Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…

ନୋଟରେ ଗାନ୍ଧୀଙ୍କ ବଦଳରେ ଅନୁପମଙ୍କ ଫଟୋ, ଜବତ ହେଲା କୋଟିଏରୁ ଅଧିକ ନକଲି ନୋଟ

ଅହମ୍ମଦାବାଦ୍: ଜବତ କଲା ପୋଲିସ୍ ବିଡା ବିଡା ନୋଟ୍ । ହଜାର ନୁହେଁ କି ଲକ୍ଷେ ନୁହେଁ ପୋଲିସ୍ ହାତରେ ଲାଗିଛି ଏକ କୋଟିରୁ ଉର୍ଦ୍ଧ୍ବ ନକଲି ନୋଟ୍ । ହେଲେ ଏ ନକଲି ନୋଟ ଜବତରେ ସବୁଠୁ ରୋଚକ କଥା ହେଉଛି ଏହି ନୋଟରେ ଗାନ୍ଧିଙ୍କ ବଦଳରେ ରହିଛି ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ ।…

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ଫାଲକେ ସମ୍ମାନରେ ସମ୍ମାନିତ…

ଚନ୍ଦ୍ର ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ, କମିଥିଲା ତାପମାତ୍ରା…

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। କୋଭିଡ ଲକଡାଉନ ଯୋଗୁ ବିଶ୍ୱରେ ଲକଡାଉନ୍ ମଧ୍ଯ କରାଯାଇଥିଲା। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ…

ବିଜେଡି ବିବାଦରେ ଆକ୍ସନ: ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର…

ଟ୍ବିନ୍ ସିଟି ଦାୟିତ୍ବଭାର ଗ୍ରହଣ କଲେ ଦେବଦତ୍ତ ସିଂହ

ଭୁବନେଶ୍ବର: ନୂଆ ପୋଲିସ୍ କମିଶନର ବା ସିପି ଭାବେ ଦାୟିତ୍ବ ନେଲେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ପୂର୍ବତନ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବଦତ୍ତ ସିଂହ । ତେବେ ଗତକାଲି ଆଇପିଏସ୍ ସ୍ତରରେ ବଡ ଅଦଳିବଦଳି କରିଥିଲେ ରାଜ୍ୟ ସରକାର ।…

ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଲିଲା ଇନଭର୍ଟର । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ ଘଟିଛି । ଯେଉଁ…

‘ନବୀନଙ୍କ ସମୟରେ ହିଁ ବଦଳିଛି ନଗଡା ଚିତ୍ର’

ଭୁବନେଶ୍ବର: ରବିବାର ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ଓ ସୁପ୍ରିମୋଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ…

ଖୋଲିବ ସବୁ ସତ: ଭରତପୁର ଘଟଣାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ବର: ଆରମ୍ଭ ହେଲା ରାଜଧାନୀର ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ଏନେଇ ଆରମ୍ଭ ହୋଇଛି ବିଚାର ବିମର୍ଷର ପ୍ରଥମ ବୈଠକ । ଏଥିସହିତ ଏହି ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ…

ରାଜଧାନୀରୁ ଜବତ ହେଲା କୋକେନ୍ ସହ ବିପୁଳ ଗଞ୍ଜେଇ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଜବତ ହେଲା ୫୦୦ କୋଟିର କୋକେନ୍ । ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ କରିଛି ଦିଲ୍ଲୀ ଟିମ୍ । ଖାଲି କୋକେନ୍ ନୁହେଁ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଦିଲ୍ଲୀ ନାର୍କୋର ସ୍ବତନ୍ତ୍ର ଟିମର ଚଢାଉ ବେଳେ ଘଟଣାସ୍ଥଳରୁ…