Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାପ୍ରଭୁ ପଡିଯିବା ଘଟଣା: ‘ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଦିଆଯାଉଛି ସୁରକ୍ଷା’

ପୁରୀ: ଗୋଟେ ପଟେ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ତଦନ୍ତ କମିଟି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିସାରିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ।…

‘ଆମେ ସମ୍ବିଧାନର ରକ୍ଷା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଅଛୁ’

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦଳୀୟ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ଖଡଗେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ଉଦବୋଧନ ଦେଇ କହିଛନ୍ତି ଯେ, କିଛି ଶକ୍ତି ଅଛି…

ଆଡପ ଅଘଟଣ: ଆସିଲା ତଦନ୍ତ ରିପୋର୍ଟ, ପରିଚାଳନା କମିଟି ନେବ ଚୂଡାନ୍ତି ନିଷ୍ପତ୍ତି

ପୁରୀ: ଜୁଲାଇ ୯ ତାରିଖ ସଂଧ୍ୟାରେ ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରୁ ମହାପ୍ରଭୁ ମୁହଁମାଡି ପଡିଯିବା ପ୍ରସଙ୍ଗରେ ତିନିଜଣିଆ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଛନ୍ତି  । ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।  ମହାପ୍ରଭୁ…

ଦଶମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରିଦେଲେ ମାଓବାଦୀ

ସୁକମା: ପୁଣି ତେଜିଲେଣି ମାଓବାଦୀ । ନିର୍ମମ ଭାବେ ପିଟିପିଟି ନେଇଗଲେ ଜଣେ ୧୬ ବର୍ଷର ଛାତ୍ରର ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାରେ । ତେବେ କିଛି ଦିନ ହେବ ଓଡିଶା ଓ ଛତିଶଗଡ ସୀମାରେ ମାଓ କାର୍ଯ୍ୟକଳାପ କିଛି ଟା ଥିମିଥିବା ଭିତରେ ପୁଣି ବର୍ବରକାଣ୍ଡ…

ଦେଶରେ ମହିଳା ସଂକଟରେ; ଉଦବେଗ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ: କୋଲକାତାରେ ଯେଉଁଭଳି ଭାବେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇ ଅତି ନିର୍ମମ ଭାବରେ ହତ୍ୟା କରାଗଲା ତାହା ପୁରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଯିଏ ଆମର ସୁସ୍ଥତା ନିଶ୍ଚିତ କରନ୍ତି ଆଜି ସେମାନେ ସଂକଟରେ ବୋଲି ପୂରା ଦେଶବାସୀ କ୍ଷୋଭ ପ୍ରକାଶ କରୁଛନ୍ତି । ତେବେ…

୧୦ ବର୍ଷ ପରେ ସ୍ଵାଧିନତା ଦିବସ ଉତ୍ସବରେ ପ୍ରଥମ ଥର ନଜର ଆସିଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ୧୦ ବର୍ଷ ପରେ ସ୍ଵାଧିନତା ଦିବସ ସମାରୋହରେ ନଜର ଆସିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପାରମ୍ପାରିକ ଧଳା କୁର୍ତ୍ତାରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। ଲାଲକିଲ୍ଲାରେ ଥିବା ରେଡ୍ କାର୍ପେଟ୍ ଦେଇ ସେ ପଞ୍ଚମ ଧାଡିରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ପାଇଁ ସିଟ୍…

ମହିଳାଙ୍କୁ ମିଳିବ ଋତୁସ୍ରାବ ଜନିତ ଛୁଟି

ଭୁବନେଶ୍ବର: ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଗୋଟେ ଦିନ ଛୁଟି । ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆଣିବାକୁ ଯୋଜନା କରୁଛନ୍ତି । ଏହି ନୀତି ଅନୁଯାୟୀ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ କଷ୍ଟରୁ ଲାଘବ ପାଇଁ ଗୋଟେ ଦିନ ଛୁଟି ପ୍ରଦାନ…

ବିଦେଶ ଯିବେନି ଡାକ୍ତରୀ ଛାତ୍ରଛାତ୍ରୀ: ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ସିଟ୍‌

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେଇଛନ୍ତି ମୋଦି । ଆସନ୍ତା ୫ ବର୍ଷ ଭିତରେ…

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ

ପଟ୍ଟାମୁଣ୍ଡାଇ: ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ। ୧୧ ବର୍ଷୀୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ହୋଇଥିବା ସୂଚନା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ…

ପ୍ରଥମଥର ପତାକା ଉଡ଼ାଇ ପ୍ରତିଶ୍ରୁତିବଦ୍ଧ କଥା ଦୋହୋରାଇଲେ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ…