Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି, ମାର୍ଚ୍ଚ ୧୬ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢ଼ିଲା କେଜ୍ରିଓ୍ୱାଲଙ୍କ ଅଡୁଆ । ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯାହାକୁ ନେଇ କୋର୍ଟରେ ପୁଣି ଥରେ ଇଡି ଅଭିଯୋଗ କରିଛି । ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ…

ରାଜନୀତିର ଥାଇ ମଧ୍ୟ କଣ ଆପଣ ଭଦ୍ରତାର ସହ କଥାବର୍ତ୍ତା କରନ୍ତି କି? ଦକ୍ଷିଣ କୋରିଆ ପ୍ରଶ୍ନର ଉତ୍ତର ରଖିଲେ ବୈଦେଶିକ…

ନୂଆଦିଲ୍ଲୀ; ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନିଜର ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି | ଯେତେବେଳେ ବି ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଏ, ସେ ଅତି ଭଦ୍ର ଏବଂ ଚତୁରତାର ସହ ତା’ର ଉତ୍ତର ଦେଇଥାଆନ୍ତି | ଯେଉଁଥିପାଇଁ ଅନେକ ଲୋକ ତାଙ୍କର ପ୍ରଶଂସା ମଧ୍ୟ କରିଥାଆନ୍ତି । କେବଳ…

ବାହାଘର ଭୋଜି ଖାଇ ଜଣେ ଶିଶୁ ମୃତ, ୨୫ ଅସୁସ୍ଥ

ମାଲକାନଗିରି: ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବିବାହ ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ୨୫ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧୀନ ନୂଆଗୁଡା ଗ୍ରାମରେ । ସୂଚନା ମୁତାବକ, ନୂଆଗୁଡା ଗ୍ରାମରେ…

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ସାମିଲ ହେଲା MH-60R ସାମୁଦ୍ରିକ ହେଲିକପ୍ଟର

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେଲା MH-60R ସାମୁଦ୍ରିକ ହେଲିକପ୍ଟର । ନୌସେନାର ଏହି ପଦକ୍ଷେପ ପରେ ଏହାର ସାମରିକ ସାମର୍ଥ୍ୟରେ ଏକ ବଡ଼ ବୃଦ୍ଧି ଘଟିବ । ନୌସେନା ମୁଖ୍ୟ ଆର ହରି କୁମାରଙ୍କ ଉପସ୍ଥିତିରେ କୋଚିର INS ଗରୁଡରେ ଏକ ସମାରୋହରେ MH-60R…

ପୋଲ ଉପରେ ଚଢ଼ିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ପୋଲ ଉପରେ ଚଢ଼ିଗଲା ବସ୍‌ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ୍ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଭୁବନେଶ୍ୱର ରୁ ବାରିପଦା…

ଖେଲୋ ଇଣ୍ଡିଆ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି

ନୂଆଦିଲ୍ଲୀ: କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟମାନଙ୍କୁ ସରକାରୀ ଚାକିରି ମିଳିବ । ଡିଓପିଟି ଓ କ୍ରୀଡା ବିଭାଗ ସହଯୋଗରେ ଆଥଲେଟମାନଙ୍କ ସମସ୍ତ ସୁବିଧା ପାଇଁ ସରକାରୀ ଚାକିରି ଯୋଗ୍ୟତା…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ପାକିସ୍ତାନ-ଚୀନର ୧୨୪୪ ଆଇପି ଆଡ୍ରେସକୁ କରାଯାଇଥିଲା ବ୍ଲକ

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାର ଠିକ ପୂର୍ବରୁ ପାକିସ୍ତାନ ଓ ଚୀନ ହ୍ୟାକର୍ସ ଭାରତୀୟ ୱେବସାଇଟକୁ ଟାର୍ଗେଟ କରିଥିଲେ । ଏହାକୁ ଭଣ୍ଡୁର କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ତେବେ ଭାରତର ସ୍ୱତନ୍ତ୍ର ଜ୍ଞାନ କୌଶଳ ଯୋଗୁ ଏହି ସାଇବର ଆକ୍ରମଣ ଫେଲ ମାରିଥିଲା । ରାମ…

ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ…

କୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ ଶାହାଜାନକୁ ସିବିଆଇକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ପୋଲିସ

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଶାହଜାହାନ ଶେଖଙ୍କୁ ନିଜ ହେପାଜତକୁ ନେଇଛି। ପଶ୍ଚିମବଙ୍ଗ ସରକାର ଶେଶଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟ ସୀମା ଧାର୍ଯ୍ୟ…

ମଙ୍ଗଳବାର ନବୀନଙ୍କ ବକ୍ତବ୍ୟ, ବୁଧବାର ବିଜେଡି ନେତାଙ୍କ ବୟାନ ମେଣ୍ଟ ସମ୍ଭାବନାକୁ ଦେଲା ସବୁଜ ସଙ୍କେତ!

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ସମ୍ଭାବ୍ୟ ମେଣ୍ଟ ନେଇ ବିଜୁ ଜନତା ଦଳ ସଙ୍କେତ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଯେ କୌଣସି ନିଷ୍ପତ୍ତି ଓଡ଼ିଶାର…