Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୋହନ ସରକାରରଦୁଇ ବର୍ଷ ପୂରଣ: ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ସଫଳତାର ସହ ନିଜ ଶାସନ କାଳର ଦୁଇ ବର୍ଷ ପୂରଣ କରିଛି। ଏହି ବିଶେଷ ତଥା ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ ଗଭୀର କୃତଜ୍ଞତା ଜଣାଇଛନ୍ତି। ଲୋକଙ୍କ…

WHO on Food Safety: ବାହାର ଖାଇବା ଖାଉଛନ୍ତି କି? ଖରାପ ଖାଇବା ଯୋଗୁଁ ପ୍ରତିବର୍ଷ ଯାଉଛି ୧୫ ଲକ୍ଷ ଜୀବନ

ନୂଆଦିଲ୍ଲୀ: କ’ଣ ଆପଣ ଏବଂ ଆପଣଙ୍କ ପିଲାମାନେ ବି ବାସି ଏବଂ ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କି? ସାବଧାନ୍! ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରକାଶିତ ନୂଆ ଆକଳନ ଆପଣଙ୍କ ହୋସ୍ ଉଡାଇଦେବ ।…

ଟ୍ରେନରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ: ୮୦୦ ରୋଷେଇ ଘରେ ଏଆଇ କ୍ୟାମେରା ଲଗାଇବ ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଟ୍ରେନରେ ମିଳୁଥିବା ଖାଦ୍ୟର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍…

ଛୁଇଁଲା ମୌସୁମୀ: କେରଳର ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ଓଡ଼ିଶା ପାଇଁ ପାଣିପାଗ ବିଭାଗର ବଡ଼ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ସହିତ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସେଠାକାର ୩ଟି ଜିଲ୍ଲା ପାଇଁ 'ଅରେଞ୍ଜ ଆଲର୍ଟ' ଜାରି କରାଯାଇଛି। ଏଥିସହିତ,…

CM Shivakumar on Day 1: ଚୌକିରେ ବସୁ ବସୁ ଶିବକୁମାରଙ୍କ ପ୍ରଥମ ସାଇନ୍…ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବା…

ବେଙ୍ଗାଲୁରୁ: ବୁଧବାର ନୂଆ ଶାସକ ପାଇଛି କର୍ଣ୍ଣାଟକ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର । କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ଡିକେ ଶିବକୁମାର ନିଯୁକ୍ତି ଖୋଜୁଥିବା ଛାତ୍ର ଏବଂ ଯୁବକମାନଙ୍କ ପାଇଁ ଅନେକ ପ୍ରମୁଖ ଘୋଷଣା…

ବାହା ବେଦୀରେ ବଦଳିଗଲା ବରର ମନ: କନିଆଁକୁ ଛାଡ଼ି ମଣ୍ଡପରୁ ଚମ୍ପଟ ମାରିଲା ବର, ତଦନ୍ତ ଆରମ୍ଭ

ବାଲେଶ୍ୱର: ବାହାଘର ମଣ୍ଡପରେ ହଠାତ୍‌ ବଦଳିଗଲା ବରର ମନ। ଅଧା ବାଟରେ ଅଟକିଗଲା ବିବାହ କାର୍ଯ୍ୟ। କନିଆଁକୁ ବେଦୀରେ ଛାଡ଼ି ଛୁ’ ମାରିଲା ବର। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ଅଧାରୁ ବର ପଳାଇବା…

ଟ୍ରମ୍ପଙ୍କୁ ବଡ଼ ଝଟକା: ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବାକୁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକୀୟ ସଂସଦର ନିମ୍ନ ସଦନ ବା 'ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ (War…

ଦିଲ୍ଲୀ ପରେ ବିହାରରେ ଅଗ୍ନିକାଣ୍ଡ: ମୁଜାଫରପୁର ପ୍ରସାଦ ହସ୍ପିଟାଲ୍ ଆଇସିୟୁରେ ଭୟାବହ ନିଆଁ, ଅନେକ ରୋଗୀ ମୃତ

ମୁଜାଫରପୁର: ଦିଲ୍ଲୀର ମାଲବୀୟ ନଗରରେ ଏକ ହୋଟେଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ଠିକ୍ ଗୋଟିଏ ଦିନ ପରେ ବିହାରରୁ ଆଉ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ବିହାରର ମୁଜାଫରପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁରା ଅଞ୍ଚଳରେ ଥିବା 'ପ୍ରସାଦ ହସ୍ପିଟାଲ'ର ଆଇସିୟୁ (ICU) ୱାର୍ଡରେ ଗୁରୁବାର…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ: NHRCର ତୃତୀୟ ଦିନର ତଦନ୍ତ, ଓମ୍ ଓ ପୀଡ଼ିତାଙ୍କୁ ମାରାଥନ୍ ଜେରା

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜାତୀୟ ମାନବିକ ଅଧିକାର କମିଶନ ପକ୍ଷରୁ ଖୋଳତାଡ଼ ଜୋରଦାର ହୋଇଛି। ବୁଧବାର ଏହି ମାମଲାରେ NHRC ଟିମ୍‌ର ତୃତୀୟ ଦିନର ତଦନ୍ତ ଶେଷ ହୋଇଥିବା ବେଳେ ଘଟଣାର ପ୍ରମୁଖ ସାକ୍ଷୀମାନଙ୍କୁ ମାରାଥନ୍ ଜେରା କରାଯାଇଛି। …

ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନ ସେବା: କାର୍ଯ୍ୟକ୍ଷମ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦରର ତୃତୀୟ ଟର୍ମିନାଲ

ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ।…