Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଚାନକ ମୋଦିଙ୍କ ହାତ ଧରିପକାଇ କ’ଣ ଦେଖିଲେ ନୀତିଶ, ଭିଡିଓ ଭାଇରାଲ

ପାଟନା: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ପ୍ରାଚୀନ ନାଲନ୍ଦା ବିଶ୍ୱବିଦ୍ୟାଳୟର ବିନାଶକୁ ମନେ ପକାଇ କହିଛନ୍ତି ଯେ ନିଆଁ ବହି ପୋଡିପାରେ, କିନ୍ତୁ…

ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା;୨୪ଘଣ୍ଟା ମଧ୍ୟରେ ୧୫ ଜିଲ୍ଲା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟରେ ଆସିଛି ଆଶ୍ବସ୍ତି କଲାପରି ଖବର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଆଜିଠୁ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ବିଧାନସଭା ନିର୍ବାଚନ: ତିନି ପ୍ରମୁଖ ଦଳକୁ କନ୍ଦାଇଦେଲେ ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର : ନା କୌଣସି ଦଳର ଟିକେଟ୍ ନା ପାର୍ଟି ଫଣ୍ଡିଂ। ମଇଦାନରେ ରାଜ୍ୟର ତିନି ପ୍ରମୁଖ ଦଳଙ୍କୁ ସିଧା ଟକ୍କର । ଦଳୀୟ ସଂଗଠନ ନାହିଁ କି ପ୍ରଚାର ମଇଦାନରେ ନାହାନ୍ତି ଷ୍ଟାର ପ୍ରଚାରକ । ନିଜେ ହିଁ ପ୍ରାର୍ଥୀ ନିଜେ ହିଁ କ୍ୟାମ୍ପେନର । ତଥାପି ବଡ଼ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଉପରେ…

ମହାନଦୀ ପ୍ରସଙ୍ଗ ଉଠାଇ ମୋହନ ସରକାର ଆଗରେ ବଡ ଆହ୍ବାନ ରଖିଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରକୁ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି ।  ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ।…

ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦୁଝର: ପୁଣି ଗଲା ଆଉ ଏକ ଦନ୍ତାର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଅଞ୍ଚଳରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ମୃତ ଦନ୍ତାର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।…

କଂଗ୍ରେସକୁ ଜାଣିଶୁଣି ବୁଡ଼ାଇଦେଲେ !

ଭୁବନେଶ୍ବର: ମଉକା ଥିଲା, ଚଉକା ମାରି ପାରିଲାନି କଂଗ୍ରେସ । ନିର୍ବାଚନରେ ହାତରୁ ଖସିଗଲା ବଡ ସୁଯୋଗ। ବିଜେଡି ହାତରୁ କ୍ଷମତା ଛଡାଇନେଲା ବିଜେପି, ହେଲେ ସେମିତି ଚାହିଁ ରହିଗଲା କଂଗ୍ରେସ । ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇ ପାରିଲାନି ଦଳ। ନା ଦଳୀୟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚି…

ଚିନ୍ତା ବଢ଼ାଉଛି ଡିପଥେରିଆ; ଆଜିଠୁ ରାୟଗଡ଼ାରେ ଆରମ୍ଭ ହେଲା ବୁଷ୍ଟର ଡୋଜ

ରାୟଗଡ଼ା: ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ ନେଇଛି । ଆଜିଠୁ ରାୟଗଡ଼ାର କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ୮୦ଟି ଗାଁରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।…

ବହୁ ପ୍ରତିକ୍ଷାର ଅନ୍ତ; ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର

ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ…

ବଦଳିବ ରୂପରେଖ, ପୁରୁଣା ସମ୍ମାନ ଫେରିପାଇବ ନାଳନ୍ଦା ବିଶ୍ବବିଦ୍ୟାଳୟ

ରାଜଗିରି: ନୂଆ ରୂପ ପାଇବାକୁ ଯାଉଛି  ଐତିହ୍ୟ ନାଳନ୍ଦା । ଫରିବାକୁ ଯାଉଛି ପୁରୁଣା ଦିନ । ପୁଣି ବିଷ୍ବରେ ଝଲସିବ ନାଳନ୍ଦାର କିର୍ତ୍ତୀ । ବୁଧବାର ବିହାରର ରାଜଗିରର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ…

ପ୍ରକାଶ ପାଇଲା ଓଏସଏସଟିଇଟି ରେଜଲ୍ଟ, ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) । ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଦେଖିବା ପାଇଁ www.bseodisha.ac.in ରେ ଲଗଇନ୍ କରି ନିଜ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ପରୀକ୍ଷାର୍ଥୀମାନେ ୱେବସାଇଟରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ…