Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଙ୍ଗଳବାର ନବୀନଙ୍କ ବକ୍ତବ୍ୟ, ବୁଧବାର ବିଜେଡି ନେତାଙ୍କ ବୟାନ ମେଣ୍ଟ ସମ୍ଭାବନାକୁ ଦେଲା ସବୁଜ ସଙ୍କେତ!

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ସମ୍ଭାବ୍ୟ ମେଣ୍ଟ ନେଇ ବିଜୁ ଜନତା ଦଳ ସଙ୍କେତ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଯେ କୌଣସି ନିଷ୍ପତ୍ତି ଓଡ଼ିଶାର…

ମେଣ୍ଟ ଚର୍ଚ୍ଚା: ରାତି ରାତି ବଦଳୁଛି ବିଜେପି ନେତାଙ୍କ ବୟାନ

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି। ଦୁଇ ଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ…

ପ୍ୟାରିସ ଅଲିମ୍ପିକ୍ସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପୁରୁଷ ହକି ଟିମ ଆରମ୍ଭ କରିବ ଅଭିଯାନ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ବୁଧବାର ପୁରୁଷ ହକି କାର୍ଯ୍ୟସୂଚୀ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ମୂଖ୍ୟ ଥମାସ ବାକ ଓ ହକି ମହାସଂଘର ଅଧ୍ୟକ୍ଷ ତୈୟବ ଇକରାମ ଉପସ୍ଥିତ…

ଚଣ୍ଡିଖୋଲ ସଭାରେ ମୋଦୀ ମିଛ କହିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବାର ଗୋଟିଏ ଦିନ ପରେ କଂଗ୍ରେସ ତାଙ୍କୁ ତୀବ୍ର ସମାଲୋଚନା କରିଛି ଯେ, ସେ ରାଜ୍ୟ ପ୍ରତି ତାଙ୍କ ସରକାରଙ୍କ ଅବଦାନ ବିଷୟରେ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ…

ବେଆଇନ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସୂଚନାଯୋଗ୍ୟ,ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେବିଶ୍ଵସ୍ତ ସୂତ୍ରରୁ…

ନିର୍ବାଚନୀ ତାତି ବେଳେ ଚାକିରି ଛାଡିଲେ ଡାକ୍ତର, କହିଲେ ଲୋକଙ୍କ ସେବା ଉଦ୍ଦେଶ୍ୟ

ବାଲେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀର ଜଣେ ଯୁବ ଡାକ୍ତର ଚାକିରି ଛାଡି ରାଜନୀତିରେ ପାଦ ଦେବେ ବୋଲି କହିଛନ୍ତି। ସିମୁଳିଆର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ନିଜ ଡାକ୍ତରୀ କ୍ୟାରିୟରକୁ ବିଦାୟ ଦେଇ ରାଜନୀତି କ୍ଷେତ୍ରରେ ପାଦ…

ଶାହାଜାହାନଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେବା ପରେ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟରେ ସିବିଆଇ

କୋଲକାତା: ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ ନିଲମ୍ବିତ ଟିଏମସି ନେତା ଶେଖ ଶାହାଜାହାନଙ୍କୁ ରିମାଣ୍ଡରେ ନେବା ପାଇଁ ସିବିଆଇର ଏକ ଟିମ୍ ବୁଧବାର ବେଙ୍ଗଲ ପୁଲିସ ସିଆଇଡି ମୁଖ୍ୟାଳୟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଶାହଜାହାନଙ୍କୁ ଏସଏସକେଏମ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପାଇଁ…

ନିିଜ ଅଭିଭାଷଣ ପ୍ରତି ଅଧିକ ସତର୍କ ରହିବାକୁ ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାର୍ବଜନୀନ ଅଭିଭାଷଣରେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ…

ଶିବରାମ କ୍ରିଷ୍ଣାନଙ୍କ ଫୋନ ଓ ମେସେଜର ଉତର ଦେଉ ନାହାନ୍ତି ଅଶ୍ୱୀନ

ଧର୍ମଶାଳା: ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ସେ ଖେଳିଲେ ଏହି ଉପଲବ୍ଧ ହାସଲ କରିବେ । ଅଶ୍ୱୀନଙ୍କ ଏହି ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ଏହା…

ଡକେଟଙ୍କୁ ସମାଲୋଚନା କରି ରୋହିତ କହିଲେ, ପନ୍ତଙ୍କ ନାମ ବୋଧ ହୁଏ ଶୁଣିନ

ନୂଆଦିଲ୍ଲୀ: ଭାରତର ଯଶସ୍ୱୀ ଜୈସୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ଯଶସ୍ୱୀଙ୍କ ପ୍ରଶଂସା କରିବା ବଦଳରେ ଇଂଲଣ୍ଡର ବେନ ଡକେଟଙ୍କ ଏକ ବୟାନ ଏବେ ତାଙ୍କୁ ଅସୁବିଧାରେ ପକାଇ ଦେଇଛି । ଯଶସ୍ୱୀ ଆମଠାରୁ ଆକ୍ରମଣାତ୍ମକ ଶୈଳୀ ଖେଳ…