Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶୀତଦିନେ ଗିଜର ପାଣିରେ ସ୍ନାନ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା

ଶୀତ ଋତୁ ଆସିଲାଣି। ଏହି ଋତୁରେ, ଲୋକମାନେ ପ୍ରବଳ ଥଣ୍ଡା ଠାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। କିଛି ଲୋକ ଏହି ଋତୁରେ ଅନେକ ଦିନ ସ୍ନାନ ନକରି ରହିଥା’ନ୍ତି, ଯେତେବେଳେ କି ଅନେକ ଲୋକ ପ୍ରତିଦିନ ଗିଜରର ଗରମ ପାଣି ଦ୍ୱାରା ସ୍ନାନ କରନ୍ତି। ଗିଜର ପାଣିରେ ଗାଧୋଇବା…

ଭୀଷଣ ବାତ୍ୟାର ରୂପ ନେବ ‘ଦାନା’, ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଭୀଷଣ ରୂପ ନେଇପାରେ ବୋଲି ସତର୍କ କରାଇଲାଣି ପାଣିପାଗ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ…

“‘ଦାନା’ ପାଇଁ ୩୦ ଜିଲ୍ଲାରେ ମୁତୟନ ରହିବେ ଓଡ୍ରାଫ୍‌ ଟିମ୍‌, ଭୟଭୀତ ହୁଅନ୍ତୁ ନାହିଁ”

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହୋଇ ୨୨ରେ ଅର୍ଥାତ୍ ଆସନ୍ତାକାଲି ଅବପାତର ରୂପ ନେବ। ପରେ ୨୩ ତାରିଖରେ…

ସ୍ପା’ ସେଣ୍ଟରରେ ଅନୈତିକ କାରବାର ଘଟଣା: ଚେତିଲା କମିସନରେଟ୍‌ ପୁଲିସ, ହେବ ଧରପଗଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ପା ସେଣ୍ଟର, ସେଲୁନ୍ ଏବଂ ମସାଜ୍ ପାର୍ଲର ନାମରେ କାର୍ଯ୍ୟ କରୁଥିବା ସେକ୍ସ ରାକେଟ୍ ଉପରେ କମିଶନର୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜଧାନୀରେ ସ୍ପା’ ସେଣ୍ଟର ନାମରେ ଅନୈତିକ କାରବାର ଘଟଣା ପ୍ରଘଟ ହେବା ପରେ ଚେତିଛି କମିସନରେଟ୍‌ ପୁଲିସ। ସ୍ପା’…

ଲାଞ୍ଚ ନେଇ ଫସିଗଲେ ପୋଲିସ୍ ବାବୁ, ମାଡିବସିଲା ଭିଜିଲାନ୍ସ

ଖଣ୍ଡପଡା: ଲାଞ୍ଚ ନେଉଥିଲେ ପୋଲିସ୍ ଏସଆଇ । ମାଡିବସିଲା ଭିଜିଲାନ୍ସ । ମଦବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡା ଏସଆଇ ଶେଖ୍ ରେହମାନଙ୍କୁ ବାନ୍ଧିଛି ଭିଜିଲାନ୍ସ । ଭିଜିଲାନ୍ସ ପୋଲିସ୍ ବାବୁଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାତକ ଜବତ କରିଛି । ତେବେ…

ପୁଣି ବିଜେଡିକୁ ସୌମ୍ୟଙ୍କ କଡା କଟାକ୍ଷ, ‘ଅହଂକାର ବୁଡାଇଲା’

ବାଙ୍କୀ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା…

ବାତ୍ୟା ପାଇଁ ଅଣ୍ଟା ଭିଡିଲାଣି ପ୍ରଶାସନ, ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି

ଜଗତସିଂପୁର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟା ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଆତଙ୍କିତ…

ଝାଡଖଣ୍ଡରେ ବିଜେପିର ‘ସୁଭଦ୍ରା’ ଫର୍ମୂଲା: ‘ଗୋଗୋ ଦିଦି ଯୋଜନା’

ରାଞ୍ଚି: ଆଗକୁ ଝାଡଖଣ୍ଡ ନିର୍ବାଚନ । ସୋରେନ୍ ସରକାର ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଝାଡଖଣ୍ଡବାସୀଙ୍କ ବିଶ୍ବାସଭାଜନ ହେବାକୁ ଉଭୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ହାତେଇବା ପାଇଁ ସ୍ବତନ୍ତ୍ର କାର୍ଡ ଖେଲିଛି ବିଜେପି ।…

ସୃଷ୍ଟି ହେଲା ଲଘୁଚାପ: ୨୩ରେ ବାତ୍ୟା, ୨୪ରେ ପୁରୀ-ପାରାଦୀପ ମଝିରେ ଲ୍ୟାଣ୍ଡଫଲ୍!

ଭୁବନେଶ୍ୱର: ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ପରିଣତ ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୨ ତାରିଖରେ ଅବପାତ ରୂପ ନେବ। ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ।…

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା, ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ଵର: ଆଜିଠୁ ସାରା ରାଜ୍ୟରେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଚାଲିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା…