Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭେଟଘାଟରେ ମୋଦିଙ୍କ ଆକର୍ଷଣୀୟ ଉପହାର, ଖୁସି ହୋଇଗଲେ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାର ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାରି ଭିତରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି ମୋଦି । ଶନିବାର ବାଇଡେନଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିବା ପରେ…

ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର: ବନ୍ଦ ଡାକରା ଦେବ ବିଜେଡି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବରିଷ୍ଠ…

ପୁଣି ଟ୍ରେନ ଲାଇନଚ୍ୟୁତ ପାଇଁ ବଡ ଷଡଯନ୍ତ୍ର

କାନପୁର: ପୁଣି ବଡ ଦୁର୍ଘଟଣାରୁ ବର୍ତ୍ତିଲା ଆଉ ଏକ ଟ୍ରେନ୍ । ଉତ୍ତରପ୍ରଦେଶ କାନପୁରରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ପାଇଁ ରଚାଯାଇଥିଲା ବଡ ଷଡଯନ୍ତ୍ର । କାନପୁର ଦେହାତ ଜିଲ୍ଲାରେ ପେରମ୍ବୁର ଷ୍ଟେସନ ରେଳ ଧାରଣାରୁ ସିଲିଣ୍ଡର ଠାବ ହୋଇଛି । ଯାହାକୁ ଦେଖିବା ପରେ କାନପୁରରୁ ପ୍ରୟାଗରାଜ…

ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ମାଡ: କଥା ହେଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ବର: ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ । ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ ନମ୍ବର ମଧ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ । ତେବେ ସୁଭଦ୍ରା ଯୋଜନାରେ କାମ କରୁଥିବାରୁ ତାଙ୍କ ଉପରେ…

ଭରତପୁର ଘଟଣାରେ ମେଳି କଲେଣି ପୋଲିସ ସଂଘ, ଆଗକୁ ବଡ଼ ଆନ୍ଦୋଳନ !

ଭୁବନେଶ୍ଵର: ତେଜୁଛି ପୋଲିସ ସେନା ବିବାଦ । ଆଗକୁ ହେବ କି ବଡ଼ ଆନ୍ଦୋଳନ ! ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତୀବ୍ର ହେବାରେ ଲାଗିଛି ପୋଲିସ-ସେନା ବିବାଦ । ବିବାଦ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ ଡାକିଛି ଓଡ଼ିଶା ପୋଲିସ ସେବା ସଂଘ ।…

ଆମେରିକାରେ ମୋଦୀ-ବାଇଡେନ୍ ଭେଟଘାଟ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକାର ଫିଲାଡେଲ୍‌ଫିଆରେ ପହଞ୍ଚିବା ପରେ ସେଠାରେ ମୋଦୀଙ୍କୁ ସ୍ବାଗତ କରିଥିଲେ ଭାରତୀୟ ବଂଶୋଦ୍‌ଭବମାନେ । ସେଠାରୁ ସିଧାସଳଖ କ୍ବାଡ୍‌ ଶିଖର ସମ୍ମିଳନୀରେ ଯୋଗଇଛନ୍ତି ମୋଦୀ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା,…

ବୋଲରଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କଲେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶାର ଅଧିନାୟକ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି । କୋଣାର୍କ ସୂର୍ଯ୍ୟାସ ଏଥିସହ ଏହି ଲିଗରେ ଷ୍ଟାଇଲ ସହ ଏଂଟ୍ରି କରିଛି । ବୋଲରଙ୍କ ପ୍ରଦର୍ଶନ ଯୋଗୁଁ ଆମେ ଏହି ମ୍ୟାଚ ଜିତିପାରିଲୁ…

ସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣା; ଗିରଫ ହୋଇଥିବା ୭ ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ସେନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିବା ଅଭିଯୋଗରେ ଶନିବାର ଗିରଫ ହୋଇଥିବା ସମସ୍ତ ୭ ଜଣଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରର ଜେଏମଏଫସି କୋର୍ଟ ଏହି ମାମଲାର ସମସ୍ତ ୭ ଜଣ…

ମଙ୍କିପକ୍ସ ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ, ସମସ୍ତ ପ୍ରବେଶ ପଥରେ ସତର୍କତା

ଭୁବନେଶ୍ୱର: ଓଡିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ମଙ୍କିପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଏହାସହ ମଙ୍କି ପକ୍ସ ସଂକ୍ରମିତ ୧୪ଟି…

ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା

ଭୁବନେଶ୍ୱର: ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ। ଭୁବନେଶ୍ୱର ଓ କଟକରେ ପୂଜା କମିଟି ସହିତ ବୈଠକ ପରେ ଶନିବାର ଦିନ ନିର୍ଦ୍ଦେଶନାମା ଜାରି ହୋଇଛି। ଭସାଣ ସମୟରେ ଡିଜେ ଏବଂ ବାଣଫୁଟା ଉପରେ କମିଶନରେଟ୍ ପୋଲିସ୍ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।…