Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇସ୍ରୋର କାଉଣ୍ଟ ଡାଉନ ଆରମ୍ଭ, ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ-୦୮

ଅମରାବତୀ: ଆକାଶ ଗବେଷଣା କ୍ଷେତ୍ରରେ ଇସ୍ରୋ ରଚିବ ଇତିହାସ। ଆଜି ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ-୦୮ (EOS-08)। ଶ୍ରୀହରିକଟୋରୁ ସକାଳ ୮ଟା ୫୦ରେ ହେବ ଲଞ୍ଚିଂ। ପରିବେଶ ପାଣିପାଗ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହେବ ସହାୟକ। ISRO ଆଜି (ଶୁକ୍ରବାର)ସକାଳେ…

ଆସୁଛି ଆଉ ଏକ ଲଘୁଚାପ, ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ବାଙ୍ଗଲାଦେଶ ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ନେବ ଲଘୁଚାପର ରୂପ । ଗାଙ୍ଗଟିକ ୱେଷ୍ଟ ବେଙ୍ଗଲଠାରେ ନେଇପାରେ ଲଘୁଚାପର ରୂପ । ଏହା ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ମଧ୍ୟ ସକ୍ରିୟ ରହିଛି । ପ୍ରଭାବରେ ୧୯ ତାରିଖ ଯାଏ…

ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡିର ବର୍ଜନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ନୂଆ ବିଧାୟକଙ୍କଚ ଦିଆଯିବାକୁ ଥିବା ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିଛି ବିଜେଡି । ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଛି ଦଳ । ଏ ସମ୍ପର୍କରେ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି…

ବିଡିଓ ଦାୟିତ୍ୱ ତୁଲାଇବେ ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ ଆଇଏଏସ୍ ଅଫିସର

ଭୁବନେଶ୍ବର: ୮ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଏହି ସମସ୍ତ ଆଇଏଏସ୍ ଅଫିସର ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏନେଇ ରାଜ୍ୟ…

‘ବାମ ଓ ରାମ’ ମିଶି ଏହି ହିଂସା କରୁଛନ୍ତି: ମମତା ବାନାର୍ଜୀ

କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସେଠାରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କିଛି ରାଜନୈତିକ ବ୍ୟକ୍ତି ବଙ୍ଗଳାରେ…

କୋଲକାତା ଦୁଷ୍କର୍ମ ମାମଲାରେ ମମତା ସରକାରଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଡାକ୍ତରଖାନାରେ ପ୍ରମାଣ ନଷ୍ଟ ନ ହେବା ପାଇଁ ସେ ସାମରିକ ବାହିନୀ ନିୟୋଜିତ କରିବାକୁ କେନ୍ଦ୍ର…

କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣା: କାହିଁକି ଟିଏମସି ପ୍ରବକ୍ତା ପଦରୁ ହଟିଲେ ଶାନ୍ତନୁ ସେନ୍

କୋଲକତା: କୋଲକାତାର ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ମନ୍ତବ୍ୟ ଦେବା ଟିଏମସିର ପୂର୍ବତନ ସାଂସଦ ଶାନ୍ତନୁ ସେନଙ୍କୁ ମହଙ୍ଗା ପଡିଛି । ଶାନ୍ତନୁ ସେନଙ୍କ ବିବୃତ୍ତିକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହି ତାଙ୍କୁ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି ।…

ବିଶ୍ବ ପାଇଁ ବିପଦ ସାଜିଛି ମଙ୍କିପକ୍ସ; ଜାଣନ୍ତୁ ଏହାର ଲକ୍ଷଣ ଓ କିପରି କରିବେ ନିଜକୁ ରକ୍ଷା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ…

ରତ୍ନଭଣ୍ଡାର ପ୍ରସଙ୍ଗରେ ଏପରି କହିଲେ ସୁଦର୍ଶନ ପଟ୍ଟନାୟକ…

ପୁରୀ: ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇସାରିଛି । ସରକାରଙ୍କ ତରଫରୁ ଗଠିତ ତଦାରଖ କମିଟି ତାର କୌଣସି ରିପୋର୍ଟ ପରେ ହିଁ…

ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ

ପୁରୀ: ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ । ସିଂହଦ୍ୱାର ସମ୍ମୁଖରେ ସୂଚନା କେନ୍ଦ୍ର ରହିଲେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେବ ବୋଲି ଅଭିଯୋଗ ଆଣିଛନ୍ତି ସୂଚନାଧିକାରକର୍ମୀ ଦିଲୀପ ବରାଳ । ଶ୍ରୀମନ୍ଦିର ଚୌହଦୀ ର ୧୦୦ ମିଟର ଭିତରେ କୌଣସି ନିର୍ମାଣ ପାଇଁ ଏଏସଆଇ…