Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୋଟିଏ ଜାହାଜ ଉପରେ ଆକ୍ରମଣ ହେବ ଯଦି…ଇରାନକୁ ଟ୍ରମ୍ପଙ୍କ ଧମକ, ବିପଦରେ ତେହେରାନର ପୁଲ ଓ ପାଓ୍ବାରପ୍ଲାଣ୍ଟ

ଓ୍ବାଶିଂଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିନାଶକାରୀ ପରିଣାମର ସିଧାସଳଖ ଏବଂ କଠୋର ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜକୁ ଟାର୍ଗେଟ କରେ, ତେବେ ଆମେରିକା…

ମଣିପୁରରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ୪୬ ଉଗ୍ରବାଦୀ

ଇମ୍ଫାଲ୍: ମଣିପୁରରେ ଆତ୍ମସମର୍ପଣ କରିଛନ୍ତି ୪୬ ଜଣ ଉଗ୍ରବାଦୀ । ଇମ୍ଫାଲର ମନ୍ତ୍ରୀ ପୁଖରୀସ୍ଥିତ ଆସାମ ରାଇଫଲ୍ସ ମୁଖ୍ୟାଳୟରେ ମଣିପୁର ଗୃହ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର "ହୋମକମିଂ" କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଯୁମ୍ନାମ ଖେମଚାନ୍ଦ…

CMOରୁ ଫାଇଲ୍‌ ଗାୟବ ମାମଲା; ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବାର ହାଇପ୍ରୋଫାଇଲ୍ ମାମଲା ସହିତ ଜଡିତ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ ବୁଧବାର ଦିନ କ୍ୟାପିଟାଲ୍‌ ପୋଲିସ ଷ୍ଟେସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଜୁନ୍ ୧୦…

ଥାନାରୁ ହ୍ୟାଣ୍ଡକପ୍‌ ସହ ଅଭିଯୁକ୍ତ ନାବାଳକ ଚମ୍ପଟ

କୋଡିଙ୍ଗା:ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପରିସରରୁ ଫେରାର ହେଲା ଜଣେ ଗିରଫ ନାବାଳକ।ରୁଟି ଦୋକାନରୁ ଚୋରି କରିଥିବା ମାମଲାରେ ନାବାଳକ ଗିରଫ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନାବାଳକ ଅଭିଯୁକ୍ତ ମିଳିନଥିବା କୋଡିଙ୍ଗା ଥାନା ପକ୍ଷରୁ ସୂଚନା ରହିଛି । ସୂଚନାନୁସାରେ,…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ମାମଲା: କେନ୍ଦ୍ର ଓ ପୋଲିସକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଚାରି ସପ୍ତାହ ମଧ୍ୟରେ ଏକ…

ଇଷ୍ଟକୋଷ୍ଟ ରେଲୱେରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଡିଏସସି ଅର୍ଜୁନ’

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେରେ ରେଳ ଷ୍ଟେସନ ଓ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏଆଇ ସଞ୍ଚାଳିତ ରୋବୋଟ୍‌ । ଏହାର ନାମ 'ଡିଏସସି ଅର୍ଜୁନ' ରଖାଯାଇଛି । ଏହା ଅପରାଧୀଙ୍କୁ ଚିହ୍ନଟ କରିବ ୨୪ଘଣ୍ଟିଆ ଷ୍ଟେସନରେ ପାଟ୍ରୋଲିଂ କରିବ । AI ଦ୍ୱାରା ଭିଡ଼ ଉପରେ ନଜର ରଖାଯିବ । ଆଜି ମହାପ୍ରବନ୍ଧକ…

ଲାଞ୍ଚ ନେବା ପଡିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ଫସିଲେ ଓଏଭି ପ୍ରିନ୍ସପାଲ୍

ଭବାନିପାଟଣା: ଭିଜିଲାନ୍ସ ଜାଲରେ ଫସିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳା. ରାମପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରିନ୍ସପାଲ୍ । ଏସଏଚଜି ମହିଳାଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଓଏଭି ପ୍ରିନ୍ସପାଲ୍ ସୀତାକାନ୍ତ ରଣା । ସଫେଇ କାମ ପାଇଁ ଏକ ପେଣ୍ଡିଂ ବିଲ୍ କରାଇଦେବା ପାଇଁ ସେ ୧୦…

ମହିଳା ସାଂସଦଙ୍କୁ ଅପମାନ କରି ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ: ଦଳରେ ବିଭାଜନ ସତ୍ତ୍ୱେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ। ଆଜି ତାଙ୍କୁ ସଂସଦ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। କାରଣ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସାଂସଦ। ଯାହା…

Malkangiri Airport:ସଫଳତାର ସହ ଶେଷ ହେଲା ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍; ଅନ୍ତିମ ଅନୁମୋଦନକୁ ଅପେକ୍ଷା

ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ…

ଜାଲ୍ ରାସନ କାର୍ଡ ନାଁରେ ମହାଠକେଇ: କୁଜଙ୍ଗରେ ଗରିବଙ୍କୁ ଲୁଟିନେଲେ ଦଲାଲ, ହଡ଼ପ ହେଲା ୧୫ ଲକ୍ଷ ଟଙ୍କା!

ଜଗତସିଂହପୁର: କୁଜଙ୍ଗ ବ୍ଲକରେ ସାମ୍ନାକୁ ଆସିଛି ଏକ ବଡ଼ ଧରଣର ରାସନ କାର୍ଡ ଦୁର୍ନୀତି। ଗରିବ ଓ ଅସହାୟ ଲୋକଙ୍କୁ ରାସନ କାର୍ଡ ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଦଲାଲମାନେ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି। ଗୋଟିଏ ପଟେ ଯୋଗ୍ୟ…