Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରରେ ବୁଲିବ ବୁଲଡୋଜର, ଆତଙ୍କୀଙ୍କ ବିରୋଧରେ ବଡ଼ ଯୋଜନା

ଶ୍ରୀନଗର: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ। ଯୋଗୀ ସରକାରଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ଜମ୍ମୁ-କାଶ୍ମୀର। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାକୁ…

ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ପାଇଁ ହେବ କି ଫାଇଦା ?

ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଥିବା ବେଳେ ହ୍ୱାଇଟ୍‌ ହାଉସ୍‌ ଲଢ଼େଇରେ ଜିତିଛନ୍ତି ଟ୍ରମ୍ପ। ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି। ବାନ୍ଦିପୋରାର ଚୋଣ୍ଟପାଥ୍ରି ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନରେ…

ଦ୍ବିତୀୟ ଥର ପାଇଁ ଟ୍ରମ୍ପଙ୍କ ହାତକୁ ଗଲା ହ୍ବାଇଟ ହାଉସ୍ , ହାରିଲେ ହାରିସ୍

ନୂଆଦିଲ୍ଲୀ: ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ ହାଉସ ଯିବେ ଟ୍ରମ୍ପ । ୭ ସୁଇଙ୍ଗ ଷ୍ଟେଟରେ ଐତିହାସିକ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ତେବେ ଏବେ ବି ଗଣତି ଜାରି ରହିଥିବା ବେଳେ ମ୍ୟାଜିକ୍ ନମ୍ବର ଅତି ନିକଟରେ ଟ୍ରମ୍ପ ଥିବା ବେଳେ ଆମେରିକାର…

୨୬୭ ଭୋଟରେ ଆଗରେ ଟ୍ରମ୍ପ, ନିରାଶ ହୋଇ ଅଭିଭାଷଣ ବାତିଲ କଲେ କମଲା ହାରିସ୍

ନୂଆଦିଲ୍ଲୀ: ସରିଯାଇଛି ଆମେରିକା ନିର୍ବାଚନର ଭୋଟ ଗ୍ରହଣ । ଫଳାଫଳା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ୨୬୭ ଭୋଟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗରେ ଥିବା ବେଳେ ୨୧୪ ଭୋଟରେ ଫଛରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା…

ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ୱାମୀ ରଚିଥିଲା ଷଡ଼ଯନ୍ତ୍ର

କୋରାପୁଟ: ସ୍ଵାମୀକୁ ଗଛରେ ବନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସମସ୍ତ ସସପେନ୍ସ ଉପରୁ ପରଦା ହଟାଇଲା କୋରାପୁଟ ନନ୍ଦପୁର ପୋଲିସ। ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ…

ଦିନେ ମରୁଭୂମି ଥିଲା, ଏବେ ବରଫରେ ଢାଙ୍କି ହେଲାଣି ସାଉଦ ଆରବ

ନୂଆଦିଲ୍ଲୀ: ପ୍ରକୃତି ଏବେ ଚାରିଆଡେ ତାଣ୍ଡବ ରଚୁଛି । ଜୈବ ବିବିଧତା ଏବେ ପ୍ରକୃତିର ନୂଆ ରୂପ ଦେଖାଉଛି । ଯାହା କେବେ ଘଟିନଥିଲା ତାହା ଏବେ ସମସ୍ତଙ୍କୁ ଆଚମ୍ବିତ କରୁଛି । କେଉଁଠି ବରଫରେ ଆଚ୍ଛାଦିତ ସାଗର ସବୁଜିମା ପାଲଟିଲାଣି ତ ଆଉ କେଉଁଠି କାଳ କାଳର ମରୁଭୂମି ଅଞ୍ଚଳରେ ଏବେ ବରଫ ବର୍ଷା…

ଆକ୍ସନ ମୁଡ୍‌ରେ ବିଜେପି: ୪୦ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର

ମୁମ୍ବାଇ: ପାଖେଇ ଆସୁଛି ମହାରାଷ୍ଟ୍ର ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ। ୩୭ଟି ଆସନରେ ବିଦ୍ରୋହ କରିଥିବା ୪୦ବିଦ୍ରୋହୀଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି ଏହି ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହାପୂର୍ବରୁ…

ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଭୟଙ୍କର ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଲାଗିଲା ନିଆଁ। ଖୋର୍ଦ୍ଧା ଜିଲ୍ଲା ସାରୁଅସ୍ଥିତ ଏହି ଷ୍ଟୁଡିଓରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଜୀବନହାନୀ ହୋଇ ନଥିବା ଜଣା ପଡିଛି। ଗତକାଲି…