Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହ୍ୱାଇଟ୍ ହାଉସ୍ ରେସ: ଗଣତି ଜାରି, ମ୍ୟାଜିକ୍ ନମ୍ବର ମୁହାଁ ରିପବ୍ଲିକାନ୍ ପାର୍ଟି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା। କିଏ ଯିବେ ହ୍ୱାଇଟ ହାଉସ। ଆମେରିକା କ୍ଷମତା ଲଢ଼େଇରେ କିଏ ବାଜି ମାରିବ ? ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ବର ନଜର । ଗୋଟିଏପଟେ କିଛି ଅଞ୍ଚଳରେ ଏବେବି ନିର୍ବାଚନ ଜାରି ରହିଥିବା ବେଳେ ଅନ୍ୟପଟେ…

ଆରଆଇ, ଅମିନ ପରୀକ୍ଷାରେ ବିଭ୍ରାଟ: ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଲେ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଲୋୟର ପିଏମଜିରେ ଧାରଣା ଦେଉଥିବା ଆରଆଇ ଅମିନ ପରୀକ୍ଷାର୍ଥୀ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଋଛନ୍ତି। ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ସେମାନଙ୍କୁ ରୋକିଥିଲା ପୋଲିସ। କିଛି ସମୟର ମୁହାଁମୁହିଁ ସ୍ଥିତି ପରେ ପ୍ରତିନିଧି ମଣ୍ଡଳି ମୁଖ୍ୟ ସଚିବଙ୍କୁ…

କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଦୃଢ ନିନ୍ଦା କଲେ ନବୀନ

ଭୁବନେଶ୍ବର:  ଗତ କିଛି ଦିନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ସିଟକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏନେଇ ସୋସିଆଲ ମିଡିଆରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଥିବା ବେଳେ ଖୋଦ ନବୀନ ପଟ୍ଟନାୟକ ତାଙ୍କର ସୋସିଆଲ ମିଡ଼ିଆ…

ଚିକିତ୍ସାରେ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ରୋଗୀ ପ୍ରତିଦିନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନ୍ୟୁରୋଲୋଜି ବିଭାଗକୁ ଉତ୍ତମ ଚିକିତ୍ସାସେବା ପାଇବା ପାଇଁ ଆସୁଛନ୍ତି। ହେଲେ ନ୍ୟୁରୋଲୋଜି ବିଭାଗ ଆଉଟ୍‌ଡୋରରେ ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ନ…

ହିତାଧିକାରୀଙ୍କୁ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଆମେରିକା ହ୍ୟୁଷ୍ଟନରେ ଇସ୍କନର ରଥଯାତ୍ରା ବାତିଲ

ଭୁବନେଶ୍ୱର: ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ ପରେ ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ।  ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍‌ରେ ହେବନି ଇସ୍କନ ରଥଯାତ୍ରା। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ଗୌର…

ନଭେମ୍ବର ୨୫ରୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ। ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୨୦ରେ ଶେଷ ହେବ। ସେ କହିଛନ୍ତି ଯେ ରାଷ୍ଟ୍ରପତି ଭାରତ ସରକାରଙ୍କ ସୁପାରିଶ କ୍ରମେ…

ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ: ବିଜେଡି

ଭୁବନେଶ୍ୱର: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ବିଜେଡ଼ି ପକ୍ଷରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା…

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ବିରୋଧ, ରାଜ୍ୟପାଳଙ୍କୁ କଂଗ୍ରେସର ଦାବିପତ୍ର

ବୁବନେଶ୍ଵର: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଜୋର ଧରିଛି ରାଜନୀତି। ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ତଥା ଦାୟିତ୍ଵହୀନତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ…

ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଅସୁସ୍ଥ ‌ଥିବା ୨ ଜଣ ଏବେ ବି କଟକ ଏସ୍‌ସିବିରେ ଚିକିତ୍ସିତ…