Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦାନା ବାନ୍ଧୁଛି ବାତ୍ୟା ‘ଦାନା’, ୧୦୦ରୁ ୧୨୦ କିମି ଛୁଇଁବ ପବନ ବେଗ

ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେଲା ପରେ ୨୩ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ତା ପରଦିନ ଅର୍ଥାତ୍ ୨୪ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ତେବେ ଏହାରି ଭିତରେ ବାତ୍ୟାର ରୂପ ନେବାକୁ ବଳ ଗୋଟାଉଥିବା…

୨୩ରେ ବାତ୍ୟା….ସତର୍କ କରାଇଲେ ଏସଆରସି

ଭୁବନେଶ୍ବର: ୨୩ରେ ବାତ୍ୟା ସମ୍ଭାବନା, ୨୪ରେ ଓଡିଶା ଛୁଇଁବ । ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଅବଗତ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଏସଆରସି । ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ…

କେମିତି କାମ କରୁଛନ୍ତି ଅଧିକାରୀ, ମାର୍କ ଦେବେ ଜନତା

ଭୁବନେଶ୍ବର: କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଏମିତି କିଛି ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁଡାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ…

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ, ଅଳ୍ପକେ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ କ୍ୟାମ୍ପସ ବାହାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ କିଛି ସମୟ ପାଇଁ ଧୂଆଁମୟ ହୋଇଯାଇଥିଲା ପରିବେଶ । ତେବେ ବିସ୍ଫୋରଣ…

ଜାନୁଆରୀ ୮ରୁ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ଓଡ଼ିଶାରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀ ଭୁବନେଶ୍ବରର  ଜନତା ମଇଦାନରେ ଅନୁଷ୍ଠିତ ହେବ। ଏହି  ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହ ଅବସରରେ…

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର:  ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ଶନିବାର ପ୍ରକାଶ ପାଇଛି। ଏଥିରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ ଶୁଭେଚ୍ଛା…

ସବୁ ତହସିଲ ଅଫିସରେ ରହିବ ରେଜିଷ୍ଟର, ମାର୍କ ଦେବେ ସାଧାରଣ ଜନତା: ରାଜସ୍ଵ ମନ୍ତ୍ରୀ

ଝାରସୁଗୁଡ଼ା: ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମୂଲ୍ୟାୟନ କରାଯିବ।  ମାର୍କ  ଦେବେ ସାଧାରଣ ଜନତା। ଝାରସୁଗୁଡ଼ାରେ ଆଜି ଏଭଳି ବୟାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ୱମନ୍ତ୍ରୀ ଏପରି…

ଓୟୋ ହୋଟେଲରୁ ମିଳିଲା ସମାଜସେବୀଙ୍କ ମୃତଦେହ

ଭୁବନେଶ୍ବର:  ଓୟୋ ହୋଟେଲ ରୁମ୍‌ରୁ ମିଳିଛି ସମାଜସେବୀଙ୍କ ମୃତଦେହ। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ର ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ଦେବୀଦତ୍ତ ୨ ଦିନ ତଳେ ଭୁବନେଶ୍ୱର ଆସି ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ରହିଥିଲେ।…

ଜାନୁୟାରୀ ୩ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।…

ଜାମସେଦପୁରରୁ ନିର୍ବାଚନ ଲଢିବେ ଓଡ଼ିଶା ରାଜ୍ୟପାଳଙ୍କ ବୋହୂ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ଟିକେଟ ଦେଇଛି ବିଜେପି।  ସେ ଜାମସେଦପୁରରୁ ଲଢିବେ ନିର୍ବାଚନ।  ସେ ଛତିଶଗଡର ଝିଅ ହୋଇଥିବାବେଳେ ଝାଡ଼ଖଣ୍ଡର ବୋହୂ।  ଏହି ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ…