Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଶା ରାଜ୍ୟପାଳଙ୍କୁ ନେଇ ଜୋରଦାର ଚର୍ଚ୍ଚା, ଜାଣନ୍ତୁ କାରଣ

ଭୁବନେଶ୍ୱର/ରାଞ୍ଚି: ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଆଉ ଏହି ସମୟରେ ସମସ୍ତ ଦଳର ଫକୋସ୍ ଏବେ ଝାଡଖଣ୍ଡ ଉପରେ। ଝାଡ଼ଖଣ୍ଡ ହାତେଇବା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଏହାରି ଭିତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି…

ଦାୟିତ୍ୱ ନେଲେ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ଚିଫ୍ ମାର୍ଶଲ ଅମର ପ୍ରତ ସିଂହ। ପୂର୍ବରୁ ସେ ବାୟୁସେନାର ଉପମୁଖ୍ୟ ଥିଲେ। ବିଦାୟୀ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚୌଧୁରୀ ଦୀର୍ଘ ୩…

ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ଫ୍ୟାନ୍ସଙ୍କ ପ୍ରାର୍ଥନା

ଚେନ୍ନାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା…

କଡ଼ା ସୁରକ୍ଷାରେ ଜମ୍ମୁ-କାଶ୍ମୀରରେ ଚାଲିଛି ଶେଷ ପର୍ଯ୍ୟାୟ ଭୋଟିଂ

ଶ୍ରୀନଗର:ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ। କଡା଼ ସୁରକ୍ଷାରେ ଚାଲିଛି ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ଶେଷ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି। ୭ ଜିଲ୍ଲାର ୪୦ ସିଟ୍‌ରେ ଚାଲିଛି ମତଦାନ। ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ବାରା ୪,୬୭୧ କୋଟି ପୁଞ୍ଜିନିବେଶରେ ହେବାକୁ ଅକ୍ଷୟଶକ୍ତି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ମୋଟ ୭୪୯.୯ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୪,୬୭୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସପ୍ତମ…

ଗୋରାପୁର-ଦର୍ଲିପୁର ସେକ୍ସନ ଦୋହରୀକରଣ; ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧି

ଭୁବନେଶ୍ବର: ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ…

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ ହେବ

ଭୁବନେଶ୍ୱର: ଅକ୍ଟୋବର ୫ ସୁଦ୍ଧା କଟକ ଓ ଭୁବନେଶ୍ବରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା ଆଉ ଅଳ୍ପଦିନ…

ପୁଣି ମୁଣ୍ଡ ନୁଆଁଇଲା କାଙ୍ଗାଳ ପାକିସ୍ତାନ: ସର୍ତ୍ତ ବଦଳରେ ଆଇଏମଏଫ୍ ଦେଲା ଋଣ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ । ଋଣ ଭାରରେ ବୁଡି ରହିଛି ଦେଶ । ଦେବାଳିଆ ଭଳି ସ୍ଥିତି । ଚୀନ୍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଠାରୁ ଋଣ ମିଳୁଛି ସତ, କିନ୍ତୁ ସର୍ତ୍ତରେ । ଦିନକୁ ଦିନ ପାକିସ୍ତାନର ଆର୍ଥିକ ଦୁର୍ଗତି ବଢୁଥିବା ବେଳେ ଏବେ ପୁଣି ଋଣ ଦେଇଛି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କ ଠାରୁ ଭିନ୍ନ ହୋଇଥିବା ପୁଅକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ…

ତେଲକୋଳେଇ ଥାନା ମାମଲା: ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ

କଟକ: ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣା । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ । ଖବର ମୁତାବକ, ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ପୂରଣ…