Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଅଧାଦିନର ଦରମା, ତାଗିଦ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଡେରିରେ ବା କିଛି ସମୟ ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଦରମା । ପୁରା ଅଧାଦିନର ଦରମା କାଟିଦେବେ ସରକାର । ୯ ଟାରୁ ୯ ଟା ୧୫ ଭିତରେ ନ ପହଁଞ୍ଚିଲେ କଟିଯିବ ଅଧାଦିନର ଦରମା । ଏମିତି କିଛି କଡା ନିୟମ ଆଣି ସରକାରୀ ବାବୁଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର ।…

ଆଣ୍ଟି ପେପରଲିକ୍ ଆଇନ ଲାଗୁ, ପ୍ରଶ୍ନପତ୍ର ଲିକ୍ କଲେ ଜେଲ୍

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ହେଲେ ୧୦ବର୍ଷ ଜେଲ୍, କୋଟିଏ ଟଙ୍କା ଜରିମାନା। ଦେଶରେ ଅଧାରାତିରେ ଲାଗୁ ହେଲା ଆଣ୍ଟି ପେପରଲିକ୍ ଆଇନ। ନିଟ୍ ୟୁଜି ଓ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ମଧ୍ୟରେ ସାର୍ବଜନୀନ ପରୀକ୍ଷା ଆଇନ୍-୨୦୨୪ ଲାଗୁ କରିଛନ୍ତି । ଶୁକ୍ରବାର ରାତିରେ ଆଇନର…

ସଂଧ୍ୟା ସୁଦ୍ଧା ବାରିପଦାରେ ଗଡିବ ବସ, ଯାତ୍ରୀଙ୍କୁ ଆଶ୍ବସ୍ତି

ବାରିପଦା: ବାରିପଦାବାସୀଙ୍କୁ ମିଳିଲା ଆଶ୍ବସ୍ତି । ସନ୍ଧ୍ୟାରୁ ସ୍ବାଭାବିକ ହେବ ବସ୍ ଚଳାଚଳ । ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିବ ନେଇ ସୂଚନା ଦେଇଛନ୍ତି ବାରିପଦା ଏସପି । ଏହା ପରେ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରି । ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ…

ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମକୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ: ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମ କୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଆଗକୁ ବର୍ଷା ଆସୁଥିବାବେଳେ ତା ପୂର୍ବରୁ ବରଗଡ଼ ପୌରାଞ୍ଚଳର କୌଣସି ୱାର୍ଡ ରେ ଡ୍ରେନେଜ ସିଷ୍ଟମ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ନିଜେ ଘଟଣାସ୍ଥଳକୁ ଯାଇ…

ବର୍ଷକ ପରେ ଜଳ ସ୍ନାନ କଲେ ଦାରୁ ଦିଅଁ, ମହାବାହୁଙ୍କ ସାଙ୍ଗରେ ବି ସ୍ନାନ କରୁଛନ୍ତି ଭକ୍ତ

ପୁରୀ:  ସ୍ନାନ ମଣ୍ଡପରେ ସ୍ନାନ କଲେ ଦାରୁ ଦିଅଁ । ସର୍ଣ୍ଣ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସେପଟେ ମହାପ୍ରଭୁଙ୍କ ସହ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ପୁରୀରେ ପ୍ରବଳ ବର୍ଷାକୁ ଖାତିର ନକରି ଚକାନୟନରେ ବିମୋହିତ ହୋଇଛନ୍ତି ଭକ୍ତ । ସ୍ନାନ ମଣ୍ଡପ…

ଗାତ ଖୋଳୁଥିବାବେଳେ କାନ୍ଥ ପଡ଼ି ୨ ଶ୍ରିମିକ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗରରେ ଅଘଟଣ । ଗାତ ଖୋଳୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଯିବା ଫଳରେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି…

‘ପିସିସି ସଭାପତିଙ୍କୁ କାଳିମାଡ କରିଥିବା ଦୁର୍ବୁତ୍ତଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା କୁ ନେଇ ଯୋର ଧରିଛି ରାଜନୈତିକ ଚର୍ଚ୍ଚା । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାରେ ଏବେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯିଏ…

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଆଜି ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ…

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ

ଭୁବନେଶ୍ୱର: ନବନିର୍ବାଚିତ ସାଂସଦମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ଏନେଇ ସଂସାଦ ମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ଶପଥ ଗ୍ରହଣ ପୂର୍ବରୁ ମୟୂରଭଞ୍ଜରୁ…

ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ, ୧୦ ବର୍ଷ ଜେଲ୍ ସହ କୋଟିଏ ଜରିମାନା

ନୂଆଦିଲ୍ଲୀ: ଆସିଲା କଡା ନିୟମ । ଏବେ ପେପର୍ ଲିକ୍ କଲେ ମିଳିବନି ତ୍ରାହି। ୧୦ ବର୍ଷ ଜେଲ ସାଙ୍ଗକୁ ୧ କୋଟି ଜରିମାନା ଭରିବ ଅଭିଯୁକ୍ତ । ଶୁକ୍ରବାର ବିଳମ୍ବିତ ରାତିରେ କିଛି ଏମିତି କଡା ନିୟମ ଲାଗୁ କରିଛି ଶିକ୍ଷା ମନ୍ତ୍ରାଳୟ । କେନ୍ଦ୍ର ସରକାର ସର୍ବସାଧାରଣ ପରୀକ୍ଷା ଏବଂ ସାଧାରଣ…