Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୀପାବଳିରେ ପରସ୍ପରକୁ ମିଠା ଦେଇ ବିବାଦ ତୁଟାଇଲେ ଭାରତ ଓ ଚୀନ ସେନା

ଲଦାଖ: ଭାରତ-ଚୀନ୍ ସୀମା ପୂର୍ବ ଲଦାଖର ଦେପସାଙ୍ଗ ଏବଂ ଡେମଚୋକରୁ ଉଭୟ ଦେଶର ସେନା ପଛକୁ ହଟିଛନ୍ତି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ରେ ୨୦୨୦ ରୁ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ତେବେ ଆଜି ଦିପାବଳୀ ଅବସରରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ଦେଇଛନ୍ତି ।…

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ଗଲାଣି ୯୫ ଜୀବନ, ଅନେକଙ୍କ ପତ୍ତା ନାହିଁ 

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା। ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ଗତ ୨୯ ତାରିଖଠୁ ପ୍ରବଳ ବର୍ଷା ଅନୁଭୂତ ହେଉଥିବାରୁ ସେଠାରେ ହଠାତ୍ ବନ୍ୟା ମାଡିଆସିଥିଲା। ବନ୍ୟା ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ପୂର୍ବରୁ ସଙ୍ଗେ ସଙ୍ଗେ ପାଣି ମାଡି ରାସ୍ତାଘାଟ, ଘରେ…

ବ୍ରାଣ୍ଡେଡ୍ ନା ଜେନେରିକ୍? କେଉଁ ଔଷଧ ଆମ ପାଇଁ ଭଲ

ଏହି ଯୁଗରେ ବଢୁଥିବା ମୁଦ୍ରାସ୍ଫୀତି ଯୋଗୁଁ ଅନେକ ଲୋକ ଆର୍ଥିକ ଚାପର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଜେନେରିକ୍ ଔଷଧଗୁଡିକ ସାଧାରଣ ଲୋକଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଓ ପୋଲିସ ସୁରକ୍ଷା ପ୍ରତ୍ୟାହୃତ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ନବୀନଙ୍କ ପାଇଁ ନିୟୋଜିତ ସୁରକ୍ଷାକର୍ମୀଙ୍କ ସମୀକ୍ଷା କରିବା ପରେ ଏକ ଉଚ୍ଚ ସ୍ତରୀୟ କମିଟି ଡାଉନଗ୍ରେଡକୁ ସୁପାରିଶ କରିଥିଲେ। ଏପରିକି ତାଙ୍କର…

ବର୍ଡରରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ: ମିଠା ଖୁଆଇଲେ, ଦୀପାବଳି ପାଳିଲେ

କଚ୍ଛ: ପ୍ରଧାନମନ୍ତ୍ରୀ ମୋଦି ଏଥର ବି ଭାରତୀୟ ସୈନିକଙ୍କ ସହିତ ମିଶି ଦୀପାବଳି ପାଳିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଗୁଜୁରାଟ କଚ୍ଛରେ ପହଞ୍ଚି ସାରିଛନ୍ତି। ସବୁଥର ପରି ଏଥର ବି ପିଏମ୍ ମୋଦି ଦେଶର ରକ୍ଷକଙ୍କ ସହ ଦୀପାବଳି ପାଳିବେ ବୋଲି ନିର୍ଣ୍ଣୟ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ…

୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତ ଦିନିଆ ଲଣ୍ଡନ ଗସ୍ତ କରିବେ। ଗସ୍ତର ଉଦ୍ଦେଶ୍ୟ ହେଉଛି…

୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ଗାଁରେ ପାଳିବେ ଦିପାବଳୀ

କେନ୍ଦୁଝର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ…

ମହାରାଷ୍ଟ୍ର ମହାଭାରତରେ ସନ ରାଇଜିଂ !

ନୂଆଦିଲ୍ଲୀ: ମହାରାଷ୍ଟ୍ର କୁରୁକ୍ଷେତ୍ରରେ ବରିଷ୍ଠ ନେତାଙ୍କ ପୁଅ ଝିଅ । ରାଜନୈତିକ ଭିରାସତକୁ ଆଗକୁ ନେବାକୁ ସମରସଜ୍ଜା । ବିରୋଧୀଙ୍କ ପାଇଁ ପଛରୁ ଗୋଟି ଚଳାଇବେ ବାପା । କେଉଁଠି ବାଜିରେ ଲାଗିଛି ପରିବାରର ସମ୍ମାନ ତ କେଉଁଠି କ୍ଷମତା ପାଇଁ ପରିବାର ସଦସ୍ୟ ହିଁ ମୁହାଁମୁହିଁ । ପ୍ରଥମ…

କେବିସିରେ ବଡ଼ ଖୁଲସା: ଜନ୍ମର ୫ ମାସ ପରେ ଝିଅର ନାଁ ରିଭିଲ୍ କଲେ ବରୁଣ

ମୁମ୍ବାଇ: ଚଳିତ ବର୍ଷ ଜୁନରେ ହିଁ ବାପା ହୋଇଥିଲେ ବଲିଉଡ୍ ଅଭିନେତା ବରୁଣ ଧୱନ୍। ୩ ଜୁନରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବରୁଣଙ୍କ ସ୍ତ୍ରୀ ନତାଶା। ଏନେଇ ନିଜ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଜାରି କରି ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ହେଲେ ସବୁଠୁ ବଡ଼ କଥା…

ଫଳ ନା ଫଳରସ ? ସ୍ୱାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭଦାୟକ

ସୁସ୍ଥ ରହିବା ପାଇଁ ଡାକ୍ତରମାନେ ପ୍ରାୟତଃ ଫଳ ଖାଇବା କିମ୍ବା ଫଳ ରସ ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ସବୁବେଳେ ପ୍ରଶ୍ନ ଉଠେ ଯେ ଫଳ ଖାଇବା ଭଲ ନା ଏହାର ରସ ପିଇବା ଅଧିକ ଲାଭଦାୟକ ? ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ ବୁଝିବା ପାଇଁ IANS ପୁଷ୍ଟିକର ବିଶେଷଜ୍ଞ ରିଦ୍ଧି ଖାନ୍ନାଙ୍କ ସହ…