Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଗଦର’ର ପ୍ରଥମ ଭାଗକୁ ମନେ ପକାଇବ ‘ଲାହୋର ୧୯୪୭’, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଆମୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାହୋର ୧୯୪୭ ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆମୀର ଖାନ, ରାଜକୁମର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ…

୭ କିଲୋମିଟର ଭାରରେ ବୁହା ହେଲେ ରୋଗୀ

ନବରଙ୍ଗପୁର: ବର୍ଷା ହେଉଥିଲା ତୁହାକୁ ତୁହା । ଏଣେ ଜ୍ଵରରେ କମ୍ପୁଥିଲା ଶରୀର । ଡାକ୍ତରଖାନା ନେବା ଲାଗି ବାଟ ପାଇନଥିଲେ ପରିବାର ଲୋକେ । ଶେଷରେ ଭାର କରି ଜଙ୍ଗଲିଆ କାଦୁଅ ପଚପଚ ରାସ୍ତାରେ ୭ କିଲୋମିଟର ବୋହିଲେ । ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ନବରଙ୍ଗପୁର…

ହରିୟାଣା ହୃଦୟରେ କିଏ?

ନୂଆଦିଲ୍ଲୀ: ହରିୟାଣାରେ ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ। ସାଧାରଣ ନିର୍ବାଚନ ପରେ ହେବାକୁ ଥିବା ହରିୟାଣା ନିର୍ବାଚନରେ କିଏ କରିବେ ବାଜିମାତ୍? ହରିୟାଣାର ହୃଦୟରେ କିଏ? ଗତ ଲୋକସଭା ନିର୍ବାଚନରେ ହରିୟାଣାର ମୋଟ୍ ୧୦ଟି ସିଟ୍ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ଜିତିଛନ୍ତି ।…

ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଏପରି କହିଲେ ରାହୁଲ…

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଏବଂ ଆରଏସଏସ ଉପରେ କଡ଼ା ଆକ୍ରମଣ କରିଛନ୍ତି । ଏହା ବ୍ୟତୀତ ରାହୁଲ ଆଗାମୀ ହରିୟାଣା, ଜମ୍ମୁ-କଶ୍ମୀରରେ ହେବାକୁ ଥିବା ନିର୍ବାଚନରେ କିଏ ଜିତିବ ସେନେଇ ଭବିଷ୍ୟବାଣୀ…

ସଙ୍କଟରେ ହାତୀ-ବାଘ: ୧୦ ବର୍ଷରେ ଗଲେଣି ୫୫ ବାଘ, ୭ଶହରୁ ଅଧିକ ହାତୀ

ଭୁବନେଶ୍ବର: ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ଜୀବଜନ୍ତୁ । ବିଶେଷ କରି ହାତୀ ଓ ବାଘ । ସେ ପ୍ରାକୃତିକ ହେଉକି କୃତ୍ରିମ ଉଭୟରେ ଶହ ଶହ ହାତୀ ଓ ବାଘ ମରୁଛନ୍ତି । ସବୁଠୁ ବେଶୀ ହେଉଛି ଶିକାରୀଙ୍କ ଉପଦ୍ରବ । ବନବିଭାଗକୁ ଚକମା ଦେଇ ନିଜର ଚୋରା କାରବାର ଚଲାଉଛନ୍ତି ଶିକାରୀ । ଯାହାକୁ ନେଇ ଆଜି…

ଡିଭୋର୍ସ ପରେ ପରଫ୍ୟୁମ ଲଞ୍ଚ କଲେ ରାଜକୁମାରୀ, ନାଁ ଦେଲେ…

ଦୁବାଇ: ଦୁବାଇର ରାଜକୁମାରୀ ଶେଖ ମହରା ମୋହମ୍ମଦ ରଶିଦ ଅଲ୍ ମକତୁମ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି। ସୋସିଆଲ୍ ମିଡିଆରେ ଛାଡପତ୍ର ଘୋଷଣା କରିବା ପରେ ରାଜକୁମାରୀ ଏବେ ଏକ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି।ଯାହାର ନାଁ ରହିଛି 'ଡିଭୋର୍ସ'। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ…

୫୬ ଇଞ୍ଚ ଛାତି ଏବେ ଇତିହାସ ! ଆମେରିକାରେ ବିଜେପି ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କଡ଼ା ସମାଲୋଚନା କରିଛନ୍ତି। ‌ଟେକ୍ସାସରେ…

ବିଜେଡିର ‘ପୋଲାଭରମ୍’ ଅସ୍ତ୍ର

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ଅସ୍ତ୍ର କରି ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ବିଜେଡିର ପୋଲାଭରମ ଟିମ। ପ୍ରକଳ୍ପ ଅଞ୍ଚଳରେ ବାସ୍ତବ ସ୍ଥିତି କଣ, ସେନେଇ ନବୀନଙ୍କୁ ଜଣାଇଛନ୍ତି। ପ୍ରକଳ୍ପ…

ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ, ଦାବି କଲେ ପୁନଃ ପରୀକ୍ଷା

ଭୁବନେଶ୍ବର: ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ କରି…