Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା…

ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଲେ ଦୁର୍ବୃତ୍ତ

ଦଶପଲ୍ଲା: କେନ୍ଦୁପତ୍ର ଫଡ଼ିରେ ପଶି ଲୁଟିନେଲେ କେନ୍ଦୁପତ୍ର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟାଞ୍ଚଳ ସାକେଣି କେନ୍ଦୁପତ୍ର ଫଡ଼ିରେ ପଶି ଆତଙ୍କ ଖେଳାଇଲେ ୧୦ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଇଥିବା ଅଭିଯୋଗ। କାମ କରୁଥିବା ଲୋକଙ୍କ ମୋବାଇଲ ମଧ୍ୟ ଛଡ଼ାଇ…

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ: ସପ୍ତାହ ମଧ୍ୟରେ ୫ ମୃତ, ୩୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡା: ଥମୁନି ଝାଡାବାନ୍ତି ଆତଙ୍କ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର ପରେ ଏବେ ରାୟଗଡାରେ ବ୍ୟାପି ଚାଲିଛି ଝାଡାବନ୍ତି। ରାୟଗଡ଼ା ଜିଲ୍ଲା ଦୁର୍ଗାପାଙ୍ଗାରେ ମହାମାରୀର ରୂପ ନେଉଛି ଝାଡ଼ାବାନ୍ତି । ସପ୍ତାହ ମଧ୍ୟରେ ଗଲାଣି ୫ ଜଣଙ୍କ ଜୀବନ। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ…

ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ: ଓଡ଼ିଶାର ସ୍ୱାର୍ଥ ପାଇଁ ଦଳର ରଣହୁଙ୍କାର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ। ଓଡ଼ିଶାର ସ୍ୱାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ…

ଉପନିର୍ବାଚନ ଦେଖିପାରେ ଯାଜପୁର ବିଧାନସଭା, ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କହିଲେ ପ୍ରଣବ

ଯାଜପୁର: ଯାଜପୁର ବିଧାନସଭା ଦେଖିପାରେ ଉପନିର୍ବାଚନ, ଇସାରା ଦେଲେ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ (ବବି)। ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ପଦଯାତ୍ରା…

ସମଲେଶ୍ଵରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠା ମନା

ସମ୍ବଲପୁର: ସମଲେଶ୍ଵରୀ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ସମ୍ବଲପୁର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରିଲ୍ସ ଏବଂ ପ୍ରି ୱେଡିଂ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା…

ଶୁକ୍ର ମିଶନ ନେଇ ତାରିଖ ଘୋଷଣା

ନୂଆଦିଲ୍ଲୀ: ଶୁକ୍ର ମିଶନ ନେଇ ତାରିଖ ଘୋଷଣା କରିଛି ଇସ୍ରୋ। ଶୁକ୍ର ଗ୍ରହ ପାଇଁ 'ଶୁକ୍ର ଅର୍ବିଟର୍ ମିଶନ୍' ଘୋଷଣା କରାଯାଇଛି। ଏହି ମିଶନ ୨୮ ମାର୍ଚ୍ଚ ୨୦୨୮ରେ ଆରମ୍ଭ ହେବ ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହି ମିଶନର ଲକ୍ଷ୍ୟ ହେଉଛି ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଭୂମି ଏବଂ…

ଅତି ଭୟଙ୍କର ରୋଗ ଦୂର କରେ ଏକ ବୋତଲ ବିଅର, ପଢନ୍ତୁ..

ନୂଆଦିଲ୍ଲୀ: ଏକ ବୋତଲ ବିୟରରେ ୮ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ଅଛି ଯାହା ଏକ ନୂତନ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ଥଣ୍ଡା ବିୟର ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଯେଉଁ ପୁରୁଷମାନେ ରାତିରେ ରାତ୍ରି ଭୋଜନ ସହିତ ଏକ ବୋତଲ ବିୟର…

ଜାତିସଂଘ ସଚିବଙ୍କୁ ବ୍ୟାନ କଲା ଇସ୍ରାଏଲ୍, ଦେଶରେ ପଶିପାରିବନି… 

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲ୍ ବ୍ୟାନ କରିଦେଇଛି। ଏହି ପ୍ରତିବନ୍ଧକ ପରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଆଉ ଇସ୍ରାଏଲ୍ ଯାଇପାରିବେ ନାହିଁ। ଏନେଇ ଇସ୍ରାଏଲ୍ କହିଛି ଯେ ଆଣ୍ଟୋନିଓ ଗୁଟେରସ ମିଳିତ ଜାତିସଂଘର…

ଆମାଜନ ନାମରେ ବଡ ଠକେଇ; ସାମ୍ନାକୁ ଆସିଲା ଚକିତ କଲାପରି ଖବର

ନୋଏଡା: ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ ନାମରେ ଏକ ନୂଆ ପ୍ରକାରର ଠକେଇ ଚାଲୁଥିବା ଖବର ସାମ୍ନାକୁ ଆସିଛି । ଡେଲିଭରି ବଏମାନେ ଏପରି ଜିନିଷ ନେଇକି ଗ୍ରାହକଙ୍କ ଘରେ ପହଂଚିଯାଉଛନ୍ତି ଯାହା ଗ୍ରାହକ ଅର୍ଡର କରିନାହାଁନ୍ତି । ଯେତେବେଳେ ଏହି ଡେଲିଭରି ବଏମାନେ ଲୋକଙ୍କ ଘରେ ପହଞ୍ଚୁଛନ୍ତି,…