Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାନ୍ଥ ତଳେ ଚାପି ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରରେ ଅଘଟଣ । ସ୍କୁଲ ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ । ସେ ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ପାଢପଢୁଥିବାବେଳେ ସେ ହଷ୍ଟେଲରେ ରହୁଥିଲେ ।…

ହୁତୁ ହୁତୁ ହୋଇ ଜଲିଗଲା ‘ମୋ ବସ୍’

କଟକ: ଜଳିଗଲା ମୋ ବସ୍ । କଟକ ସିଡିଏ ସେକ୍ଟର ୯ ରାସ୍ତାରେ ଯାଉଥିବା ସମୟରେ ହୁତୁ ହୁତୁ ହୋଇ ଜଳିଲା ମୋ ବସ । କିଛି ମୁହୂର୍ତ୍ତ ମଧ୍ୟରେ ପୂରା ନିଆଁରେ ଧ୍ବଂସ ହୋଇଯାଇଥିଲା ବସ୍। ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନ ବନ୍ଦର ଛାତ: ୩ ମୃତ ଓ ୬ ଗୁରୁତର, ବିମାନ ସେବା ବାତିଲ୍

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭୁଶୁଡ଼ିଲା ଛାତ। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସଚନା ରହିଛି। ସେହିପରି ଏକାଧିକ କାର ନଷ୍ଟ ହୋଇଛି। ଗୁରୁତରଙ୍କୁ ଚିକିତ୍ସା…

୧୦ ବର୍ଷ ପରେ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ୧୭୧ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ପରେ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇ…

ଶ୍ରୀମନ୍ଦିରରେ ଭିଡ଼: ଅନ୍ ଲାଇନ୍ ସ୍ଲଟ୍ ବୁକିଂ ପାଇଁ ପରାମର୍ଶ ଦେଲେ ଗଜପତି

ପୁରୀ: ଚାରି ଦ୍ୱାର ଖୋଲିବା ପରେ ବି ଶ୍ରୀମନ୍ଦିରରେ ଭିଡ କମୁନାହିଁ। ପ୍ରଥମେ କୁହାଯାଉଥିଲା କେବଳ ସିଂହଦ୍ୱାର ପ୍ରବେଶ ସ୍ଥଳ ଥିବାରୁ ଭିଡ ହେଉଛି ତେଣୁ ସମସ୍ତ ଦ୍ୱାର ଖୋଲିଲେ ଏ ସମସ୍ୟା ଆଉ ହେବ ନାହିଁ। ତେଣୁ ନୂଆ ସରକାର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଚାରି ଦ୍ୱାର ଖୋଲିଛନ୍ତି।…

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ…

ନବୀନ ସରକାର ଘୋଷଣା କରିଥିବା ନୂଆ ଏନଏସିର ରେକର୍ଡ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନବୀନ ସରକାର ଘୋଷଣା କରିଥିଲେ ୩୪ଟି ନୂଆ ଏନଏସି ଏବଂ ୫ଟି ଏନଏସକୁ ପୌରପରିଷଦ। କିନ୍ତୁ ଏହାର କୌଣସି ରେକର୍ଡ ନାହିଁ। ଯାହା ଘୋଷଣା ହୋଇଛି କେବଳ ମୁହଁରେ। ନୂଆ ସରକାରର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ପାଲଲହଡା,…

ଭୁବନେଶ୍ୱରରେ ଜମି ଦୁର୍ନୀତିର ଖୁଲାସା କଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ସଂପୃକ୍ତି ରହିଛି ଶକ୍ତିଶାଳୀ ଗୋଷ୍ଠୀର

ଭୁବନେଶ୍ୱର: ରାଜଧାନୀରେ ୨୫୦ କୋଟି ଟଙ୍କାର ମେଗା ସରକାରୀ ଜମି ଦୁର୍ନୀତି ହୋଇଛି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଏହି ରାକେଟର ଶିକାର ହୋଇଥିବା କହିଛନ୍ତି। ଓଡ଼ିଶା କ୍ୟାଡରର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ନାଗେଶ୍ବର ରାଓ। ସେ ଏକ୍ସରେ ଏକ ପୋଷ୍ଟରେ ଦାବି କରିଛନ୍ତି…

ନିଟ୍ ବିବାଦ: ସଂସଦର ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ଦୁର୍ନୀତି ପ୍ରସଙ୍ଗ ଉଠାଇବ ବୋଲି ବିରୋଧୀ କହିଛି। ନିଟ୍-ୟୁଜି ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ର ସଂଗଠନ ଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ସଂସଦର ଉଭୟ ଗୃହରେ ନିଟ୍…

ବିହାରରେ ହଟଚମଟ: ଆରଜେଡି ବିଧାୟକ କହିଲେ ଏନଡିଏ ଛାଡ଼ିପାରନ୍ତି ନୀତୀଶ କୁମାର

ପାଟଣା: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହୋଇଛି । ଏହା ସତ୍ତ୍ୱେ କ୍ଷମତା ଅଦଳବଦଳକୁ ନେଇ ବିରୋଧୀମାନେ ବଡ଼ ବଡ଼ ଦାବି କରୁଛନ୍ତି। ଲାଲୁ ଯାଦବଙ୍କ ଦଳ ଆରଜେଡି ନେତା ମଧ୍ୟ ସମାନ ଦାବି କରିଛନ୍ତି। ବିହାର…