Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା, ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ଵର: ଆଜିଠୁ ସାରା ରାଜ୍ୟରେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଚାଲିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା…

୨୩ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ପରେ ଉଭୟ ଏକ ରୋଡ ଶୋରେ ସାମିଲ ହେବେ। ସୂଚନା…

କେନ୍ଦୁଘାଟିରେ ଦୁର୍ଘଟଣା, ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହି ବସ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଭୟଙ୍କର ଦୁର୍ଘଟଣା। ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହି ବସ। ମାଲକାନଗିରି-ପୁରୀ ଜଗନ୍ନାଥ ବସ ଏବଂ ପିକଅପ୍ ଦୁର୍ଘଟଣା ଘଟିଛି। ପଛରୁ ଧକ୍କା ଦେଇଥିବା ବସ୍‌ର ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀ…

ଆଜି ଲଘୁଚାପ ଓ ୨୩ରେ ବାତ୍ୟା: କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଭୁବନେଶ୍ୱର: ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଏହା ପର୍ଯ୍ୟାୟକ୍ରମେ ୨୩ରେ ଅବପାତ ଏବଂ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ତେବେ ବାତ୍ୟାର ନାଁ…

ଡାକ୍ତରଙ୍କ ସମେତ ୭ଜଣଙ୍କୁ ଆତଙ୍କବାଦୀଙ୍କ ହତ୍ୟା, ବାହାର ରାଜ୍ୟର ଲୋକଙ୍କୁ କରାଯାଉଛି ଟାର୍ଗେଟ୍‌ କିଲିଙ୍ଗ୍‌

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀ ହମଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ଘୃଣ୍ୟ କାର୍ଯ୍ୟରେ…

ସମ୍ବଲପୁରରେ ବୋମା ଆତଙ୍କ, ତନାଘନା ଜାରି

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ବୋମା ଆତଙ୍କ । ଏକ ସନ୍ଦିଗ୍ଧ ଟ୍ରଲି ବ୍ୟାଗରେ ବୋମା ଥିବା ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବରପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚପ୍ରକ୍ରିୟା ଆରମ୍ଭ କରିଛି । ଆଜି ଉକ୍ତ ଅଞ୍ଚଳରେ ଏକ ଟ୍ରଲି ବ୍ୟାଗ ଟି…

ଲୋକଙ୍କ କାମ ନହେଲେ ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସବୁ ତହସିଲଦାର, ଆରଆଇ, ଅମିନଙ୍କୁ ତାଗିଦ କରିଛି ରାଜସ୍ୱ ବିଭାଗ। ଲୋକଙ୍କ କାମ ନହେଲେ ୧୫ ଦିନ ଭିତରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜସ୍ବ ବିଭାଗ।…

ରେରା ବିଜ୍ଞପ୍ତିରେ ହେଲା ସଂଶୋଧନ

ଭୁବନେଶ୍ବର: ରେରା ବିଜ୍ଞପ୍ତିରେ ହେଲା ସଂଶୋଧନ। ଏଣିକି ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ପ୍ରତିଶତ ଅର୍ଥର ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ଖାତାରେ ରହିପାରିବ। ୫ ବର୍ଷ ପାଇଁ ଏହି ଟଙ୍କା ରହିବ। ଯଦି ଆକାଉଣ୍ଟରେ ଏହାଠାରୁ ଅଧିକ ଅର୍ଥ ଥାଏ, ତାହାଲେ ତାହାକୁ ବିଲ୍ଡର…

ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ଏତେ ପରିମାଣର ସହାୟତା ରାଶି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଉଡାଣ ସମୟରେ ଯାତ୍ରୀଙ୍କ ସହାୟତା କ୍ଷେତ୍ରରେ ଦିଆଯାଉଥିବା କ୍ଷତିପୂରଣରେ ବୃଦ୍ଧି ଘଟିଛି । ଏଥିରେ ବିମାନରେ ବିଳମ୍ବ, ଯାତ୍ରା ସମୟରେ ଦୁର୍ଘଟଣା ଯୋଗୁଁ ଆହତ ବା ମୃତ୍ୟୁ ହେଲେ କ୍ଷତିପୂରଣ ସାମିଲ କରାଯାଇଛି । ଅନ୍ତର୍ଜାତୀୟ ନାଗରିକ ଉଡ୍ଡୟନ ସଙ୍ଗଠନ (ଆଇସିଏଓ)…

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ଘଟିଛି । ନିର୍ମାଣାଧୀନ ଟନେଲ ନିକଟରେ ଏହି ଆକ୍ରମଣ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି । ଅନ୍ୟପଟେ,…