Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହବିଷ୍ୟାଳୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ପବିତ୍ର କାର୍ତ୍ତିକ ମାସ । ଏହି ମାସରେ ହବିଷ୍ୟାଳୀ ମାନଙ୍କର ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ଏନେଇ ଧନରାଶି ଅନୁମୋଦନ ହେବା ସହିତ ହବିଷ୍ୟାଳୀ ମା'…

ଦେଶରେ ଏବେ ସୁଦ୍ଧା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ସରିଛି ଏତିକି ରାସ୍ତା..

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ରାସ୍ତା ନିର୍ମାଣ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ମଙ୍ଗଳବାର ପାନୀୟ ଜଳ ଏବଂ ପରିମଳ ବିଭାଗର ସଚିବ ବିନୀ ମହାଜନ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ୪୦ ହଜାର କିଲୋମିଟର ଗ୍ରାମୀଣ ରାସ୍ତା…

ବୁଲଡୋଜର ଆକ୍ସନ: ଅପରାଧୀଙ୍କ ଘର ଭାଙ୍ଗିବା ଉପରେ ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବୁଲଡୋଜରଙ୍କ ଆକ୍ସନ ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ, ସେ ଯେତେବଡ ଅଭିଯୁକ୍ତ ହେଉ ପଛେ ତାର ଘର ଭଙ୍ଗାଯିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ…

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ନଭେମ୍ବର ୧୯ ତାରିଖରେ ମାମଲାର…

ବଢି ବଢି ଚାଲିଛି ଏଭରେଷ୍ଟର ଉଚ୍ଚତା

ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶିଖରର ମାନ୍ୟତା ପାଇଛି। କିନ୍ତୁ ଆପଣ ଜାଣନ୍ତି କି ଏଭରେଷ୍ଟ ପର୍ବତର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମାଉଣ୍ଟ ଏଭରେଷ୍ଟର ଲମ୍ବ ୮.୮୪ରୁ ୮.୮୫ କିଲୋମିଟରକୁ ବୃଦ୍ଧି ପାଇଛି। ନେଚର ଜିଓସାଇନ୍ସ ପତ୍ରିକାରେ ଏହି ରିପୋର୍ଟ…

‘ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ଧରି ଦେଶକୁ ଲୁଟିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏକ ନୃତ୍ୟ-ଗୀତ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ଯାହାକୁ ନେଇ ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଛନ୍ତି ।…

ଏହି କାରଣ ପାଇଁ ସ୍ଥଗିତ ରହିଲା ଲଡୁ ବିବାଦର ଏସଆଇଟି ତଦନ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦ ମାମଲା । ଘଟଣାରେ ଚାଲିଥିବା ଏସଆଇଟି ତଦନ୍ତକୁ ଆଜି ସ୍ଥଗିତ ରଖାଯାଇଛି । ଆସନ୍ତା ୩ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିବେ । ତେଣୁ ଶୁଣାଣି ନହେବା ପର୍ଯ୍ୟନ୍ତ ଏସଆଇଟି ତଦନ୍ତ ହୋଇପାରିବ ନାହିଁ ବୋଲି…

ହିଜବୋଲ୍ଲାର ପିଛା ଛାଡୁନି ଇସ୍ରାଏଲ : ଏବେ ସ୍ଥଳଭାଗରେ ପଶି ମାରିବ

ନୂଆଦିଲ୍ଲୀ: ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କଲା ପରେ ମଧ୍ୟ ଶାନ୍ତିରେ ବସିନାହିଁ ଇସ୍ରାଏଲ । ଆକାଶମାର୍ଗରୁ ଦକ୍ଷିଣ ଲେବାନନ ଉପରେ ଆକ୍ରମଣ କରି ହିଜବୋଲ୍ଲା ଆଡ୍ଡା ଓ ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କଲା ପରେ ଏବେ ଆରମ୍ଭ କରିଛି ଗ୍ରାଉଣ୍ଡ୍ ଅପରେସନ । ହିଜବୋଲ୍ଲାର ଗଡ କୁହାଯାଉଥିବା…

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା l ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ l ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ l ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା l ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ…

ଭଦ୍ରକ ଅଶାନ୍ତି…ବଢିଲା ରାଜନୀତି

ଭୁବନେଶ୍ବର: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ, ଅଶାନ୍ତ ଭଦ୍ରକ। ଧୁଷୁରୀ, ପାଳିଆବିନ୍ଧା ଏବଂ ପରେ ଧାମନଗର ଓ ଭଦ୍ରକ । ମାସେ ଭିତରେ ଜିଲ୍ଲାରେ ତିନିଟି ସାଂପ୍ରଦାୟିକ ଅଶାନ୍ତି ଘଟଣା ସାମନାକୁ ଆସିଛି। ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛି ବିଜେଡି। ସରକାରଙ୍କ କାର୍ଯ୍ୟଦକ୍ଷତାକୁ…