Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାସକ ମଧ୍ୟରେ ସରିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ

ଭୁବନେଶ୍ୱର: ଓଡିଶାରେ ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଶେଷ ହେବ। ଏନେଇ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶନିବାର ସୂଚନା ଦେଇଛନ୍ତି। ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨.୩୦କୋଟିରୁ ଅଧିକ ଇ-କେୱାଇସି…

କଟକକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଟକ: ଆଜି କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତକହିଛନ୍ତି ଯେ, ଆଗମୀ ଦିନରେ କଟକ ସ୍ବାର୍ଟସିଟି ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା…

ବାଂଲାଦେଶ ହିନ୍ଦୁଙ୍କ ଉପରେ ଏପରି କହିଲେ ମୋହନ ଭାଗବତ

ନାଗପୁର: ବିଜୟାଦଶମୀ ଅବସରରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ନାଗପୁରର ରେଶମ ବାଗ ପଡିଆରେ ଶସ୍ତ୍ର ପୂଜା କରିଛନ୍ତି । ଏହା ପରେ ସେ ସଂଗଠନର କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ମୋହନ ଭାଗବତ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଇସ୍ରାଏଲର ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ…

ଗୁଗୁଲ ମ୍ୟାପ୍ ଦେଖେଇଲା ଭୁଲ୍ ରାସ୍ତା; ୧୫ ଫୁଟ୍ କୂଅରେ ପଡିଲେ ଦମ୍ପତ୍ତି

କୋଚି: ବର୍ତ୍ତମାନ ସମୟରେ ଗୁଗୁଲ ମ୍ୟାପ୍ ସାଜିଛି ଅଜଣା ସ୍ଥାନର ମୁଖ୍ୟ ଗାଇଡ୍ । ହେଲେ ଏହି ମ୍ୟାପ୍ ଯଦି ଭୁଲ୍ ବାଟ ଦେଖାଏ ତେବେ ହଟହଟା ହେବା ବ୍ୟତୀତ ଆଉ କିଛି ଉପାୟ ନାହିଁ । ହଁ ଏହି ମ୍ୟାପ୍ ଦେଖି ପୂର୍ବରୁ ମଧ୍ୟ ଅନେକ ବହୁ ଅସୁବିଧାର ସ୍ମୁଖୀନ ମଧ୍ୟ ହୋଇଛନ୍ତି । ସେହିପରି ଘଟଣା ପୁଣି…

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ…

ପୂଜା ମଣ୍ଡପ ପାଖ ଖାଦ୍ୟ ଷ୍ଟଲରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ସ୍ଥାନର ପୂଜା ପେଣ୍ଡାଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏନେଇ ପୂଜା ପେଣ୍ଡାଲ ନିକଟରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଗୁଡିକ ମଧ୍ୟ ପଡିଛି । ହେଲେ ସେହି ଷ୍ଟଲ ଗୁଡିକରେ ମିଳୁଥିବା ଖାଦ୍ୟ ଗୁଡିକ କେତେ ସ୍ବାସ୍ଥ୍ୟକର ସେନେଇ ତାର ମାନ ଯାଞ୍ଚ କରିବାକୁ ଆଜି…

ଶ୍ରୀମନ୍ଦିରରେ ପଡିଲା ରକ୍ତର ଛିଟା, ହେଲା ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶନିବାର ଦିନ ଜଣେ କର୍ମଚାରୀଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ପରେ 'ମହା ସ୍ନାନ' ରୀତିନୀତି କରାଯାଇଛି। ସୂଚନାନୁସାରେ, ଉକ୍ତ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଜଗନ୍ନାଥ ମନ୍ଦିରର…

କାହିଁକି ମିଳିଲାନି ସୁଭଦ୍ରା ଟଙ୍କା? କ’ଣ ରହିଲା ତ୍ରୁଟି…ଜାଣନ୍ତୁ କେମିତି ସୁଧାରିବେ….

ଭୁବନେଶ୍ବର: ଯୋଗ୍ୟ ମହିଳାଙ୍କ ଖାତାକୁ ଯାଇଛି ସୁଭଦ୍ରା ସହାୟତାର ପ୍ରଥମ କିସ୍ତି । ଏହାରି ଭିତରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି । ହେଲେ ଏବେ ବି ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସହାୟତା ପାଇବାରୁ ବଞ୍ଚିତ ରହିଛନ୍ତି । ତେବେ ସେମାନଙ୍କୁ କାହିଁକି ସୁଭଦ୍ରା…

+୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ 

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ + ୨ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଜାରି ରହିବ। ନଭେମ୍ବର ୧ରେ ମେରିଟ୍ ଏବଂ ୱେଟିଂ ଲିଷ୍ଟ ପ୍ରକାଶିତ ହେବ। ସେହିପରି ନଭେମ୍ବର ୨ରୁ ୫ ପର୍ଯ୍ୟନ୍ତ ସର୍ଟ ଲିଷ୍ଟ ହୋଇଥିବା ଛାତ୍ରଛାତ୍ରୀ ମାନେ…

ଜାମନଗର ରାଜ ପରିବାରର ଉତ୍ତରାଧିକାରୀ ହେଲେ ସାହେବ ଅଜୟ ଜାଡେଜା

ଗାନ୍ଧୀ ନଗର: ଗୁଜରାଟ ଜାମନଗର ରାଜପରିବାରର ଉତ୍ତରାଧୀକାରୀ ଘୋଷଣା । ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କ ନାମ ଘୋଷଣା କରିଛନ୍ତି । ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା…