Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାପ-ଝିଅଙ୍କ ଉପରେ ଚଢିଗଲା ଆମ ବସ

ଭୁବନେଶ୍ଵର: ଆମ ବସ୍‌ ଦୁର୍ଘଟଣାରେ ଲାଗୁନି ରୋକ। ବେଲଗାମ ଆମବସ୍। ଅମାନିଆ ଆମ ବସ୍ ଚାଳକ। ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର। ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ଆମ ବସ୍‌ର ପୁଣି ଆତଙ୍କ। ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ବାପା ଓ ଝିଅଙ୍କୁ…

ବିଲରୁ ନାବାଳିକା ଉଦ୍ଧାର; ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଶାରୀରିକ ନିର୍ଯାତନା ଅଭିଯୋଗ

ପୁରୀ:ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟସ୍ଥ ଗହୀର ବିଲରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲା ନାବାଳିକା । ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନାମୁତାବକ, ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘଟଣା…

Bank holidays: ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେବେ କେବେ ବ୍ୟାଙ୍କ ଛୁଟି?

ନୂଆଦିଲ୍ଲୀ: ଏହି ବର୍ଷ, ଦେଶର ବିଭିନ୍ନ ରାଜ୍ୟରେ ଜୁଲାଇ ମାସରେ ମୋଟ ୧୨ ଦିନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଜୁଲାଇରେ ଚାରିଟି ରବିବାର ଏବଂ ଦୁଇଟି ଶନିବାର ଛୁଟି ବ୍ୟତୀତ, ବିଭିନ୍ନ ସ୍ଥାନୀୟ ପର୍ବ ପାଇଁ ମୋଟ ଛଅଟି ଛୁଟି ରହିବ। ତେବେ ଚଳିତ କ୍ୟାଲେଣ୍ଡରରେ ଜୁଲାଇ ମାସ ସବୁଠାରୁ କମ୍…

ପ୍ରସନ୍ନଙ୍କ ବାସଭବନରେ ଭୂପିନ୍ଦର: ଦୁଇ ବରିଷ୍ଠ ନେତାଙ୍କ ‘ଗୁପ୍ତ ଭେଟଘାଟ’କୁ ନେଇ ଶଙ୍ଖ ଶିବିରରେ କମ୍ପନ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଭିତରେ ଏବେ ଏକ ବଡ଼ଧରଣର ଅସନ୍ତୋଷର ନିଆଁ କୁହୁଳୁଥିବା ସ୍ପଷ୍ଟ ହୋଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତିକେୟନ (ସୁଜାତା ରାଉତ) ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବା ଦିନ ଯେଉଁ ବରିଷ୍ଠ ନେତାମାନେ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା, କାଳୁଆ ଯାତ୍ରାରେ ହୋଇଥିଲା ହତ୍ୟା ପ୍ଲାନ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ପୀତବାସଙ୍କୁ ହତ୍ୟା କରିବା ପାଇଁ ବିଜିପୁର କାଳୁଆ ଯାତ୍ରାରେ ପ୍ଲାନ ହୋଇଥିବା ଖୁଲାସା ହୋଇଛି । ଚାର୍ଜସିଟରେ ଉଲ୍ଲେଖ ଥିବା ଦୁଇ ସାକ୍ଷୀଙ୍କ ବୟାନ ଆଧାରରେ ଏହି ତଥ୍ୟ ବାହାରକୁ…

ତାମିଲନାଡୁ ଗ୍ୟାସ ଲିକ୍‌ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଆତଙ୍କିତ ଶ୍ରମିକ, ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷର ସହାୟତା

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଓଡ଼ିଆ ଶ୍ରମିକମାନେ ଶେଷରେ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର…

ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଲିକରେ ୧୧ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା; ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା

ଭୁବନେଶ୍ବର: ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା । ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା । କୋରାପୁଟର ବରିଷ୍ଠ…

ମୁଖ୍ୟମନ୍ତ୍ରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରୀରୁ ବହିଷ୍କୃତ

ଭୁବନେଶ୍ୱର: ନବନିଯୁକ୍ତ OT&AS(Odisha Taxation & Accounts Service) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଆଉ କୌଣସି ସରକାରୀ ଚାକିରି ପାଇବା…

Temple Looted:ଲୁଟେରାଙ୍କ ପାଇଁ ସହଜ ଟାର୍ଗେଟ ମନ୍ଦିର;ଦାନ ଟଙ୍କା ଓ ଠାକୁରଙ୍କ ମୁକୁଟ,ସୁନା ଅଳଙ୍କାର ଲୁଟ୍

ମୟୂରଭଞ୍ଜ:ପୁଣି ମନ୍ଦିରକୁ ଲୁଟେରାଙ୍କ ଟାର୍ଗେଟ । ଦାନ ଟଙ୍କା ଓ ଠାକୁରଙ୍କ ସୁନା ରୁପା ଅଳଙ୍କାର ଲୁଟିନେଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ମନ୍ଦିରରୁ ଏହି ଲୁଟ୍ ହୋଇଛି । ସୂଚନାମୁତାବକ, ସକାଳେ ପୂଜାରୀ ମନ୍ଦିରକୁ ଆସିବା ପରେ ଲୁଟ ଘଟଣା ଜଣାପଡିଥିଲା ।…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ପୃଥକ ସ୍ଥାନରୁ ୩ ଗିରଫ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେ ଖେରୁଆଲ୍ ନିକଟରୁ ଗଞ୍ଜେଇ ଜବତ। ବୌଦ୍ଧରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ବେଳେ ଜବତ କଲା ବଡ଼ମାଲ ପୋଲିସ। ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଢେଇ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୋଲିସ। ଏହି…