Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ

ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି । ତେବେ…

ଆମେରିକା ନିର୍ବାଚନରେ କାହିଁକି ବ୍ୟବହାର ହୁଏ ଗଧ ଓ ହାତୀ ?

ନ୍ୟୁୟର୍କ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ବର୍ତ୍ତମାନ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏବଂ ଏହା ପଛରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିର୍ବାଚନକୁ ନେଇ ଅନେକ ଇତିହାସ ମଧ୍ୟ ରହିଛି। ଆମେରିକାର ଦୁଇଟି ବୃହତ୍ ରାଜନୈତିକ ଦଳର ନିର୍ବାଚନ…

ବାତ୍ୟା ଦେଇଯାଇଛି ଦୁଃଖ: କେଉଁଠି ଉଜୁଡିଛି ଚାଷ, ଆଉ କେଉଁଠି ଜଳବନ୍ଦୀ ପରିସ୍ଥିତି

ଭୁବନେଶ୍ବର: ଟଳି ଯାଇଛି ବାତ୍ୟା ଦାନା । ହେଲେ ଦେଇଯାଇଛି ଦୁଃଖ । କେଉଁଠି ମାଟିରେ ମିଶିଛି ଘର ତ ଆଉ କେଉଁଠି ଜଳବନ୍ଦୀରେ ଜୀବନ କାଟୁଛନ୍ତି ଲୋକେ । ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନେକଙ୍କ ଘରେ ପାଣି ପଶି…

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ଗଠନ ହେଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟି । ପରାମର୍ଶଦାତା କମିଟିର ସଦସ୍ୟ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ…

ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ଏହି ସହଜ ଯୋଗାସନ

ପ୍ରତିଦିନ ଗୋଟିଏ ସ୍ଥାନରେ ଗୋଟିଏ ଘଣ୍ଟା ବସି କାମ କରିବା, ଭୁଲ ଅବସ୍ଥାରେ ଶୋଇବା ଏବଂ ନିଷ୍କ୍ରିୟ ଜୀବନ ଶୈଳୀ ଯୋଗୁଁ ଜଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ବ୍ୟତୀତ ଶରୀରରେ ଷ୍ଟିଫ୍‌ନେସ୍ ବା ରକା ପଶିବା ଭଳି ସମସ୍ୟା…

ବରୀରେ ଲଜ୍ଜା: ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ଯାଜପୁର ବରୀରେ ଲଜ୍ଜା । ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୩ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ତେବେ ପୀଡିତାଙ୍କ ଜଣେ ପଡୋଶୀ ଏଭଳି କାଣ୍ଡ…

ବାଘ ନୁହେଁ ବଣଭୂଆଁ, ସ୍ପଷ୍ଟ କଲା ବନବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ…

ଜମ୍ମୁରେ ପୁଣି ଯବାନଙ୍କୁ ସଫଳତା, ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।…

ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ: ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି। ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।   ସୂଚନା ଅନୁସାରେ ଆଜି ସକାଳ ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭକରାଯାଇଥିଲା। ସେ ଦୁର୍ବଳ ଅନୁଭବ କରିବ ସହିତ ପେଟ ଓ…

ତିନି ଯୁବକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ବର: ବାତ୍ୟା ପରେ ଲଗାଣ ବର୍ଷା ଯୋଗୁ ବାଲେଶ୍ବରରେ  ଜଳବନ୍ଦୀ ପରସ୍ଥିତି ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ବନ୍ୟାରେ ବାଲେଶ୍ୱର ସହର ନିକଟ ଦହପଡ଼ାଠାରେ ବନ୍ୟା ପାଣିରେ ଭାସିଯାଇଥିବା ତିନି ଯୁବକଙ୍କୁ  ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏକ ରବର ବୋଟ ସାହାଯ୍ୟରେ ସେମାନଙ୍କୁ…