Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାକିସ୍ତାନରେ ବନ୍ୟା; ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କର ମୃତ୍ୟୁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଇସଲାମବାଦ: ପାକିସ୍ତାନରେ ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଓ ବଜ୍ରପାତ ଜାରି ରହିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ପ୍ରବଳ ବର୍ଷା ହେତୁ ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ବିଲରେ ଗହମ ଅମଳ…

ଜେଲ୍ ରୁ କେଜ୍ରିଓ୍ୱାଲଙ୍କ ଚିଠି, ‘ମୋର ନାମ ଅରବିନ୍ଦ କେଜ୍ରିଓ୍ବାଲ, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ ବଢିବାରେ ଲାଗିଛି । ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି କେଜ୍ରିଓ୍ବାଲଙ୍କ ଜେଲ୍ ରୁ ମୁକୁଳିବା ଆଶା ମଉଳିବାରେ ଲାଗିଛି । ଏନେଇ ଆଜି ଜେଲରୁ ବାର୍ତ୍ତା ଦେଇଛନ୍ତି ଦିଲ୍ଲୀ…

ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି । ବିଜେପି ଅଭିଯୋଗ କରିଛି ଯେ, ବିଜେଡି ନେତା ତଥା 5-ଟି ଅଧ୍ୟକ୍ଷ ପାଣ୍ଡିଆନ ଆଜି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି । ଦଳ ଆହୁରି କହିଛି ଯେ, ବସ୍ ଦୁର୍ଘଟଣାରେ ଆହତ…

ଦିଲ୍ଲୀପ ରାୟ ରିଟର୍ଣ୍ଣସ୍

ଭୁବନେଶ୍ୱର: ଆସିଲା ବିଜେପି ପ୍ରାର୍ଥୀ ତାଲିକା । ୨୧ଜଣିଆ ତାଲିକାରେ ଅନେକ ସରପ୍ରାଇଜ । ରାଉରକେଲା ରାଜନୀତିକୁ ଫେରିଲେ ଦିଲ୍ଲୀପ ରାୟ । ବଦଳିଲେ ରଣପୁର, ପଟାଙ୍ଗୀ ପ୍ରାର୍ଥୀ । ତୁଟିଲା ଚୈତନ୍ୟ ଦ୍ୱନ୍ଦ୍ୱ । ଭେଟେରାନଙ୍କୁ ଭରସା, ଆମଦାନୀ ନେତାଙ୍କୁ ଟିକେଟ୍ । ଚବିଶ ରାଜନୀତିରେ କେତେ ସଫଳ…

ରଥଯାତ୍ରା ପ୍ରସ୍ତୁତି ବୈଠକ: ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ପୁରୀ: ଚଳିତବର୍ଷ ନିର୍ବାଚନ ସହ ରଥଯାତ୍ରାର ଆୟୋଜନ ପ୍ରଶାସନ ପାଇଁ ବଡ ଆହ୍ଵାନ। ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ବିଭିନ୍ନ…

ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ: ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ। ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ସକାଳେ ୫ଜଣ ଶ୍ରମିକ…

ଶିକ୍ଷା ମନ୍ତ୍ରାଳୟର ନୂଆ ଯୋଜନା, ବୋର୍ଡ ପରୀକ୍ଷାରେ ଫେଲ୍ ହେଲେ ଅଧାରେ ଅଟକିବନି ପଠପଢା

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଯଦି ସେମାନେ ପରୀକ୍ଷାରେ ଫେଲ୍ ହୁଅନ୍ତି ତେବେ ସେମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ଆଡମିଶନ ଦିଆଯିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟ ଶିକ୍ଷାର୍ଥୀଙ୍କ ପରି…

୧ ସପ୍ତାହ ମଧ୍ୟରେ ଭୁଲକୁ ସୁଧାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଭ୍ରାମାତ୍ମକ ବିଜ୍ଞାପନ ମାମଲାରେ ରାମଦେବ ବାବାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଜି ଏହି ମାମଲାର ଶୁଣାଣି ଚାଲିଥିବା ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ପୁଣି ଥରେ କ୍ଷମା ମାଗିଛନ୍ତି । କିନ୍ତୁ ଆପଣ ଆମକୁ କ୍ଷମା ନ…

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ ପାଇଁ ଯୋଜନା କରୁଛନ୍ତି: ବିଜେଡି

ଭୁବନେଶ୍ବର: ବିଏସକେଓ୍ବାଇ କୁ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ତେରଛା ବାଣ । ବିଏସକେଓ୍ବାଇ ବନ୍ଦ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଲା ବିଜେଡି । ଓଡିଶା ବାହାରେ ବି ବିଏସକେଓ୍ବାଇ ଲାଭ ପାଇଛନ୍ତି ଜନତା । ବିଏସକେଓ୍ବାଇ ନଥିଲେ ୩୮୫ କୋଟିରୁ ଅଧିକ…

ସୂତା ଖିଅରେ ଝୁଲୁଛି ଆରସିବିର ପ୍ଲେ ଅଫ ପ୍ରବେଶ ଆଶା

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଖରାପ ପ୍ରଦର୍ଶନ ସହ ଭାଗ୍ୟ ମଧ୍ୟ ସେମାନଙ୍କୁ ସହାୟ ହେଉନି । ସୋମବାର ହାଇଦ୍ରାବାଦ ନିକଟରୁ ପରାଜିତ ହେବା ପରେ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ସୂତା ଖିଅରେ ଝୁଲୁଛି । ଆରସିବି ଆଉ ୭ଟି…