Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଉଁ ଦେଶରେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି ମହିଳା…

ନୂଆଦିଲ୍ଲୀ: କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଅଭିଯୋଗ ସାମନାକୁ ଆସିବା ପରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଅପରାଧ ହାର, ସର୍ବସାଧାରଣ ପରିବହନ ସ୍ଥିତି, ରାତି ସମୟରେ ସୁରକ୍ଷା, ଆଇନ ବ୍ୟବସ୍ଥା ଓ ସାମାଜିକ…

ତିରୁପତି ମନ୍ଦିରର ଲଡୁ ବିବାଦ: ‘୨୧୯ଟି ମନ୍ଦିରକୁ ଅପବିତ୍ର କରାଯାଇଛି’

ଅମରାବତୀ: ତିରୁପତି ମନ୍ଦିରର ଲଡୁ (ପ୍ରସାଦ)ରେ ମାଛ ତେଲ ଓ ଘୁଷୁରୀ ଚର୍ବି ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ୧୧ ଦିନିଆ ପ୍ରାୟଶ୍ଚିତ ଯାତ୍ରାରେ ଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ "ପ୍ରାୟଶ୍ଚିତ ଦୀକ୍ଷା" ସମ୍ପର୍କରେ ଏକ ବୟାନ…

ଚଳନ୍ତା ବସରେ ଅଗ୍ନିକାଣ୍ଡ, ୨୫ ଛାତ୍ରଛାତ୍ରୀ ଜଳିଗଲେ

ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡରେ ୪୪ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ତେବେ ଅଗ୍ନିକାଣ୍ଡର କାରଣ…

ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା ଲାଗୁ ହେବ । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାରଙ୍କ ସହ…

ମ୍ୟୁଜିକ୍ କିପରି ଥେରାପି ଭଳି କାମ କରେ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କିପରି ହୋଇଥାଏ ଲାଭଦାୟକ

କଥାରେ ଅଛି, 'ସାତ ସୁରେ ବନ୍ଧା ଏ ଜୀବନ...।' ବାସ୍ତବରେ ସଂଗୀତ ବିନା ଜୀବନ ରଙ୍ଗହୀନ। ସଂଗୀତ ଜୀବନରେ ଭରେ ପ୍ରାଣ। ଅନେକ ସମୟରେ ଗୀତ ଗାଇ ଗାଇ କିମ୍ବା ଶୁଣି ଶୁଣି ରୋଗୀର ଅସ୍ତ୍ରୋପଚାର ହେଉଥିବାର ଖବର ସାମ୍ନାକୁ ଆସେ। ଏହାର ଅର୍ଥ ସଂଗୀତ ମଧ୍ୟ ଜୀବନରୁ ଯନ୍ତ୍ରଣା ହରିନିଏ। ତେଣୁ ମଣିଷ…

ୟା’ଙ୍କୁ ଶିକ୍ଷକ କିଏ କଲା? ଚୁଟି ଧରି ଟାଣି ଆଣିଲେ, ତା ପରେ……

ଅହମ୍ମଦାବାଦ୍: ଛାତ୍ରଟିକୁ ବସିଥିବା ସିଟରୁ ଚୁଟି ଧରି ଟାଣି ଆଣିଲେ ଶିକ୍ଷକ । ତା ପରେ ନିର୍ଦ୍ଧୂମ ଛେଚିଲେ । ପିଲାଟି- ସାର୍ ଛାଡି ଦିଅନ୍ତୁ….ସାର୍ ଛାଡି ଦିଅନ୍ତୁ….ବୋଲି ଚିତ୍କାର କରୁଥିଲା, ହେଲେ ତଥାପି ମାଡ ଉପରେ ମାଡ କୁହୁରେଇ ଚାଲିଥିଲା ନିଷ୍ଠୁର ଶିକ୍ଷକ । ଏମିତି କିଛି…

ଶକ୍ତ ହେଲେ ସରକାର: ସରକାରୀ କର୍ମଚାରୀଙ୍କୁ ଏ ମାସରେ ମିଳିବନି ଦରମା

ଲକ୍ଷ୍ନୌ: ଏ ମାସରେ ୩୯ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ମାସିକ ଦରମା । ଶକ୍ତ ହେଲେ ଯୋଗୀ ସରକାର । ରୋକ୍ ଠୋକ୍ ଶୁଣାଇଦେଲେ । ତେବେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ତରଫରୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ମାନବ ସମ୍ପଦ ପୋଟାର୍ଲରେ ନିଜ ନିଜର ସ୍ଥାବର ଓ ଅସ୍ଥାବର…

ଆସନ୍ତା ୪ରେ ବନ୍ଦ ରହିବ କୋରାପୁଟ

କୋରାପୁଟ: ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାରେ ଠପ୍ ହେବ ସେବା । ବନ୍ଦ ରହିବ ଜିଲ୍ଲାର ଚକ ଅଖ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ ବିଭିନ୍ନ ସଂଗଠନ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ କୋରାପୁଟରେ ବିଭିନ୍ନ ସଂଗଠନମାନେ…

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ

କେନ୍ଦ୍ରାପଡା: ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର। ଏକ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ କରିବା ପାଇଁ  ୫ ହଜାର ଟଙ୍କା ମାଗି ହଟହଟା ହେଲେ…