Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଂସଦରେ ମହାବିତର୍କ, ଅପରାହ୍ନରେ ଭୋଟିଂ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ତିନି ଦିନ ଧରି ଚାଲିବାକୁ ସ୍ଥିର ହୋଇଛି।  ସଂସଦର ଅଧିବେଶର ଆଜି ଦ୍ୱିତୀୟ ଦିନ। ଆଜିବି ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ନେଇ ଚାଲିବ ଜୋରଦାର ବିତର୍କ। ୩ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଅପରାହ୍ନରେ ଲୋକସଭାରେ ଭୋଟିଂ। ସେପଟେ ବିଲ୍…

ଭାରତରେ କାର୍ଯ୍ୟକାରୀ ହେଲା ୩୩% ମହିଳା ସଂରକ୍ଷଣ ଆଇନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ସଂସଦରେ ବିତର୍କ ଭିତରେ ରାତିଅଧିଆ ଲାଗୁ ହେଲା ମହିଳା ସଂରକ୍ଷଣ ଆଇନ୍। ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ପ୍ରଦାନ କରୁଥିବା ମହିଳା ସଂରକ୍ଷଣ ଆଇନ, ୨୦୨୩ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ…

Heatwave Warning: ଅସହ୍ୟ ଗରମ: ୪୦ ଡିଗ୍ରୀ ଉପରେ ୧୪ ସହର, ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ ହେଲାଣି । ୪୦ ଡିଗ୍ରୀ ଉପରେ ୧୪ ସହର । ଆଜି ୧୧ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।…

ଇରାନ ୟୁରାନିୟମ ହସ୍ତାନ୍ତର କରିବାକୁ ଇରାନ ରାଜି: ଟ୍ରମ୍ପ

ୱାଶିଂଟନ: ୟୁରାନିୟମ ହସ୍ତାନ୍ତର କରିବାକୁ ଇରାନ ରାଜି ହୋଇଛି ବୋଲି ଦାବି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯେ ଇରାନ ଏହାର ସମୃଦ୍ଧ ୟୁରାନିୟମ ଯୋଗାଣ ହସ୍ତାନ୍ତର କରିବାକୁ ରାଜି ହୋଇଛି। ଇରାନ ଏହାର ସମୃଦ୍ଧ ୟୁରାନିୟମ ଭଣ୍ଡାର ହସ୍ତାନ୍ତର କରିବାକୁ…

ଇସ୍ରାଏଲ-ଲେବାନନରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା

ୱାଶିଂଟନ୍‌: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ଉତ୍ତେଜନା ହ୍ରାସ କରିବା ଦିଗରେ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। ଲେବାନନ୍-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ…

ତାଳଚେରରେ ଗର୍ତ୍ତ ସୃଷ୍ଟି ହେବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ: ଏମ୍.ସି.ଏଲର ସ୍ପଷ୍ଟୀକରଣ

ସମ୍ବଲପୁର: ତାଳଚେରରେ ଗର୍ତ୍ତ ସୃଷ୍ଟି ହେବା ପ୍ରସାରିତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ଏନେଇ ସ୍ପଷ୍ଟୀକରଣ ରଖିଛି ଏମ୍.ସି.ଏଲ। ଡେରା କୋଲିୟାରି ନିକଟରେ ‘ଭୂସ୍ଖଳନ’ ଘଟଣା ସମ୍ପର୍କରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ କହିଛି ମହାନଦୀ କୋଲଫିଲ୍ଡସ୍…

Illegal Cough Syrup: ରାଜଧାନୀରୁ ୮୫୨୦ ବୋତଲ ବେଆଇନ କଫ ସିରପ୍‌ ଜବତ …ଏପେଟ ଫୁଟବଲ୍ ପଡିଆରେ ଡିଲ୍‌ ବେଳେ…

ଭୁବନେଶ୍ବର: ଭୁବନେଶ୍ଵର ଏବଂ କଟକ ସୀମାରେ ବଡ଼ ଧରଣର ଚଢ଼ାଉ । ଡ୍ରଗ୍‌ସ କଣ୍ଟ୍ରୋଲ୍‌ ବିଭାଗ ଓ ଏସ୍‌ଟିଏଫ୍‌ର ମିଳିତ ଟିମ୍‌ ଡି-କ୍ୟାଥେଲନ ନିକଟରେ ଚଢ଼ାଉ କରିଛି। ଭିଆର୍‌ଏଲ୍‌ ଲଜିଷ୍ଟିକ୍‌ ନାମକ ଏକ ପରିବହନ ସଂସ୍ଥାର ଗାଡ଼ିରୁ ୭୧ ପେଟି ରେ ୮୫୨୦ ବୋତଲ ରେସକ୍ରୋନ-ଟି କଫ ସିରଫ ଜବତ ହୋଇଛି ।…

Chilika book fair: ପ୍ରଥମ ଥର ଆୟୋଜିତ ହେବ ଚିଲିକା ପୁସ୍ତକ ମେଳା;ପୁସ୍ତକ ପ୍ରଦର୍ଶନ ସହ ଖାଦ୍ୟ ଷ୍ଟଲ ମଧ୍ୟ…

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଚିଲିକା ପୁସ୍ତକ ମେଳା। ଏହି ମେଳା ଆସନ୍ତା ଏପ୍ରିଲ ୨୪ତାରିଖରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଚିଲିକା କୂଳରେ ଥିବା ବାଲୁଗାଁ କଲେଜ ପଡିଆରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ। ଏହାର…

ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଣି ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ

କଟକ: ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଣି ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବ୍ୟାପକ ଭାବେ ଗାଡ଼ି ଯାଞ୍ଚ୍ କରାଯିବା ସହ ବିନା ଡ୍ରାଇଭିଂ ତଥା ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅଭିଯାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ…

ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ; ସ୍ଵାଭାବିକ ହେଲା ତୈଳ ପରିବହନ

ଝାରସୁଗୁଡ଼ା: ସ୍ଵାଭାବିକ ହେଲା ତୈଳ ପରିବହନ । ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ । ଜିଲ୍ଲା ସ୍ଥିତ ଭାରତୀୟ ତୈଳ ନିଗମ ଟର୍ମିନାଲରେ କଣ୍ଟ୍ରାକ୍ଟ କ୍ୟାରିୟର୍ସ ଏବଂ ଟ୍ୟାଙ୍କର ଚାଳକମାନଙ୍କ ଦ୍ୱାରା ଜାରି ରହିଥିବା ଆନ୍ଦୋଳନ ଓ ପରିବହନ ସମସ୍ୟାର…