Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଘ ଛାଲ ଜବତ, ୫ ଶିକାରୀ ଗିରଫ

ଖଡିଆଳ: ପୁଣି ଖଡ଼ିଆଳ ବନବିଭାଗକୁ ସଫଳତା । ୫ ଜଣ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ନଖ, ସମ୍ବର ଶିଙ୍ଗ, ହାଇନା ଦାନ୍ତ, କିଛି ପକ୍ଷୀଙ୍କ ପର ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଧନୁତୀରକୁ ଜବତ୍ କରି ଗିରଫ…

ଷଡ଼ଯନ୍ତ୍ରକାରୀ କିଏ ?

ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବିରୋଧରେ କିଏ କରୁଛି ଷଡ଼ଯନ୍ତ୍ର? ଭରତପୁର ଥାନାରେ ଏତଲା । ଅଭିଯୋଗର ଟାଇମିଂକୁ ନେଇ ବର୍ଷିଲେ ଅଜୟ କୁମାର । ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାରୁ ଜାଣିଶୁଣି ତାଙ୍କ ବିରୋଧରେ ଏତଲା ଦିଆଯାଇଥିବା ଅଜୟ କୁମାର କହିଛନ୍ତି। ରାଜନୈତିକ…

‘ପିସିସି ଗଠନ ପରେ କଂଗ୍ରେସରେ ସାମିଲ ହେବେ ବହୁ ବିଜେଡି ନେତା’

ଭୁବନେଶ୍ବର; ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେକୁ ମିଳିବ ମୁଖୁଆ । ଏନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତି ଚୟନ କରିବେ । ଏଥିପାଇଁ ଏଆଇସିସିର ଦୁଇ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।  ଦଳର ତୃଣମୂଳ…

ମୃତ୍ୟୁ ପାଇଗଲା ବାଟ: ସାମ୍ନାକୁ ଆସିଲା ହମାସ ମୁଖ୍ୟଙ୍କ ମୃତ୍ୟୁ ପୂର୍ବର ଶେଷ ମୁହୂର୍ତ୍ତ

ନୂଆଦିଲ୍ଲୀ: ହମାସ ମୁଖ୍ୟ ସିନଓ୍ବାରଙ୍କୁ ମାରି ଗଡାଇଛି ଇସ୍ରାଏଲ । ଇସ୍ରାଏଲ ଅକ୍ଟୋବର ୭ ଆକ୍ରମଣ ପଛରେ ମାଷ୍ଟର ମାଇଣ୍ଡ କୁହାଉଥିବା ହମାସ ମୁଖ୍ୟ ୟାହା ସିନଓ୍ବାରଙ୍କୁ ଗୁରୁବାର ଏକ ଅପରେସନରେ ଇସ୍ରାଏଲ ସେନା ନିହତ କରିଥିବା ଦାବି କରିଛି । ତେବେ ଇସ୍ରାଏଲ ସେନାଙ୍କ ଠାରୁ ବଞ୍ଚିବାକୁ ଏକ…

ଭରତପୁର ଥାନା ଘଟଣା: କେବେ ଜଣାପଡିବ ସତ?

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ କେବେ ସତ ଉପରୁ ପରଦା ହଟିବ ତାହାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା ? ପୋଲିସ୍ ସତ କହୁଛି ନା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ? ଯାହାର ନ୍ୟାୟିକ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ଭରତପୁର…

ଭୁଶୁଡିଲା ସୁଉଚ୍ଚ ତୋରଣ: ଚାପି ହୋଇଗଲା ବାଇକ୍, କାର୍

କଟକ: ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି । ତେବେ ଚଳିତ ବର୍ଷ…

ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ଆଖିରେ କ’ଣ ପାଇଁ ବନ୍ଧାହୋଇଥିଲା ପଟ୍ଟି, ଜାଣନ୍ତୁ କାରଣ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନ୍ୟାୟର ଦେବୀଙ୍କର ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତିରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଏହି ପ୍ରତିମୂର୍ତ୍ତିରେ ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧାଯାଇଥିବା ପଟ୍ଟିକୁ ହଟାଇ ଦିଆଯାଇଛି । ଆହୁରି ମଧ୍ୟ, ବର୍ତ୍ତମାନ ଖଣ୍ଡା…

ସାତକୋଶିଆରେ ଶୁଭିବ ମହାବଳ ଗର୍ଜନ: ସତ ହେବ ତ ସପନ?

ଭୁବନେଶ୍ବର: ପୁଣି ସାତକୋଶିଆରେ ଶୁଭିବ ମହାବଳ ଗର୍ଜନ । ବ୍ୟାଘ୍ର ପୁନରୁଦ୍ଧାର ଯୋଜନାରେ ସାତକୋଶିଆକୁ ଆସିବେ ୧୨ରୁ ୧୪ଟି ମହାବଳ ବାଘ । ମହାବଳ ଶୂନ୍ୟ ସାତକୋଶିଆ ପୁଣି ମହାବଳ ଗର୍ଜନରେ ଫାଟି ଉଠିବ ବୋଲି କହିଛନ୍ତି ବନବିଭାଗ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏନେଇ ନନ୍ଦ କହିଛନ୍ତି,…

ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଜୟ । ତେବେ ଏନେଇ ଅଜୟ…

ଆନ୍ଦୋଳନରୁ ଉଠିଲେ ହବିଷ୍ୟାଳି: ସମସ୍ତଙ୍କ ପାଇଁ ହେଲା ବ୍ୟବସ୍ଥା..

ପୁରୀ: ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳି । ଜିଲ୍ଲା ପ୍ରଶାସନଙ୍କ ହସ୍ଥକ୍ଷେପ ଓ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳିମାନେ । ଏଥିସହିତ ବୃନ୍ଦାବତୀ ନିବାସ ତଳ ବେସମେଣ୍ଟକୁ ଅଣପଞ୍ଚିକୃତ ହବିଷ୍ୟାଳିମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଅନେକ ଦ୍ବନ୍ଦ୍ବ ଭିତରେ…