Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶିଶୁ ଯୌନ ଶୋଷଣ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟକୁ ରାଜ୍ୟ ସରକାରଙ୍କ ସମର୍ଥନ

ଭୁବନେଶ୍ୱର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ…

କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ହେଲା ଜିପିଆର୍‌ ସର୍ଭେ

କୋଣାର୍କ: ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ବରେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର (ଜିପିଆର୍) ସର୍ଭେ ଆରମ୍ଭ ହୋଇଛି । ଏହି ପଦ୍ଧତ୍ତି ମାଧ୍ୟମରେ ମାଟି ତଳେ ୧୫ ମିଟର ପର୍ଯ୍ୟନ୍ତ ସ୍କାନ କରାଯାଇଛି । ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ…

୪ ହଜାରରୁ ଉର୍ଦ୍ଧ୍ବ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

ବରଗଡ: ବରଗଡ ସହରରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ନିଶା କରବାର । ଏହାକୁ ରୋକିବା ଦିଗରେ ପୋଲିସ ମଧ୍ୟ ନୂତନ କୌଶଳ ଆପଣେଇ ନିଶା ବେପାରୀ ମାନଙ୍କୁ ଧରିବାରେ ସଫଳ ହୋଇଛି l ତେବେ ବରଗଡ଼ ରିଜର୍ଭ ପୋଲିସ ଛକରେ ବ୍ୟାପକ ମାତ୍ରାରେ କଫ ସିରପ ଜବତ କରିଛି ଟାଉନ ପୋଲିସ । ସୋମବାର ଦିନ…

କ୍ଷୀରରେ ଅପମିଶ୍ରଣ, ଚଢାଉ ପରେ ତନାଘନା

କଟକ: ପୂର୍ବରୁ ଅନେକ ସମୟରେ ଘିଅ, ଖାଇବା ତେଲ, ମସଲାଗୁଣ୍ଡ, ହଳଦୀ ଗୁଣ୍ଡ ତ ପୁଣି କେବେ ଅନେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହାକୁ କିଣି ଖାଉଛନ୍ତି ଲୋକେ । ଫଳରେ ନା ନା ରୋଗରେ ପୀଡିତ ହେଉଛନ୍ତି । ସେହିପରି ପୁଣି ଏକ ନକଲି ସାମଗ୍ରୀ ସାମ୍ନାକୁ ଆସିଛି…

ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଚିହ୍ନଟ। କେରଳର ମାଲାପୁରମ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସର କ୍ଲେଡ୍ ୧ ବି ଷ୍ଟ୍ରେନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଯୁବକ ଜଣକ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଫେରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥା…

ଦରଦାମ କଥା ଉଠାଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି । କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି । ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ବିକାଶ ଯଥା, ମେଡିକାଲ କଲେଜ,…

ଜିଲ୍ଲା ବୁଲିଲା ବେଳେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ଜିଲ୍ଲା ଜିଲ୍ଲା ଯାଇ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ତିଆରି ହେବ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ । ଏନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି,…

ସିସିଟିଭିରେ ଭରତପୁର ସତ !

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଜଟିଳ ରୂପ ନେଉଛି । ଘଟଣା ରାତି ଓ ପରବର୍ତ୍ତୀ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୀଡିତା ଥାନାକୁ ଆସିବା ପୂର୍ବରୁ ଯାଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ…

ଭାରତରେ ଧନୀଙ୍କ ଯୋଗୁଁ ବଢିଛି ମହଙ୍ଗା ମଦର ବିକ୍ରି

ନୂଆଦିଲ୍ଲୀ: ଭାରତର ବଢୁଥିବା ଧନୀ ଶ୍ରେଣୀ ଲୋକଙ୍କ ପାଇ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି ଘଟିଛି। ସ୍ୱିଜରଲ୍ୟାଣ୍ଡର ଜଣେ ଅନୁସନ୍ଧାନକାରୀଙ୍କ ଅନୁଯାୟୀ ସ୍କଚ୍ ହ୍ୱିସ୍କି ଏବଂ ସଫ୍ଟ ୱାଇନ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି, ଯାହା ଆମେରିକା ଏବଂ ଚାଇନାରେ ବ୍ୟବହାର…

ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ

ଭୁବନେଶ୍ବର: ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରାଜଧାନୀର ଭରତପୁର ଥାନା । ଆଜି ଥାନାରେ ହୋମ-ଯଜ୍ଞ ସହ ପୂଜାପାଠ କରିଛନ୍ତି ନୂଆ ଆଇଆଇସି ଭାବେ ଯୋଗ ଦେଇଥିବା ଦୀପକ ଖଣ୍ଡାୟତ ରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ନୂଆ…