଦେଖୁଥିଲେ। ଏଡଲ୍ଟ ୱେବସାଇଟ ପର୍ଣ୍ଣ…

ମଙ୍ଗଳବାର ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ବାରା ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ…

କମେଣ୍ଟରେ ଦେଇଥିଲେ ୪ଟି ପରାମର୍ଶ: ନିଜ ଆଡୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ: କମେଣ୍ଟରେ ଦେଲେ ୪ ପରାମର୍ଶ । ସିଧା ଏକ୍ସ ପୋଷ୍ଟରେ ନିଜ ଆଡୁ ୟୁଜର୍ସଙ୍କୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟେ ସିଇଓ । କହିଲେ, ତୁମେ କିଏ? କ’ଣ କରୁଛ? ମୋତେ ସିଧାସଳଖ କଣ୍ଟାକ୍ଟ କର? ଆମେ ଏକାଠି କାମ କରିପାରିବା? ଜୋମାଟୋ ସିଇଓ ଦିପିନ୍ଦର ଗୋୟାଲ ଏକ୍ସ ପୋଷ୍ଟ କମେଣ୍ଟର…

ଜାଣନ୍ତୁ କାହିଁକି ପାଳିତ ହୁଏ ‘ବିଶ୍ବ ନିମୋନିଆ ଦିବସ’, କ’ଣ ଏହାର ଇତିହାସ ଓ ଥିମ୍

ଭୁବନେଶ୍ବର: ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୁଏ ବିଶ୍ବ ନିମୋନିଆ ଦିବସ। ଏହି ଦିନ ନିମୋନିଆ ସମ୍ପର୍କିତ ସଚେତନତା କରାଯାଇଥାଏ। ଏହା ଶିଶୁ ଏବଂ ବୟସ୍କମାନଙ୍କୁ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ। ଏହା ଏକ ସଂକ୍ରାମକ ରୋଗ। ଏହି ରୋଗରେ ସଂକ୍ରମଣ କାରଣରୁ ଶିଶୁ ଓ ବୟସ୍କମାନେ ବହୁତ କଷ୍ଟ…

ବର୍ଷ ସାରା ଦିଲ୍ଲୀରେ ବାଣ ବ୍ୟାନ୍ ପ୍ରସଙ୍ଗ: ‘କୌଣସି ଧର୍ମ କେବେ ବି ପ୍ରଦୂଷଣକୁ ପ୍ରୋତ୍ସାହିତ କରିବ ନାହିଁ’

ନୂଆଦିଲ୍ଲୀ: ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । ବର୍ଷର ଅଧିକାଂଶ ସସୟ ରାଜଧାନୀ ଦିଲ୍ଲୀର ବାୟୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବା ବେଳେ ଶୀତ ଦିନ ଆସିଲେ ତ କଥା ସରିଲା । ବାୟୁ ମଣ୍ଡଳର ସ୍ଥିତି ଏବେ ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଥିବା ବେଳେ ଏହାକୁ ନେଇ କଠୋର…

ବୁମେରାଂ ହେବ ବଟେଙ୍ଗେ ତୋ କଟେଙ୍ଗେ !

ନୂଆଦିଲ୍ଲୀ: ମହାରାଷ୍ଟ୍ର ହେଉ କି ଝାଡଖଣ୍ଡ । ହିନ୍ଦୁତ୍ବ ପିଚରେ ଖୋଲାଖୋଲି ବ୍ୟାଟିଂ କରୁଛି ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁଚର୍ଚ୍ଚିତ ନାରା ବଟେଙ୍ଗେ ତୋ କଟେଙ୍ଗେ ଉଭୟ ରାଜ୍ୟର ରାଜନୀତିକୁ ବେଶ୍ ସରଗରମ କରିଛି। ମହାରାଷ୍ଟ୍ରରେ ଯୋଗୀଙ୍କ ନାରା ଲଗାଉଛି…