Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୈତ୍ରୀ ବିହାର ଗଣଦୁଷ୍କର୍ମ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କମିଶନର ଏସ୍‌.ଦେବଦତ୍ତ ସିଂହ । ତେବେ ଘଟଣାରେ ୨ ଜଣ ନୁହେଁ ବରଂ ୩ ଜଣଙ୍କର ସଂପୃକ୍ତି ଥିବା ନେଇ ସ୍ପଷ୍ଟ କରିଛନ୍ତି ସିପି ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ନାହିଁ ବାତ୍ୟା ଭୟ

ଭୁବନେଶ୍ବର: ଆଜି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ ବୋଲି ଆଜି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ…

ସଦଗୁରୁଙ୍କ ଆଶ୍ରମରେ ଯୁବତୀଙ୍କ ବ୍ରେନୱାସ?

ନୂଆଦିଲ୍ଲୀ: ବିବାଦରେ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ । ତଦନ୍ତ ପରିସରକୁ ଆସିଛି ଇଶା ଫାଉଣ୍ଡେସନ । ୧୫୦ ପୋଲିସ ଅଧିକାରୀ କୋଏମ୍ବାଟୁରରେ ଥିବା ଇଶା ଫାଉଣ୍ଡେସନ ଆଶ୍ରମରେ ପଶି ତନାଘନା କରିଛନ୍ତି । ଫାଉଣ୍ଡେସନ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଫୌଜଦାରୀ ମାମଲା ସଂପର୍କରେ…

୨୩ ବର୍ଷରେ ଶହିଦ ହୋଇଥିଲେ ଜବାନ ୫୬ ବର୍ଷରେ ମିଳିଲା ମୃତଦେହ..

ସିମଲା: ଅନେକ ଥର, ଆମେ ଜୀବନରେ ଏପରି ଘଟଣା ଦେଖୁ ଏବଂ ଶୁଣିଥାଉ ଯାହା ବିଶ୍ବାସ କରିବା କଷ୍ଟକର ହୋଇଯାଏ । କିନ୍ତୁ ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାର ନାନୌତ ଅଞ୍ଚଳର ଜଣେ ବାୟୁସେନା ଜବାନଙ୍କ ମୃତଦେହ ସିଆଚିନ୍ ଗ୍ଲେସିଅର୍ ନିକଟରୁ ପ୍ରାୟ ୫୬ ବର୍ଷ ପରେ ଉଦ୍ଧାର କରାଯାଇଛି । ଏହି ଘଟଣା…

ପୁଣି କ୍ୟାପଟେନସି ଛାଡିଲେ ବାବର : ସୋସିଆଲ ମିଡିଆରେ ପରିହାସର ପାତ୍ର

ନୂଆଦିଲ୍ଲୀ: ପୁଣି ଥରେ ଭୁଲ୍ କାରଣରୁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ । ଚର୍ଚ୍ଚା ହେଉଛି ବାବର ଆଜମଙ୍କୁ ନେଇ । ଖରାପ ବ୍ୟାଟିଂ ଫର୍ମ ନେଇ ବାବର ଆଜମ କଡା ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ଏବେ ପାକିସ୍ତାନ ହ୍ୱାଇଟ ବଲ୍ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦିନିକିଆ ଓ…

ଶ୍ରୀମୟୀଙ୍କୁ ଅସମ୍ମାନ…କହିବା ଲୋକ କିଏ?

ଭୁବନେଶ୍ବର: ଶଙ୍ଖଭବନରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅସମ୍ମାନ ! ମନ୍ମଥ ରାଉତରାୟ ଓ ପ୍ରଦୀପ ସାହୁ କଲେ ଅସମ୍ମାନ ! ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଅସମ୍ମାନ କରିଥିବା…

ବିଜେଡି ପଦଯାତ୍ରା: ସଂପର୍କ ଯୋଡିବ ନା ଫାଟ ଦିଶିବ

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ ମଜଭୁତ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । କାରଣ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ନବରଙ୍ଗପୁରରୁ ଭୁବନେଶ୍ବର,…

ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନବନିଯୁକ୍ତ ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବନିଯୁକ୍ତ ଦୁଇ ଆଇପିଏସ୍ ଅଧିକାରୀ ଏବଂ ଜଣେ ଓପିଏସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବୁଧବାର ନିର୍ଦ୍ଦେଶ ଦିଆଯାଇଛି। ପାର୍ବନ ଋତୁକୁ ଦୃଷ୍ଟିରେ ରଖି ଯୋଗଦାନ ସମୟ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ନେବାକୁ ବିଜ୍ଞପ୍ତିରେ କୁହାଯାଇଛି। କେନ୍ସିଙ୍ଗା ଏସଡିପିଓ…

ପାଣି ଭିତରକୁ ଖସିପଡିଲା ବାୟୁସେନା ହେଲିକପ୍ଟର…

ପାଟନା: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ବନ୍ୟା ପାଣିକୁ ଖସିପଡ଼ିଛି । ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବାବେଳେ ହେଲିକପ୍ଟରଟି ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ…

ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ

ଜୟପୁର: ରାଜସ୍ଥାନର ଅନେକ ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ନେଇ ଚିଠି ପାଇବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇପଡିଛନ୍ତି। ହନୁମାନଗଡର ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ୟାର ଲାଲ ମୀନା କହିଛନ୍ତି ଯେ ହନୁମାନଗଡ ଷ୍ଟେସନ ମାଷ୍ଟରଙ୍କ ନିକଟକୁ କେହି ଅଜ୍ଞାତ ବ୍ୟକ୍ତି ଏକ…